Browsing Category

Top Stories

ମାତ୍ର ୩୯୮ ଟଙ୍କାରେ ମିଳୁଛି ଅନଲିମିଟେଡ୍ ଡାଟା! ସବୁ ନେଟୱାର୍କକୁ କଲିଂ ମଧ୍ୟ ମାଗଣା

ନୂଆଦିଲ୍ଲୀ: ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ସମସ୍ତ ଗ୍ରାହକ ଶସ୍ତା ପ୍ଲାନକୁ ଚାହିଁ ବସିଥାନ୍ତି । କମ୍ପାନୀମାନେ ମଧ୍ୟର ନିଜ ନିଜର ବ୍ୟବସାୟିକ ଫାଇଦା ପାଇଁ ନୂଆ ନୂଆ ଅଫର୍ ଆଣିଥାନ୍ତି । ତେବେ ଏହା ମଧ୍ୟରେ ଏକ ଭଲ…

ପିପିଏଫରେ ବିନିଯୋଗ କରୁ ନଥିବା ବ୍ୟକ୍ତି ଏହି ଫାଇଦାରୁ ବଞ୍ଚିତ ହେଉଛନ୍ତି, ଜାଣନ୍ତୁ ଏହି ଅପଡେଟ୍

ନୂଆଦିଲ୍ଲୀ : ଲୋକଙ୍କ ସୁବିଧା ପାଇଁ ସରକାର ଅନେକ ପ୍ରକାର ଯୋଜନା ବାହାର କରୁଛନ୍ତି। ଏହି ଯୋଜନା ମାଧ୍ୟମରେ ଲୋକମାନଙ୍କୁ ଅନେକ ଲାଭ ମଧ୍ୟ ଯୋଗାଇବା ପାଇଁ ପ୍ରୟାସ କରାଯାଉଛି । ଏଥି ସହିତ, ଏକ ପିପିଏଫ୍ (ପବ୍ଲିକ୍…

ଘର ଭିତରୁ ଆସୁଥିଲା ଦୁର୍ଗନ୍ଧ, କବାଟ ଖୋଲି ଦେଖିଲା ପରେ…

ଉତ୍ତର ପ୍ରଦେଶ: ଦେଶରେ ତଥା ରାଜ୍ୟରେ ଅପରାଧ ତଥା ସୁଇସାଇଡ୍ ମାମଲା ପ୍ରତିଦିନ ଦେଖିବାକୁ ମିଳୁଛି । ସେହିପରି ଆଜି ଉତ୍ତର ପ୍ରଦେଶର ଔରେୟା ଅଞ୍ଚଳରେ ଏକ ଘରୁ ଦୁର୍ଗନ୍ଧ ଆସୁଥିଲା । ସେଥିପାଇଁ ଆଖପାଖ ଲୋକ ପୋଲିସକୁ ଖବର…

ଗଣତନ୍ତ୍ର ଦିବସରେ ୯୦୧ ଜଣ ପୋଲିସ କର୍ମଚାରୀ ପାଇବେ ପୋଲିସ ମେଡାଲ; ଓଡିଶାକୁ ମିଳିବ ରାଷ୍ଟ୍ରପତି ପୋଲିସ ମେଡାଲ୍

ନୂଆଦିଲ୍ଲୀ: ଆସନ୍ତାକାଲି ସମଗ୍ର ଦେଶ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ । ଫଳରେ ଏହାକୁ ନେଇ ସମସ୍ତ ସ୍ତରରେ ପ୍ରସ୍ତୁତି ସରିଛି । ତେବେ ଏହା ଅବସରରେ ଯବାନମାନଙ୍କ ଠାରୁ ଆରମ୍ଭ କରି ପୋଲିସ କର୍ମଚରୀ ପର୍ଯ୍ୟନ୍ତ…

ଲଖୀମପୁର ହିଂସାକାଣ୍ଡ: ଅଭିଯୁକ୍ତ ଆଶୀଷ ମିଶ୍ରାଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଉତ୍ତରପ୍ରଦେଶର ଲଖୀମପୁର ଖେରୀ ହିଂସାକାଣ୍ଡ ମାମଲାରେ ଆସିଛି ନୂଆ ଅପଡେଟ୍ । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ କୁମାର…

ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନ ପରମାଣୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲା: ଭାରତ ଏହି ସୂଚନା ଦେଇଥିବା ଦାବି କଲେ ମାଇକ…

ନୂଆଦିଲ୍ଲୀ: ଗତ ୨୦୧୯ର ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନ ଭାରତ ଉପରେ ପରମାଣୁ ଆକ୍ରମଣ କରିବାକୁ ଯୋଜନା କରୁଥିଲା । ସେଥିପାଇଁ ଭାରତ ମଧ୍ୟ ନିଜର ଦାୟିତ୍ୱ ନେଇ ପ୍ରସ୍ତୁତ ହେଉଥିଲା । ଭାରତର ତତ୍କାଳୀନ…

ରିଲିଜ ହେଲା କିଙ୍ଗ ଖାନଙ୍କ ଫିଲ୍ମ ପଠାନ; ଦେଶର ୫୨୦୦ ବକ୍ସ ଅଫିସରେ ଜଲୱା ଦେଖାଇବ ଦୀପିକା ଏବଂ ଶାହାରୁଖଙ୍କ ଯୋଡି

ମୁମ୍ବାଇ: ବହୁ ପ୍ରତିକ୍ଷାର ଅନ୍ତ ପରେ ଆଜି ଦେଶର ବିଭିନ୍ନ ପ୍ରେକ୍ଷାଳୟରେ ଫିଲ୍ମ ‘ପଠାନ୍’ ମୁକ୍ତି ଲାଭ କିରିଛି । ଯାହାକୁ ଦେଖିବା ଆଜି ଦେଖିବା ପାଇଁ ସିନେମାଘରେ ହଜାର ହଜାର ଦର୍ଶକଙ୍କ ଭିଡ ଜମିଛି । ତେବେ ଦୀପିକା…

ଓଡ଼ିଆ ଭାଷାରେ ଛାତ୍ରଛାତ୍ରୀ ପଢ଼ିବେ ଯୁକ୍ତଦୁଇ ବିଜ୍ଞାନ: ଆସନ୍ତା ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଯୁକ୍ତଦୁଇର ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ପଢ଼ିବେ ବିଜ୍ଞାନ ପାଠ । ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆରେ ଯୁକ୍ତଦୁଇ ବିଜ୍ଞାନର ବିଭିନ୍ନ ବହି ଉପଲବ୍ଧ ହେବ । ଏହାଫଳରେ ପିଲାମାନେ…

କ୍ରୁଡରେ ହ୍ରାସ ଯୋଗୁଁ ଅନେକ ସହରରେ ବଦଳିଲା ପେଟ୍ରୋଲ ଓ ଡିଜେଲ ଦର; ଜାଣନ୍ତୁ ଆପଣଙ୍କ ସହରର ନୂତନ ରେଟ୍

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟରେ ହ୍ରାସର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖାଯାଉଛି । ଅତୀତରେ ବ୍ୟାରେଲ ପିଛା ୧୦୦ ଡଲାର ସ୍ତରରେ ପହଞ୍ଚିଥିବା ଅଶୋଧିତ ତୈଳ ବର୍ତ୍ତମାନ ୮୦ ଡଲାର ପାଖାପାଖି ରହିଛି ।…

ବଡ଼ ଦୁଃଖ ଖବର: ଦିବଙ୍ଗତ ଅଭିନେତା ମିହିର ଦାସଙ୍କ ସାନପୁଅଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଦିବଙ୍ଗତ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଥିଲା । ତେବେ ଏହା ମଧ୍ୟରେ ମିହିରଙ୍କ ପରିବାରକୁ ପୁଣି ମାଡ଼ି ଆସିଛି ଆଉ ଏକ ବଡ଼ ଦୁଃଖ ଖବର । ମିହିରଙ୍କ ସାନ ପୁଅ ଅକ୍ଲାନ୍ତଙ୍କ…