Browsing Category

Top Stories

କମ୍‌ବ୍ୟାକ୍‌ରେ ଇତିହାସ ରଚିଲେ ଶାରରୁଖ ଖାନ୍‌: ‘ପଠାନ୍’ ପ୍ରଥମ ସପ୍ତାହରେ ରୋଜଗାର କଲା ୬୦୦ କୋଟି

ନୁଆଦିଲ୍ଲୀ: ସିଦ୍ଧର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ୟଶ ରାଜ ଫିଲ୍ମସ ପଠାନ ଘରୋଇ ତଥା ବିଦେଶ ବକ୍ସ ଅଫିସରେ ଐତିହାସିକ ରେକର୍ଡ ସୃଷ୍ଟି କରିବାରେ ଲାଗିଛି। କାରଣ ଏହା ସାତ ଦିନ ମଧ୍ୟରେ ସାରା ବିଶ୍ୱରେ ୬୩୪ କୋଟି ଟଙ୍କା…

ଶୁଭମନ ଗିଲ୍ ଓ ହାର୍ଦିକ ପାଣ୍ଡ୍ୟାଙ୍କ ଦମଦାର ପ୍ରଦର୍ଶନ, ତୃତୀୟ ଟି-୨୦ ମ୍ୟାଚ୍ ଜିତି ସିରିଜ କବଜା କଲା ଭାରତ

ଅହମ୍ମଦାବାଦ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ୧୬୮ ରନ୍‌ରେ ପରାସ୍ତ କରିଛି। ଏହା ସହିତ ଭାରତ ସିରିଜକୁ ମଧ୍ୟ କବଜା କରିଛି। ୨୩୫ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି…

ବଜେଟ୍ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପିକୁ କଲେ ସମାଲୋଚନା

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ସଂସଦରେ ଆଜି ବଜେଟ୍ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତକାଳର ଐତିହାସିକ ବଜେଟ୍ ଭାବେ ଅଭିହିତ କରିଥିବା…

ଏପରି ଅଭ୍ୟାସ ଥିଲେ ତୁରନ୍ତ ବଦଳାନ୍ତୁ: ନଚେତ ଗୋଟିଏ ମୁହୂର୍ତ୍ତରେ ହୋଇଯିବେ କାଙ୍ଗାଳ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆପଣ କରୁଥିବା କିଛି ଭୁଲ କାମକୁ ଠିକ ସମୟରେ ସଂଶୋଧିତ କରାନଗଲେ ବାସ୍ତୁ ଦୋଷ ଦେଖାଦେଇଥାଏ । ଏହି କାରଣରୁ, ଆର୍ଥିକ ଅବସ୍ଥା ଦୁର୍ବଳ ହେବାକୁ ଲାଗେ ଏବଂ ଜୀବନରେ ଦାରିଦ୍ର୍ୟ ବିସ୍ତାର କରେ।…

ବଜେଟ୍‌: ୧ ଟଙ୍କା ଆୟରେ ୩୪ ପଇସା ଋଣ, ୨୦ ପଇସା ଖର୍ଚ୍ଚ ସୁଧରେ ଯିବ, ଜାଣନ୍ତୁ ଜାଣନ୍ତୁ ବଜେଟ୍‌ ଆୟ-ବ୍ୟୟର ପୁରା ହିସାବ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ସଂସଦରେ ସାଧାରଣ ବଜେଟ୍ ଆଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବଜେଟ୍‌କୁ ଉନ୍ନତିମୂଳକ ବଜେଟ୍ ଏବଂ ଅମୃତକାଳର…

କୌଣସି ଧାର୍ମିକ କାମରେ ସ୍ୱାମୀଙ୍କ ବାମ ପାର୍ଶ୍ୱରେ ବସିଥାନ୍ତି ପତ୍ନୀ: ଜାଣନ୍ତୁ କାରଣ ଓ ଏହାର ମହତ୍ତ୍ୱ

ହିନ୍ଦୁ ଧର୍ମ ଏବଂ ଶାସ୍ତ୍ରରେ ବାମ ପାର୍ଶ୍ୱରେ ପତ୍ନୀ ଏବଂ ମହିଳାଙ୍କ ସ୍ଥାନ ବିଷୟରେ ଉଲ୍ଲେଖ କରାଯାଇଛି । ପୂଜାପାଠ, ଧାର୍ମିକ କାର୍ଯ୍ୟ କିମ୍ବା ବିବାହ ରୀତି ଇତ୍ୟାଦିରେ ସ୍ୱାମୀଙ୍କ ବାମ ପାର୍ଶ୍ୱରେ ବସିଥାନ୍ତି…

IND Vs NZ 3rd T20: ଟି-୨୦ରେ ଶୁଭମନ ଗିଲ୍‌ଙ୍କ ପ୍ରଥମ ଶତକ, ନ୍ୟୁଜିଲାଣ୍ଡ ଆଗରେ ବିଜୟ ଲକ୍ଷ୍ୟ ୨୩୫

ଅହମ୍ମଦାବାଦ: ଭାରତୀୟ ଯୁବ ଓପନର୍ ଶୁବମନ ଗିଲ୍ ନ୍ୟୁଜିଲ୍ୟାଣ୍ଡର ବୋଲରଙ୍କୁ ଶେଷ ଟି-୨୦ ମୁକାବିଲାରେ ନିର୍ଦ୍ଧୁମ ପ୍ରହାର କରିଛନ୍ତି। ଏହା ସହିତ ସେ ଟି -୨୦ ଆନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ୫୪ ବଲରେ ପୁରଣ…

ଏପରି ପୁରୁଷଙ୍କୁ ଭୁଲରେ କରନ୍ତୁନି ଡେଟ୍: ନଚେତ୍ ପରେ କରୁଥିବେ ପଶ୍ଚାତାପ

ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ କିଛି ଲୋକ ଭଲ ଥାଆନ୍ତି ତ ଆଉ କିଛି ଲୋକ ନକାରାତ୍ମକ ହୋଇଥାନ୍ତି । ନକାରାତ୍ମକ ଭାବନା ଥିବା ଲୋକଙ୍କ ସହ ରହିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଯାଏ । କେବଳ…

INDvNZ, 3rd T20: ଟସ୍ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା, ପ୍ଲେଇଂ ୧୧କୁ ଫେରିଲେ ଉମ୍ରାନ୍‌

ଅହମ୍ମଦାବାଦ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ଶେଷ ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି। ଭାରତୀୟ…

Budget 2023: କୃଷିଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ, ଜାଣନ୍ତୁ କେଉଁ କ୍ଷେତ୍ରକୁ କେତେ କୋଟି ଟଙ୍କା ଦେଲେ ମୋଦି ସରକାର ?

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଆଜି ସଂସଦରେ ସାଧାରଣ ବଜେଟ୍‍ ଆଗତ କରିଛନ୍ତି। ଏହି ବଜେଟରେ ଅନେକଗୁଡ଼ିଏ କ୍ଷେତ୍ର ପାଇଁ ବିଭିନ୍ନ ଯୋଜନାର ଘୋଷଣା କରାଯାଇଛି।…