Browsing Category

Top Stories

VRS ନେଉଥିବା ସରକାରୀ କର୍ମଚାରୀଙ୍କୁ ସୁପ୍ରିମକୋର୍ଟ ଝଟକା, କହିଲେ-ସମାନ ଅଧିକାର ଦାବି କରିପାରିବେ ନାହିଁ

ନୂଆଦିଲ୍ଲୀ: ଚାକିିରି ଶେଷ ହେବା ପୁର୍ବରୁ ଅବସର ନେଉଥିବା ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଅବସର ସମୟ ପୁର୍ବରୁ ସ୍ୱଇଚ୍ଛାରେ ସେବାନିବୃତ(ଭିଆରଏସ୍‌) ନେଉଥିବା…

ବସ ଡ୍ରାଇଭରଙ୍କ ସ୍ୱାର୍ଥପରତା ପାଇଁ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଛତ୍ରପୁର: ହଜିଗଲା ମାନବିକତା ବସ ଡ୍ରାଇଭରଙ୍କ ସ୍ୱାର୍ଥପରତା ପାଇଁ ଚାଲିଗଲା ବୃଦ୍ଧା ମା’ଙ୍କ ଜୀବନ। ଅସୁସ୍ଥତା ଅନୁଭବ ହେବାରୁ ଅଧା ବାଟରେ ଓହ୍ଲାଇଦେଲା ବସ ଡ୍ରାଇଭର ଘଟଣା ସ୍ଥଳରେ ଚାଲିଗଲା ଜୀବନ। ଏମିତି ଏକ ଘଟଣା…

କଲେଜର ଯୁବ ଛାତ୍ରଙ୍କ ନିକଟରେ ବଢ଼ୁଛି ଏକଲାପଣ: ରିସର୍ଚ୍ଚରୁ ଖୁଲାସା

ପୂରା ବିଶ୍ୱରେ ଅନେକ ବୈଜ୍ଞାନିକ ସର୍ଭେ ବାରମ୍ୱାର ଚେତାଇ ଦେଉଛି ଯେ ଆମର ଖରାପ ଜୀବନଶୈଳୀ ଓ ଖାଦ୍ୟପେୟ ଏକଲାପଣ ବଢ଼ାଇ ଦେଉଛି । ବିଶେଷ ଭାବେ କଲେଜର ଯୁବ ଛାତ୍ରଙ୍କ ନିକଟରେ ଏକଲାପଣ ବଢ଼ିବାରେ ଲାଗିଛି । ରିସର୍ଚ୍ଚରୁ…

ଏଣିକି ହାର୍ଟ ଆଟାକର ସୂଚନା ଦେବ ଘଣ୍ଟା: ବଞ୍ଚିଯିବ ଅନେକ ଜୀବନ

ଟେକନିକ୍ ଯଦି ସଠିକ୍ ବ୍ୟବହାର କରାଯାଏ, ତ ଏହା ଲୋକଙ୍କ ଜୀବନ ବଦଳାଇ ପାରେ । ଆପ୍ପଲ ୱାଚ୍ରେ ଏମିତି ହିଁ ଅନେକ ଟେକନିକ୍ ଦେଖିବାକୁ ମିଳିଥାଏ । ଅନେକ ଘଟଣାରେ ଆପ୍ପଲ ୱାଚ୍ ଜୀବନ ରକ୍ଷକ ସାବ୍ୟସ୍ତ ହୋଇଛି । ଏଥିରେ…

ଅଜବ ଦୁନିଆ ! ଯେଉଁଠାରେ ମହିଳାଙ୍କୁ ପୁରୁଷଙ୍କଠାରୁ ମାଡ଼ ଖାଇବା ରହିଛି ପରମ୍ପରା

ବିଶ୍ୱର ବିଭିନ୍ନ ସ୍ଥାନରେ ଆଜି ବି ଅଜବଗଜବ ପରମ୍ପରା ରହିଛି । ବିଜ୍ଞାନ ଯେତେ ଆଗକୁ ଦୌଡ଼ୁଥିଲେ ମଧ୍ୟ ପରମ୍ପରା ଉପରେ କୌଣସି ପ୍ରଭାବ ପକାଇପାରିନି । ଯେତେବେଳେକି ଲୋକେ ଚନ୍ଦ୍ରରେ ଘର କରିବାକୁ ପ୍ରସ୍ତୁତ ହେଲେଣି,…

ଶରୀରକୁ ହାଇଡ୍ରେଟ୍ ରଖିବା ସହ ପେଟର ଚର୍ବିକୁ ଲହୁଣୀ ପରି ତରଳାଇଥାଏ କାକୁଡ଼ି

ଗତ ୨ ବର୍ଷ ମଧ୍ୟରେ ଲୋକଙ୍କ ଓଜନ ବହୁତ ବୃଦ୍ଧି ପାଇଛି । କାରଣ କରୋନା ଭାଇରସ୍ ଯୋଗୁଁ ହୋଇଥିବା ଲକଡାଉନରେ ୱାର୍କ ଫ୍ରମ୍ ହୋମ୍ ସେମାନଙ୍କୁ ଘରେ ବନ୍ଦୀ କରି ରଖିଥିଲା । ବର୍ତ୍ତମାନ ଲୋକ ସେମାନଙ୍କର ପେଟର ଚର୍ବିକୁ…

ରାଶିଫଳ(ଶୁକ୍ରବାର,୦୩ ଫେବୃଆରୀ,୨୦୨୩)

ମେଷ: ବ୍ୟବସାୟୀମାନଙ୍କର କାରବାର ବୃଦ୍ଧି ହେବ । ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରଖି କର୍ତ୍ତବ୍ୟ ପରାୟଣ ପ୍ରଦର୍ଶନ କରି ନିଜର ପାରିଲା ପଣିଆ ଜାହିର କରିବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ଓ ନିଜର ମାନ ସମ୍ମାନ ପଦ…

‘ନିଜ ସମସ୍ୟାର ସମାଧାନ ନିଜେ କର’, ପେଶୱାର ବିସ୍ଫୋରଣରେ ପାକିସ୍ତାନକୁ ଆଇନା ଦେଖାଇଲା ତାଲିବାନ

ନୂଆଦିଲ୍ଲୀ: ପାକିସ୍ତାନରେ ପେଶୱାରରେ ଏକ ମସଜିଦରେ ହୋଇଥିବା ବିସ୍ପୋରଣରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ 'ତେହେରିକ-ଏ-ତାଲିବାନ' ନାମକ ଏକ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ…

BYJU’Sରେ ଆରମ୍ଭ ହେଲା ଛଟେଇ!

ନୂଆଦିଲ୍ଲୀ: ସାରା ବିଶ୍ୱରେ ଅଧିକାଂଶ ରାଷ୍ଟ୍ରରେ ଏବେ ଘୋର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ଏହି ଅବସରରେ ବିଶ୍ୱର ପ୍ରତିଷ୍ଠିତ ଟେକ୍ କମ୍ପାନୀମାନେ ସେମାନଙ୍କ କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ କରିବାରେ…

ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଖେଳିପାରନ୍ତି ବୁମରାହ

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିବା ପାଇଁ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ । ତେବେ ପ୍ରଥମ ଦୁଇଟି ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ପ୍ଲେଇଂ-୧୧ ଘୋଷଣା କରିସାରିଛି । ତେବେ ଏହା…