Browsing Category
Top Stories
ମଇଳା ପୋଷାକ ପିନ୍ଧିବା Dementiaର ହୋଇପାରେ ପ୍ରାରମ୍ଭିକ ଲକ୍ଷଣ! ଏହି ଦେଶର ରିସର୍ଚ୍ଚରୁ ଖୁଲାସା
ମେମୋରୀ ଲସ୍ ବା ସ୍ମୃତି ଶକ୍ତି ହରାଇବାକୁ ଅଲଜାଇମର ପ୍ରାରମ୍ଭିକ ଲକ୍ଷଣ ଭାବରେ ଗଣାଯାଏ । ତେବେ ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜିଂ (ଏନଆଇଏ) ଅଲଜାଇମର ରୋଗର ସାମାନ୍ୟ ଲକ୍ଷଣ ବିଷୟରେ ଜଣାଇଛି ।…
ଆସନ୍ତାକାଲି ମାଘ ସପ୍ତମୀ; ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
ଭୁବନେଶ୍ୱର: ପବିତ୍ର ମାଘ ସପ୍ତମୀ ଅବସରରେ ଆସନ୍ତାକାଲି କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ବୁଡ ପକାଇବେ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି…
ମୁମ୍ବାଇ BJP ପ୍ରଦେଶ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ: ମୁମ୍ବାଇ ବିଜେପି ପ୍ରଦେଶ ଅଧ୍ୟକ୍ଷ ଆଶିଷ ଶେଲାରଙ୍କୁ ହତ୍ୟା ଧମକ ମିଳିଛି । ଆଶିଷଙ୍କ ବାନ୍ଦ୍ରା ସ୍ଥିତ ଅଫିସକୁ ଏକ ଧମକଭରା ଚିଠି ଆସିଛି । ତେବେ ଶେଲାରଙ୍କୁ ଟୁକଡ଼େ ଟୁକଡ଼େ କରି ଦିଆଯିବ ବୋଲି ଅଭିଯୁକ୍ତ…
ଦୁନିଆର ସବୁଠାରୁ ଛୋଟ ଏହି ରେଳ ଷ୍ଟେସନର ନାଁ, ଯାହାକୁ ଶୁଣି ଯାତ୍ରୀମାନେ ମଧ୍ୟ ହୁଅନ୍ତି ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଭାରତରେ ପ୍ରାୟ ୮୦୦୦ ରେଳ ଷ୍ଟେସନ୍ ଅଛି, ଯେଉଁଥିରୁ ଛୋଟ ଷ୍ଟେସନର ନାମ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଏବଂ ବିଲାସପୁର ଡିଭିଜନରେ ରହିଛି । ରେଳ ଷ୍ଟେସନର ନାମ ଏତେ ଛୋଟ ଯେ ଆପଣ ମଧ୍ୟ ଏହାକୁ ଶୁଣି…
ଭାରତ ଯୋଡ଼ ଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ରାହୁଲଗାନ୍ଧୀ ଏବଂ ପୋଲିସ ମୁହାଁମୁହିଁ
ଶ୍ରୀନଗର: ସୁରକ୍ଷାକୁ ନେଇ କଂଗ୍ରେସ ଏବଂ ଜାମ୍ମୁ-କାଶ୍ମୀର ପୋଲିସ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ କହିଛନ୍ତି ଯେ, ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଭାରତ…
Reliance Jioର ୯୧ ଟଙ୍କିଆ ପ୍ଲାନ: ଡାଟା ସାଙ୍ଗକୁ ମିଳୁଛି କଲିଂ ଓ ଏସଏମଏସ୍ ବେନିଫିଟ୍
ନୂଆଦିଲ୍ଲୀ: ଦିନକୁ ଦିନ ଇଣ୍ଟରନେଟର ଚାହିଦା ବଢ଼ୁଥିବା ଥିବା ବେଳେ ଟେଲିକମ କମ୍ପାନୀମାନେ ମଧ୍ୟ ନୂଆ ନୂଆ ପ୍ଲାନ୍ ଆଣିବାରେ ବ୍ୟସ୍ତ । ତେବେ ଏହା ମଧ୍ୟରେ ଦେଶର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏକ ଶସ୍ତା…
IAS ଟିନା ଡାବିଙ୍କ UPSC ପରୀକ୍ଷାର ମାର୍କସିଟ୍ ଭାଇରାଲ: ଆପଣ ବି ଦେଖନ୍ତୁ ମାର୍କ
ନୂଆଦିଲ୍ଲୀ: ଦେଶର ସବୁଠାରୁ ଚର୍ଚ୍ଚିତ ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ଜଣେ ଟିନା ଡାବି ଆଜିକାଲି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଟିନା ଡାବି ୨୦୧୬ ବ୍ୟାଚ୍ ର ଆଇଏଏସ ଅଧିକାରୀ, ସେ ୨୦୧୫ ରେ ୟୁପିଏସସି ପରୀକ୍ଷାରେ ଟପ୍…
ହକି ବିଶ୍ୱକପ୍ ସେମି ମୁକାବିଲା: ଫାଇନାଲରେ ଜର୍ମାନୀ, ହାରିଲା ଅଷ୍ଟ୍ରେଲିଆ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ହକି ବିଶ୍ୱକପ ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଆଜି ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇ ଫାଇନାଲରେ ପହଞ୍ଚିଛି ଜର୍ମାନୀ । ଆଜି ଦ୍ୱିତୀୟ ସେମି…
କୁକୁରକୁ ଖାଇବା ଦେବା ପାଇଁ ଯାଇଥିଲେ, ହଠାତ କାର ଆସି ପହଁଚିଲା, ତା’ପରେ..
ଗାଜିଆବାଦ: ୟୁପିର ଗଜିଆବାଦରେ ଜଣେ ମହିଳା କୁକୁରକୁ ଖାଇବା ଦେବାକୁ ଯାଇ ଯୌନ ନିର୍ଯାତନାର ଶିକାର ହୋଇଥିବା କଥା ସାମ୍ନାକୁ ଆସିଛି । ମହିଳାଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ।…
ଜୀବନକୁ ରିସ୍କରେ ପକାଉଛନ୍ତି ସୂଚନାଦାତା, ଦିଆଯାଉ ଉପଯୁକ୍ତ ପାରିଶ୍ରମିକ: ହାଇକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ, ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚାଇବାରେ ସୂଚନାଦାତାଙ୍କୁ ଅନେକ ବିପଦପୂର୍ଣ୍ଣ ପଦକ୍ଷେପ ନେବାକୁ ପଡ଼ୁଛି । ଏଥିପାଇଁ…