Browsing Category

Top Stories

U-19 Women World Cup: ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଚଳିତ ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପରେ ଭାରତ ଗୌରବ ଅର୍ଜନ କରିଛି । ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ଟିମ୍ । ଇଣ୍ଟରନ୍ୟାସନାଲ କ୍ରିକେଟ ପରିଷଦ (ଆଇସିସି)…

ସିନ୍ଧୁ ଜଳ ରାଜିନାମା ସଂକ୍ରାନ୍ତରେ ଭାରତ ଏବଂ ପାକିସ୍ତାନକୁ ଏକ ନୋଟିସ୍ ଜାରି

ନୂଆଦିଲ୍ଲୀ: ସିନ୍ଧୁ ଜଳ ରାଜିନାମା ଲାଗୁ କରିବାରେ ମତ ପରିବର୍ତ୍ତନ ନାହିଁ ବୋଲି ଦାୟୀ ଭାବେ ଭାରତ ଏବଂ ପାକିସ୍ତାନକୁ ଏକ ନୋଟିସ୍ ଜାରି କରାଯାଇଛି । ସୂଚନା ଅନୁସାରେ, ନଅ ବର୍ଷ ଆଲୋଚନା ପରେ ୧୯୬୦ ମସିହା ସେପ୍ଟେମ୍ବର…

କ୍ୟାପଟେନ୍ ଅମରିନ୍ଦର ସିଂ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ ହେବେ । ବହୁ ଦିନ ଧରି ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଚାଲିଥିବା ବେଳେ ଆଜି ଏହା ନିଶ୍ଚିତ ହୋଇଛି ।…

ଖୁସି ଖବର, ରାଜସ୍ଥାନ ପରେ ଏହି ରାଜ୍ୟରେ ୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର

ଗୋଆ : ରାଜସ୍ଥାନ ପରେ ବର୍ତ୍ତମାନ ଗୋଆରେ ୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର । ନିକଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିପିଏଲ କାର୍ଡଧାରୀମାନଙ୍କୁ ୫୦୦ ଟଙ୍କା ରେ ଏଲପିଜି ଗ୍ୟାସ ସିଲିଣ୍ଡର ଯୋଗାଇବା…

ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତେବେ କିଏ ଜିତିବ? ଆସନ୍ତୁ ଜାଣିବା ମୋଦୀଙ୍କ ପ୍ଲାନ ବିଷୟରେ..

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସମସ୍ତ ରାଜନୈତିକ ଦଳ ନିଜନିଜ ଭିତରେ ପ୍ରସ୍ତୁତି ଚଳାଇଛନ୍ତି । ଭାରତୀୟ ଜନତା ପାର୍ଟୀ ପୁର୍ନବାର ବହୁମତ ସହ ନିର୍ବାଚନ ଜିତିବ ବୋଲି ଦାବି କରିଆସିବା ସହ କଂଗ୍ରେସ ଭାରତ…

ପୋଷ୍ଟ ଅଫିସରେ ବାହାରିଲା ୪୦,୮୮୯ଟି ପଦବୀ: ଆଜିଠାରୁ ଆବେଦନ ଆରମ୍ଭ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର । ଭାରତୀୟ ପୋଷ୍ଟ ପକ୍ଷରୁ ୪୦,୮୮୯ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଗ୍ରାମୀଣ ଡାକ ସେବକ (ଜିଡିଏସ), ବ୍ରାଞ୍ଚ ପୋଷ୍ଟ ମାଷ୍ଟର (ବିପିଏମ) ଓ…

ଦେଶ ଶୁଣିଲା ଓଡିଆ ଝିଅଙ୍କ ସ୍ୱର, ୧୮ଟି ସେଲିବ୍ରିଟିଙ୍କ ସହ ଗୀତ ବୋଲିଲେ ଦୀପ୍ତି

ଭୁବନେଶ୍ୱର: ଓଡ଼ିଶାର ଜଣେ ଜଣାଶୁଣା ଗାୟିକା ଭାବେ ଦୀପ୍ତିରେଖା ପରିଚିତ । ବର୍ତ୍ତମାନ ସେ ଜାତୀୟ ସ୍ତରରେ ଭୋଟରଙ୍କ ପାଇଁ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି । ଦୀପ୍ତିଙ୍କ ସ୍ୱର ଏବେ କେବଳ ଓଡ଼ିଶା ନୁହେଁ ସାରା ଦେଶ…

ଆଘାତ ଓ ମୃତ୍ୟୁ ମଧ୍ୟରେ ସମୟ ଅତିବାହିତ ହେବା ଦ୍ୱାରା ଅଭିଯୁକ୍ତର ଦାୟିତ୍ୱ କମିନଥାଏ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯଦି କୌଣସି ବ୍ୟକ୍ତିର ଆଘାତ ଯୋଗୁଁ ଦୀର୍ଘ ସମୟ ପରେ ପୀଡିତଙ୍କ ମୃତ୍ୟୁ ହୁଏ, ତେବେ ଏହି ହତ୍ୟା ମାମଲାରେ ଅଭିଯୁକ୍ତର ଦାୟିତ୍ୱ କମିଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଜଷ୍ଟିସ୍ କୃଷ୍ଣ ମୁରାରୀ…

SBI Alert! ବଜେଟର ୨ ଦିନ ପୂର୍ବରୁ ହେବ ବ୍ୟାଙ୍କ ଧର୍ମଘଟ, ତୁରନ୍ତ କାମ ସାରିବା ପାଇଁ ଗ୍ରାହକଙ୍କୁ ଆଲର୍ଟ କଲା ଏସବିଆଇ

ନୂଆଦିଲ୍ଲୀ: ଫେବୃଆରୀ ୧ ରେ ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ବ୍ୟାଙ୍କଗୁଡିକ ଲଗାତାର ଦୁଇ ଦିନ ବନ୍ଦ ହେବାକୁ ଯାଉଛି । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ…

ସାଧାରଣତନ୍ତ୍ର ଦିବସ ଅବସରରେ ମହାରାଷ୍ଟ୍ର ଜେଲ୍‌ରୁ ମୁକ୍ତ ହେଲେ ୧୮୯ ଜଣ କଏଦୀ

ମୁମ୍ବାଇ: ସାଧାରଣତନ୍ତ୍ର ଦିବସ ଅବସରରେ ମହାରାଷ୍ଟ୍ରର ବିଭିନ୍ନ କାରଗାରରୁ କଏଦୀମାନଙ୍କୁ ମୁକ୍ତ କରାଯାଇଛି। ୧୮୯ ଜଣ କଏଦୀଙ୍କୁ ସ୍ୱତନ୍ତ୍ର କ୍ଷମା ଦେବା ପାଇଁ ରାଜ୍ୟ ସରକାର ଆଦେଶ ଜାରି କରିଥିଲେ। ସୂଚନା ଅନୁସାରେ…