Browsing Category
Top Stories
ବିଶ୍ୱର ବିରଳ ଘଟଣା: ନବଜାତ ଶିଶୁର ଓଜନ ୭ କେଜି, ଲମ୍ବ ୨ ଫୁଟ, ଏପରି ଶିଶୁ ଜନ୍ମ ନେବା ପଛର କାରଣ କ’ଣ
ନୂଆଦିଲ୍ଲୀ: ବେଳେବେଳେ ଆମ ପୃଥିବୀରେ କିଛି ବିରଳ ଘଟଣା ଦେଖିବାକୁ ମିଳିଥାଏ । ସାଧାରଣ ଭାବେ ଗୋଟିଏ ନବଜାତ ଶିଶୁର ଓଜନ ୨.୫ରୁ ୩.୫ କେଜି ମଧ୍ୟରେ ରହିଥାଏ । ତେବେ ନିକଟରେ ୭.୩ କେଜି ବିଶିଷ୍ଟ ଏକ ବିରଳ ଶିଶୁ ଜନ୍ମ…
ମଣିଷ ରହିବା ପାଇଁ ମିଳିଲା ଗ୍ରହ, ପୃଥିବୀ ଠାରୁ ଏତିକି ଗୁଣ ବଡ଼
ନୂଆଦିଲ୍ଲୀ: ଜୀବଜଗତ କେବଳ ପୃଥିବୀ ପୃଷ୍ଟରେ ତିଷ୍ଠି ରହିଥିବା ବେଳେ ବର୍ତ୍ତମାନ ଅନ୍ୟାନ୍ୟ ଗ୍ରହର ଅନୁସନ୍ଧାନ କରାଯାଇଛି । ଯେଉଁ ଗ୍ରହରେ ମଣିଷ ବଞ୍ଚିପାରିବ । ଏହା ଏକ ପଥର ଦୁନିଆ ହୋଇଥିଲେ ମଧ୍ୟ ଏଠାରେ ପାଣିର…
ରିସର୍ଚ୍ଚରୁ ବଡ ଖୁଲାସା; ୩୪ ପ୍ରକାର କ୍ୟାନ୍ସରକୁ ନିମନ୍ତ୍ରଣ କରିଥାଏ ଏହିସବୁ ଖାଦ୍ୟ
ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ କର୍କଟ ଦିବସ । କ୍ୟାନସର ରୋଗ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଫେବୃୟାରୀ ୪ ତାରିଖକୁ ବିଶ୍ୱ କ୍ୟାନସର ଦିବସ ରୂପେ ପାଳନ କରାଯାଉଛି । ପ୍ରାରମ୍ଭିକ ସ୍ତରରେ…
SECL ତରଫରୁ ବାହାରିଲା ୪୦୫ଟି ପଦବୀ: ଆରମ୍ଭ ହେଲା ଅନଲାଇନ୍ ଆବେଦନ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଦକ୍ଷିଣ-ପୂର୍ବ କୋଲଫିଲ୍ଡସ ଲିମିଟେଡ (ଏସଇସିଏଲ) ପକ୍ଷରୁ ୪୦୫ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ମାଇନିଂ ସିରଦାର ଓ ଡେପୁଟି…
ବିଶିଷ୍ଟ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ଦେହାନ୍ତ; କିଛିଦିନ ପୂର୍ବେ ପଦ୍ମ ଭୂଷଣ ସମ୍ମାନରେ ହୋଇଥିଲେ ସମ୍ମାନିତ
ମୁମ୍ବାଇ:ବର୍ତ୍ତମାନ ସଂଗୀତ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯାହା ଜଣାବା ପରେ ସମଗ୍ର କଳା ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଜାତୀୟ ପୁରସ୍କାର ବିଜେତା କିମ୍ବଦନ୍ତୀ ଗାୟକ…
‘ପ୍ରତିଭା ସହରୀ ଲୋକଙ୍କ ଜାଗିର ନୁହେଁ’, ଜାଣନ୍ତୁ କାହିିଁକି ଓଡ଼ିଶାର ଉଦାହରଣ ଦେଲେ ମୁଖ୍ୟବିଚାରପତି ଡି.ୱାୟୀ. ଚନ୍ଦ୍ରଚୁଡ଼
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ଡି.ୱାୟୀ. ଚନ୍ଦ୍ରଚୁଡ଼ ଗତକାଲି ଓଡ଼ିଶାର ୧୦ ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟର ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ପ୍ରତିଭାର କୌଣସି ଭୌଗୋଳିକ ସୀମା ନାହିଁ ଏବଂ…
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ବଡ଼ ଦାୟିତ୍ୱ: କର୍ଣ୍ଣାଟକର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ
ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଧର୍ମେନ୍ଦ୍ରଙ୍କ କର୍ଣ୍ଣାଟକ ବିଜେପିର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । ରାଷ୍ଟ୍ରୀୟ ସଭାପତି ଜେ.ପି…
କେବଳ ଆଦାନୀ ଗ୍ରୁପ୍ ନୁହେଁ, ୩୬ କମ୍ପାନୀରେ ଲାଗିଛି LIC ଟଙ୍କା; ଛଅ ମାସରେ ୫୮% ହ୍ରାସ ପାଇଲାଣି
ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି)ର ଆଦାନୀ ସମୁହରେ ନିବେଶରୁ ହେଉଥିବା ଲାଭରେ ହ୍ରାସ ପରିଲକ୍ଷିତ ହୋଇଛି । ଆମେରିକାର ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗ ରିପୋର୍ଟ…
କେତେ ଆଗେଇଲା ମନ୍ତ୍ରୀ ନବ ଦାସ ହତ୍ୟା ତଦନ୍ତ ? ଜଷ୍ଟିସ ଦାସଙ୍କୁ ଜଣାଇଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା
ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ୍ ଏଏସ୍ଆଇ କଣ ପାଇଁ ଗୁଳି ମାରିଲେ ଏଯାଏଁ ସ୍ପଷ୍ଟ ହୋଇ ନଥିଲେ ହେଁ, ଘଟଣାର ତଦନ୍ତ ଆଗେଇ ଚାଲିଛି। ଏସମ୍ପର୍କରେ ତଦାରଖ କରୁଥିବା ଜଷ୍ଟିସ ଦାସଙ୍କ ସିଡିଏ ସ୍ଥିତ ଘରେ…
ଦଶମ ଶ୍ରେଣୀ ପାଇଁ ହେବ ନାହିଁ ବୋର୍ଡ ପରୀକ୍ଷା, NEPରେ ରହିଛି ଏହି ନିୟମ! ଜାଣନ୍ତୁ ଏହାର ସତ୍ୟତା
ନୂଆଦିଲ୍ଲୀ: ଆଜିକାଲି ନୂତନ ଶିକ୍ଷା ନୀତି (NEP) ସମ୍ବନ୍ଧରେ ହ୍ୱାଟ୍ସଆପରେ ଏକ ମେସେଜ୍ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ମେସେଜରେ ଦାବି କରାଯାଇଛି କି, ଏନଇପି ଅଧିନରେ ଏବେ ୧୦ମ ବୋର୍ଡ ପରୀକ୍ଷା କରାଯିବ…