Browsing Category
Top Stories
ନବ ଦାସଙ୍କ ଶେଷ କୃତ୍ୟ ସମ୍ପନ, ମୁଖାଗ୍ନି ଦେଲେ ପୁଅ ବିଶାଲ ଦାସ
ଝାରସୁଗୁଡ଼ା: ବିଦାୟ ନେଲେ ନବ ଦାସ। ଝାରସୁଗୁଡ଼ା ଖେରୁଆଲ୍ ଶ୍ମଶାନରେ ଶେଷ ହେଲା ନବଙ୍କ ଶେଷକୃତ୍ୟ। ପୁଅ ବିଶାଲ ଦାସ ପିତାଙ୍କ ମର ଶରିରରେ ମୁଖାଗ୍ନି ଦେଇଛନ୍ତି। ଶ୍ମଶାନରେ ନବ ଦାସଙ୍କ ବାପା ଏବଂ ପୁଅ ଉପସ୍ଥିତ…
ଆନ୍ତର୍ଜାତୀୟ କ୍ରିକେଟ୍କୁ ଅଲବିଦା କହିଲେ ମୁରଲୀ ବିଜୟ, ଭାରତୀୟ ଟିମ୍ରେ ମିଳୁ ନଥିଲା ସ୍ଥାନ
ଚେନ୍ନାଇ: ଭାରତୀୟ ଦଳର ଷ୍ଟାଇଲିସ୍ ଓପନିଂ ବ୍ୟାଟ୍ସମ୍ୟାନ୍ ମୁରଲୀ ବିଜୟ ଆନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ସୋମବାର ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ସେ ଏନେଇ ଘୋଷଣା କରିବା ସହିତ, ବିସିସିଆଇ,…
ହକି ବିଶ୍ୱକପ୍ରେ ପରାଜୟ ପରେ ଭାରତୀୟ ପୁରୁଷ ହକି ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଲେ ଗ୍ରାହାମ୍ ରିଡ୍, କହିଲେ
ନୂଆଦିଲ୍ଲୀ: ଗତକାଲି ତୃତୀୟ ଥର ପାଇଁ ହକି ବିଶ୍ଵକପ ଟାଇଟଲ ହାତେଇଛି। ଓଡ଼ିଶାରେ ଖେଳାଯାଇଥିବା ବିଶ୍ବକପ୍ରେ ୨୦୧୮ ଚାମ୍ପିଅନ୍ ବେଲଜିୟମ୍କୁ ସୁଟ୍ଆଉଟ୍ରେ ପରାସ୍ତ କରି ହକି ବିଶ୍ବ ହାତେଇଛି ଜର୍ମାନୀ । ଏହା ସହିତ…
‘ବରୀରୁ ନିଶ୍ଚିତ ଲଢିବି’, ଜାଣନ୍ତୁ ବିଜେଡି ଟିକେଟ୍ ନଦେଲେ କ’ଣ କରିବାକୁ କହିଲେ ଦେବାଶିଷ ନାୟକ
ଯାଜପୁର: ବିଜୁ ଜନତା ଦଳର ଗଡ଼ ଯାଜପୁର ବରୀ ନିର୍ବାଚନ ମଣ୍ଡଳିରେ ୨୦୨୪ ନିର୍ବାଚନ ପୂର୍ବରୁ ଦେଖା ଦେଇପାରେ ଦଳ ଅସନ୍ତୋଷ। ବରୀର ପୁର୍ବତ୍ତନ ବିଧାୟକ ଦେବାଶିଷ ନାୟକଙ୍କ ଏକ ବିୟାନକୁ ନେଇ ଏହି ଆକଳନ କରାଯାଉଛି। ଦେବାଶିଷ…
ମନ୍ତ୍ରୀ ନବଦାସଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, କହିଲେ ନବଙ୍କ ହତ୍ୟା ପାଇଁ…
ଭୁବନେଶ୍ୱର:ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗତ କାଲି ଦିନ ଦ୍ୱିପ୍ରହରରେ ଗୁଳିମାରି ହତ୍ୟା କରାଯାଇଛି । ତେବେ ହତ୍ୟା କାରୀ ଆଉ କେହି ନୁହେଁ ବରଂ ଜଣେ ପୋଲିସ ଏଆଇସି । ବର୍ତ୍ତମାନ ଏହି ଘଟଣାର ତଦନ୍ତ ପାଇଁ…
