Browsing Category
Top Stories
Ahmedabad Plane Crash: ଦୁର୍ଘଟଣା ସମ୍ପର୍କରେ ଆଗୁଆ ଜାଣିଥିଲେ ପାଇଲଟ୍, କରିଥିଲେ Mayday Call
ଗାନ୍ଧିନଗର: ଗୁଜୁରାଟ ସର୍ଦ୍ଦାର ବହ୍ଲବଭାଇ ଇଣ୍ଟରନ୍ୟାଶନାଲ ବିମାନ ବନ୍ଦରରେ ବିମାନ ଦୁର୍ଘଟଣା ପୂର୍ବରୁ ପାଇଲଟ ଜାଣିପାରିଥିଲେ ।
କାରଣ ଦୁର୍ଘଟଣାର ମାତ୍ର କିଛି ସମୟ ପୂର୍ବରୁ ବିମାନର ପାଇଲଟ୍ Mayday Call…
(Video) ସାମ୍ନାକୁ ଆସିଲା ଅହମ୍ମଦାବାଦର ବିମାନ ଦୁର୍ଘଟଣାର ଫୁଟେଜ, ଦେଖିଲେ ଟାଙ୍କୁରୀ ଉଠୁଛି ଲୋମ
ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହାରି ଭିତରେ ବିମାନ ଦୁର୍ଘଟଣାର ପ୍ରଥମ ଭିଡିଓ…
ସେଦିନ ଥିଲା ଜୁନ୍ 12, 2024…ହଟିଥିଲେ 25 ବର୍ଷର ସରକାର, ଆଉ ଆସିଥିଲେ ମୋହନ ସରକାର
ଭୁବନେଶ୍ବର: ସେଦିନ ଥିଲା ଜୁନ୍ 12, 2024 । 25 ବର୍ଷର ଇତିହାସରେ ସେଦିନ ପଡ଼ିଥିଲା ଯବନିକା । ଆଉ ରାଜ୍ୟ ଦେଖିଥିଲା ତାର ନୂଆ ମୁଖ୍ୟମନ୍ତ୍ରୀଙ୍କୁ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ । ଗୋଟିଏ…
Ahmedabad Plane Crash: ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ
ଗାନ୍ଧୀନଗର: ଗୁଜୁରାଟ ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରେ ସବାର ଥିଲେ ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ। ଏ ନେଇ ବଡ଼ ସୂଚନା ପ୍ରକାଶ ପାଇଛି ।
ସେ ପରିବର ସହ ଥିଲେ କିମ୍ବା ଏକୁଟିଆ…
ରାଜାଙ୍କ ହତ୍ୟାର ୧ ଘଣ୍ଟା ପରେ ସ୍ୱାମୀଙ୍କ ଆଇଡିରୁ ପୋଷ୍ଟ କରିଥିଲେ ସୋନମ, ପରେ ଘାଟି ତଳକୁ ଫିଙ୍ଗି ଦେଇଥିଲେ
ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାରେ ଏକ ଅପଡେଟ୍ ସାମ୍ନାକୁ ଆସିଛି। ରାଜାଙ୍କ ହତ୍ୟାର ଏକ ଘଣ୍ଟା ପରେ ସ୍ତ୍ରୀ ସୋନମ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟବହାର କରିଥିଲେ।
ସୋନମ ପୋଲିସଙ୍କୁ ଚକମା ଦେବାକୁ ଏକ…
ମିଡ୍ ନାଇଟରେ ମୁକ୍ତିଲାଭ କଲା ବାବୁସାନଙ୍କ ଫିଲ୍ମ ‘ବୋଉ ବୁଟୁ ଭୂତ’, ଜମିଲା ଦର୍ଶକଙ୍କ ଭିଡ଼
ଭୁବନେଶ୍ବର: ମିଡ୍ ନାଇଟରେ ମୁକ୍ତିଲାଭ କଲା ବାବୁସାନଙ୍କ ଫିଲ୍ମ 'ବୋଉ ବୁଟୁ ଭୂତ' । ଓଡ଼ିଶା ଇତିହାସରେ ପ୍ରଥମ ଥର ମିଡ ନାଇଟ ଶୋ’ ରେ ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ 'ବୋଉ ବୁଟୁ ଭୁତ'। ଦର୍ଶକଙ୍କ ଉତ୍କଣ୍ଠାକୁ ଆଖିରେ…
୩ ନାବାଳିକାଙ୍କୁ ଦୁଷ୍କର୍ମ, Birthday Party ପାଇଁ ହୋଟେଲକୁ ଡାକିଥିଲେ ସାଙ୍ଗମାନେ
ନୂଆଦିଲ୍ଲୀ: ଗୋଆରେ 3 ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ତିନି ଜଣ ଝିଅଙ୍କୁ ସେମାନଙ୍କ ବନ୍ଧୁମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯେଉଁମାନେ ଏହି 3 ଜଣ ନାବାଳିକାଙ୍କୁ ଏକ ହୋଟେଲରେ ଜନ୍ମଦିନ…
OpenAI ଲଞ୍ଚ କଲା ନୂଆ AI ମଡେଲ o3-pro; କଣ ଏଥିରେ ଖାସ୍ ?
ନୂଆଦିଲ୍ଲୀ: OpenAI ଲଞ୍ଚ କଲା ଏହାର ଅତ୍ୟାଧୁନିକ ଏଆଇ ମଡେଲ o3-pro । ଆମେରିକାର ଏଆଇ ରିସର୍ଚ୍ଚ କମ୍ପାନୀ ଓପନ ଏଆଇ (OpenAI) ଆନୁଷ୍ଠାନିକ ଭାବରେ ଲଞ୍ଚ କରିଛି o3-pro । ଏହା ଏକ ନୂତନ କୃତ୍ରିମ ବୁଦ୍ଧିମତ୍ତା…
ପୁଣି ରାଜା ରଘୁବଂଶୀ ଭଳି ମାମଲା, ବିବାହର ୩ ସପ୍ତାହ ପରେ ସ୍ୱାମୀକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ
ମୁମ୍ବାଇ: ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର କୁପୱାଡରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ୨୩ ମେ'ରେ ସତାରାର ବାସିନ୍ଦା ରାଧିକା ଲୋଖଣ୍ଡେ ଅନିଲ ଲୋଖଣ୍ଡେଙ୍କୁ ବିବାହ କରିଥିଲେ, କିନ୍ତୁ ବିବାହର ମାତ୍ର ତିନି…
ଗୁରୁବାର ପଢନ୍ତୁ ଲକ୍ଷ୍ମୀ ପୁରାଣ, କେବେ ରହିବନି ଧନର ଅଭାବ
ଓଡ଼ିଶା ଭାସ୍କର: ଓଡ଼ିଆରେ ଲକ୍ଷ୍ମୀ ପୂରାଣ ବଳରାମ ଦାସ ଲେଖିଥିଲେ। ଗୁରୁବାର ଦିନ ମାଆ ଲକ୍ଷ୍ମୀଙ୍କୁ ଆମ ହିନ୍ଦୁ ଶାସ୍ତ୍ରରେ ପୂଜା କରାଯାଇଥାଏ। ତେବେ ମର୍ଗଶୀର ମାସ ଗୁରୁବାର ଏବଂ ମାଘ ମାସରେ ବସୁଥିବା ମାଣବସାରେ ଏହି…