Browsing Category
Top Stories
୨୧ରୁ ଆରମ୍ଭ ହେବ ବିଧାନ ସଭା ବଜେଟ୍ ଅଧିବେଶନ
ଭୁବନେଶ୍ୱର: ଆସନ୍ତା ୨୧ରୁ ରାଜ୍ୟ କ୍ୟାବିନେଟରେ ବଜେଟ ଅଧିବେଶନ ଆରମ୍ଭ ହେବ । ଯାହାକି ଏପ୍ରିଲ ମାସ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ବିଧାନ ସଭା ବଜେଟ୍ ଅଧିବେଶନ ୨ ଟି ପର୍ଯାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ…
ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ତୁଳସୀ ପତ୍ର: କର୍କଟ ରୋଗରୁ କରିବ ରକ୍ଷା
ହିନ୍ଦୁ ଧର୍ମରେ ତୁଳସୀ ଗଛ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ଲୋକ ତୁଳସୀ ଗଛକୁ ରୀତିନୀତି ସହିତ ପୂଜା କରନ୍ତି । ଆୟୁର୍ବେଦରେ ମଧ୍ୟ ଏହାର ବିଶେଷ ଗୁରୁତ୍ୱ ରହିଛି। ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ଅଛି। ଏହା…
ହୃଦ୍ରୋଗ ସହ ଲଢ଼ିବା ପାଇଁ ସାଧାରଣ ଜନତାଙ୍କୁ ଦିଆଯିବ CPR ଟ୍ରେନିଙ୍ଗ,ରକ୍ଷା ପାଇପାରିବ ଲକ୍ଷାଧିକ ଜୀବନ
ଭୁବନେଶ୍ୱର:ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ସମୟରେ ସାରା ବିଶ୍ଵରେ ଘଟୁଥିବା ଅକାଳ ମୃତ୍ୟୁର ମୁଖ୍ୟ କାରଣ ପାଲଟିଛି ହୃଦ୍ରୋଗ । ଭାରତରେ ପ୍ରାୟ ୩୬ ପ୍ରତିଶତ ମୃତ୍ୟୁ ହୃଦ୍ରୋଗ ଜନିତ ହେଉଥିବା ବେଳେ ଓ…
ମାଛ ସମେତ ଏହି ସବୁ ଖାଦ୍ୟ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ, ନଚେତ୍ କମ ହୋଇପରେ ଆପଣଙ୍କ ସ୍ମରଣ ଶକ୍ତି
ଆଜିକାଲିର ବ୍ୟସ୍ତବୁଳ ଜୀବନରେ ଆମେ ଶରୀରର ପ୍ରତି ସଠିକ୍ ଭାବରେ ଧ୍ୟାନ ଦେଇ ନଥାଉ । ଫଳରେ ଆମକୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । ଶରୀର ପରି ମସ୍ତିଷ୍କର ମଧ୍ୟ ଯତ୍ନ ନେବା ମଧ୍ୟ ନିତ୍ୟାନ୍ତ…
ଇନଷ୍ଟାଗ୍ରାମରେ କଥା ହୋଇ ହୋଟେଲ ଗଲେ, ଶେଷରେ ଏପରି ହେଲା ଘଟଣା
ନୂଆଦିଲ୍ଲୀ: ହରିଆଣା ଗୁରୁଗ୍ରାମର ଏକ ହୋଟେଲରେ ୧୬ବର୍ଷୀୟ ଝିଅଙ୍କ ସହ ରେପ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଘଟଣାଟି ସେତେବେଳେ ଜଣା ପଡ଼ିଥିଲା ଯେତେବେଳେ ସେହି ପୁଅଟି ଝିଅର ମାଆଙ୍କୁ ଅଶ୍ଳିଳ ଫଟୋ ସହ ଭିଡ଼ିଓ…
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲାରେ ନୂଆ ମୋଡ: କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ୧୫ ପୃଷ୍ଟାର ରହସ୍ୟ କାଗଜ
ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ୫ ଦିନ ବିତିଯାଇଥିବା ବେଳେ କ୍ରାଇମବ୍ରଞ୍ଚ ତଦନ୍ତ ଆରମ୍ଭ କରିଛି । ଫଳରେ ପ୍ରତ୍ୟେକ ଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି । ତେବେ ଅଭିଯୁକ୍ତ ଗୋପାଳ…
ବରିଷ୍ଠ ଆଇଏଏସ୍ ଅଧିକାରୀ ବୈଠକରେ କରିଲେ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ, ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ: ଆଜିକାଲି ବିହାରର ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ରିପୋର୍ଟ ଅନୁଯାୟୀ,…
ଜାତକ ନୁହେଁ ବରଂ ହେଲଥ୍ କାର୍ଡ ମାଧ୍ୟମରେ ହେବ ବିବାହ: ସରକାର ଶୀଘ୍ର ଜାରି କରିବେ ନୂଆ କାର୍ଡ
ଆମ ସମାଜରେ ପାରମ୍ପାରିକ ଭାବରେ ବିବାହ ସମୟରେ ପୁଅ ଓ ଝିଅର ଜାତକ ମିଳାଯାଏ । ଅଧିକାଂଶ ଗୁଣ ମିଶିବା ପରେ ବିବାହ କରାଯାଇଥାଏ । କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାତକ ବଦଳରେ ବଦଳରେ ହେଲଥ୍ ବା ସ୍ୱାସ୍ଥ୍ୟ…
ଡ଼ାକ ବିଭାଗରେ ସରକାରୀ ନିଯୁକ୍ତିର ସୁଯୋଗ, ଖାଲି ପଡ଼ିଛି ୪୦୮୮୯ ଟି ପଦବୀ, ଶୀଘ୍ର କରନ୍ତୁ ଆବେଦନ
ନୂଆଦିଲ୍ଲୀ: ସରକାରୀ ଚାକିରି ପାଇବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଡ଼ାକ ବିଭାଗରେ ବମ୍ପର ନିଯୁକ୍ତି ବାହାରିଛି । ଏଥିରେ ୧୦ମ ପାସ କରିଥିବା ପିଲା ଆବେଦନ କରିପାରିବେ । ଡ଼ାକ ବିଭାଗ ୪୦୮୮୯ ପଦବୀରେ ଗ୍ରାମୀଣ ଡାକ…
Best CM:ସର୍ବୋତ୍ତମ ମୁଖ୍ୟମନ୍ତ୍ରୀ ତାଲିକାରେ ସବୁଠାରୁ ଆଗରେ କିଏ ? କାହାକୁ ଜନତା ବାଛିଲେ ବେଷ୍ଟ ସିଏମ
ନୂଆଦିଲ୍ଲୀ:ବର୍ତ୍ତମାନ ଦେଶର ୩୦ ଟି ରାଜ୍ୟରେ ନିର୍ବାଚିତ ସରକାର ଅଛନ୍ତି। ଏଥିରେ ଦିଲ୍ଲୀ ଏବଂ ପୁଡୁଚେରୀ ଭଳି ୟୁନିଅନ୍ ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ। ତେବେ ଭିନ୍ନ ଭିନ୍ନ ରାଜ୍ୟରେ ଜନତାଙ୍କ ମଧ୍ୟରେ ତାଙ୍କ…