ସ୍ଲିପ୍ ଡିଭାଇସ୍ ରିକଲ୍ରେ କ୍ଷତି, ୬୦୦୦ କର୍ମଚାରୀ ଛଟେଇ କରିବ ଫିଲିପ୍ସ: ରିପୋର୍ଟ
ନୂଆଦିଲ୍ଲୀ: ବହୁରାଷ୍ଟ୍ରୀୟ କମ୍ପାନୀ ଫିଲିପ୍ସ ୬,୦୦୦ ଅଧିକ କର୍ମଚାରୀ ଛଟେଇ କରିବା ବୋଲି ସୋମବାର ଘୋଷଣା କରିଛି। କମ୍ପାନୀ କହିଛି ଯେ, 'ସ୍ଲିପ୍ ଡିଭାଇସ୍ ରିକଲ୍' ଉପକରଣର ପୁନଃପ୍ରତ୍ୟାବର୍ତ୍ତନ କମ୍ପାନୀର କ୍ଷତି…
ଜନତାଙ୍କ ଭଲ ପାଇବା ମୋ ଇର୍ଷାକୁ ମାରି ଦେଇଛି, ଏହି ଯାତ୍ରା ମତେ ବାସ୍ତବିକତା ଦେଖାଇଛି :ରାହୁଲ ଗାନ୍ଧୀ
ଶ୍ରୀନଗର:କଂଗ୍ରେସର ଭାରତ ଯୋଡୋ ଯାତ୍ରାର ଆଜି ଶ୍ରୀନଗର, ଜାମ୍ମୁ କାଶ୍ମୀରରେ ଶେଷ ହେବାକୁ ଯାଉଛି। ରାହୁଲଙ୍କ ନେତୃତ୍ୱରେ ସେପଟେମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରାର ଆଜି ହେଉଛି ଅନ୍ତିମ ଦିନ ।…
Video: ଆମର ବ୍ୟକ୍ତିଗତ ଘଟଣା ସବୁ ଠିକ ହୋଇଗଲା, ମୁଁ ବହୁତ ଖୁସି ଅଛି, ‘ମୋ ଶ୍ରେୟା ମୋ ପାଖକୁ ଫେରୁଛନ୍ତି’
କଟକ: ଲୋକପ୍ରିୟ ଗାୟକ ଏବଂ ପତ୍ନୀ ଶ୍ରେୟା ମିଶ୍ରଙ୍କ ପାରିବାରିକ ମାମାଲା ନୂଆ ମୋଡ଼ ନେଇଛି। ଆଜିି ଉଭୟ ପକ୍ଷ ଥାନାରେ ହାଜର ହୋଇଥିବା ବେଳେ ଦୁହିଁଙ୍କ ମନ ମିଶିଛି। ଆଉ ଆଗକୁ ମିଳିମିଶି ରହିବେ ବୋଲି କହିଛନ୍ତି, ଶ୍ରେୟା…
ବର୍ଷକରେ ରୁଟିର ଦାମ୍ ୫୦% ବୃଦ୍ଧି ଘଟିଛି, ଅଟାର ମୂଲ୍ୟ କମାଇବା ପାଇଁ ସରକାର ଆପଣେଇବେ ଏହି ପ୍ଲାନ!
ନୂଆଦିଲ୍ଲୀ: ସରକାର ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି। ଏହା ସତ୍ତ୍ୱେ ମୂଲ୍ୟ ହ୍ରାସ ନହେବାବେଳେ ମଇଦା ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ତଥାପି ଗହମର ମୂଲ୍ୟ ଆକାଶଛୁଆଁ ହୋଇ ରହିଛି। କେବଳ…
ନୀତିଶଙ୍କ ବଡ଼ ମନ୍ତବ୍ୟ: ମରିଯିବା ପସନ୍ଦ ମତେ କିନ୍ତୁ ମୁଁ ବିଜେପି ସହିତ ଯିବାକୁ ଚାହୁଁ ନାହିଁ
ନୂଆଦିଲ୍ଲୀ:ଶାସକ ଦଳ ଜେଡିୟୁରେ ରାଜନୈତିକ ଅସ୍ଥିରତା ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ମୃତ୍ୟୁ ପର୍ଯ୍ୟନ୍ତ ସେ ବିଜେପି ସହ ଯିବେ ନାହିଁ ବୋଲି ନୀତୀଶ କୁମାର କହିଛନ୍ତି।…