Browsing Category

Top Stories

ଖାଇବା ସମୟରେ ମୋବାଇଲ୍ ବ୍ୟବହାର କରୁଥିଲେ ସାବଧାନ! ହୋଇପାରେ ଏହି ସାଂଘାତିକ…

ନୂଆଦିଲ୍ଲୀ: ଆଜିକାଲିର ଜୀବନଶୈଳୀରେ ଖାଇବା ସମୟରେ ଫୋନ୍ ବ୍ୟବହାର କରିବା ଏକ ସାଧାରଣ କଥା ହୋଇଗଲାଣି । ଅନେକ ଲୋକ ଏହା ବୁଝିପାରୁ ନାହାଁନ୍ତି କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ହୋଇପାରେ ।…

ମାଟି ଖୋଳିବା ସମୟରେ ଭୁଶୁଡ଼ିଲା ୪-୫ ବିଲ୍ଡିଂ, ଅନେକ ଲୋକେ ଦବିଯିବାର ସମ୍ଭାବନା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମଥୁରାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ମାଟି ଖୋଳିବା ସମୟରେ ଅଚାନକ ମାଟି ଭୁଶୁଡ଼ି, ଗୋଟିଏ ପରେ ଗୋଟିଏ ୪ରୁ ୬ ଘର ଭୁଶୁଡ଼ିଯାଇଛି। ଆବର୍ଜନା ତଳେ ୧୨ରୁ ୧୫ ମଜୁରିଆ ଦବି ଯିବାର ଆଶଙ୍କା…

“କେବେ ମୁଁ ଫ୍ଲାଇଟ୍‌ରେ ବସିପାରିବିନି”, ପ୍ଲେନ୍ କ୍ରାଶ ସମୟରେ ଭିଡିଓ କରୁଥିବା ବାଳକ ବଖାଣିଲେ ଦୁର୍ଘଟଣାର ଲାଇଭ୍ ଦୃଶ୍ୟ

ନୂଆଦିଲ୍ଲୀ: ଗୁଜରାଟର ଅହମଦାବାଦରେ ଗୁରୁବାର ୧୨ ଜୁନରେ ବିମାନ ଦୁର୍ଘଟଣାର ଏକ ଭିଡିଓ ସମସ୍ତେ ଦେଖିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଏହା ନିମ୍ନଗାମୀ ହୋଇ ସମ୍ପୂର୍ଣ୍ଣ ଜଳିଯାଉଛି। କିନ୍ତୁ ଏହି…

ଜୀବନରେ ବାରମ୍ବାର ଅସଫଳ ହେଉଛନ୍ତି କି, କୁକୁରର ଏହି ଅଭ୍ୟାସ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ କରିବ ସଫଳ

ଓଡ଼ିଶା ଭାସ୍କର: ପଶୁ-ପକ୍ଷୀଙ୍କ କିଛି ଅଭ୍ୟାସରେ ଆମକୁ ବହୁତ କିଛି ଶିଖିବାକୁ ମିଳିଥାଏ। ଏମିତି କିଛି କୁକୁରର ଅଭ୍ୟାସ ଆପଣେଇ ଆପଣ ଜୀବନରେ ସଫଳତା ପାଇପାରିବେ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଖରାପ ସମୟରେ…

ଦିନିକିଆ ସିରିଜ ଘୋଷଣା କଲା BCCI, ମୈଦାନକୁ ଓହ୍ଲାଇବେ ବିରାଟ୍-ରୋହିତ୍ ଯୋଡ଼ି

ନୂଆଦିଲ୍ଲୀ: 2026 ରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା 3 ଟି ଦିନିକିଆ ଏବଂ 5 ଟି ଟି-20 ମ୍ୟାଚର କ୍ରୀଡାସୂଚୀ ଜାରି କଲା BCCI । ଏହି ସିରିଜ୍ ଜାନୁଆରୀ 11 ରୁ ଜାନୁଆରୀ 31 ପର୍ଯ୍ୟନ୍ତ 8 ଟି ସହରରେ…

ପ୍ଲେନ କ୍ରାଶରେ ୩୩ ମୃତକଙ୍କୁ ମିଳିବ କି ମୃତ ଯାତ୍ରୀଙ୍କ ଭଳି ସହାୟତା ରାଶି, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରାଯାଇଛି। ଟାଟା ଗ୍ରୁପ୍ ଏହି ଘୋଷଣା କରିଛି ଏବଂ ଏବେ ଏୟାର…

ତିରୁବନନ୍ତପୁରମରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କଲା ବ୍ରିଟିଶ F-35 ଯୁଦ୍ଧ ବିମାନ : କୁହାଯାଉଛି ଏହି କାରଣ

ତିରୁବନନ୍ତପୁରମ: ବ୍ରିଟିଶ ନୌସେନାର ଏକ F-35 ଲଢ଼ୁଆ ବିମାନ ଶନିବାର ରାତିରେ ଇନ୍ଧନର ଅଭାବ ଯୋଗୁଁ କେରଳର ତିରୁବନନ୍ତପୁରମ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ଏହି ଅତ୍ୟାଧୁନିକ ଷ୍ଟିଲଥ୍ ଯୁଦ୍ଧ…

ଡ୍ୟୁଟିରେ ଥିବାବେଳେ ନିଜ ସହକର୍ମୀଙ୍କୁ ହତ୍ୟା କଲେ ଯବାନ, ରାଇଫଲରୁ କଲେ ୧୩ ରାଉଣ୍ଡ ଫାୟରିଙ୍ଗ

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗର ମୁର୍ଶୀଦାବାଦ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବିଏସଏଫର ଯବାନ ନିଜ ସହକର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବିଏସଏଫ ଯବାନ ନିଜ ସହକର୍ମୀ ରତନ…

ଅହମଦାବାଦ ବିମାନ ଦୁର୍ଘଟଣା: ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ କଲା DNA ମ୍ୟାଚ୍

ନୂଆଦିଲ୍ଲୀ: ବିଜୟ ରୂପାନୀଙ୍କ DNA ମ୍ୟାଚ୍ । ପରିବାରକୁ ଡିଏନଏ ମ୍ୟାଚ୍ ନେଇ ଦିଆଗଲା ସୂଚନା । ଅହମଦାବାଦ ବିମାନ ଦୁର୍ଘଟଣାରେ ହୋଇଥିଲେ ମୃତ୍ୟୁ । ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବିଜୟ ରୂପାନୀ ।…

କେବଳ ତମାଖୁ ନୁହେଁ, ଏହି କାରଣରୁ ମଧ୍ୟ ମୁହଁରେ ଘର କରୁଛି କର୍କଟ: ଜାଣନ୍ତୁ ଲକ୍ଷଣ ଓ ବର୍ତ୍ତିବାର ଉପାୟ

ନୂଆଦିଲ୍ଲୀ: ଭାରତରେ ମୁଖ କର୍କଟ (ଓରାଲ କ୍ୟାନ୍ସର) ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ଏକ ଦଶନ୍ଧି ମଧ୍ୟରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟାରେ ନାମମାତ୍ର ବୃଦ୍ଧି ଦେଖାଯାଇଛି। ଏହାର ମୁଖ୍ୟ…