Browsing Category

Top Stories

ଭରତପୁରରୁ ମିଳିଲା ମୁଣ୍ଡବିହୀନ ଗାଈଙ୍କ ଶବ: ଚାଲିଛି କି ବଡ ଷଡଯନ୍ତ୍ର?

ରାଜସ୍ଥାନ: ରାଜସ୍ଥାନ ଭରତପୁରର ପାହାଡି ଥାନା ଅଞ୍ଚଳରେ ୭ଟି ଗାଈଙ୍କ ଶବ ଉଦ୍ଧାର କରାଯାଇଛି । ନାଗଲ କ୍ରେଶର ଜୋନ ନିକଟ ଏକ ଶୂନଶାନ ସ୍ଥାନରେ ୭ଟି ଗାଈର ମୁଣ୍ଡ ନଥିବା ଶବ ମିଳିଛି । ଗାଈମାନଙ୍କ ମୃତଦେହ ଦେଖିବା ପରେ…

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ JMM

ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) । ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଭାବରେ…

ଅସଂସଦୀୟ ଶବ୍ଦ ହଟାଯିବା ପ୍ରସଙ୍ଗ, ବିବୃତ୍ତି ରଖିଲେ ବାଚସ୍ପତି ଓମ୍ ବିରଲା

ନୂଆଦିଲ୍ଲୀ: ଅସଂସଦୀୟ ଶବ୍ଦକୁ ନେଇ ବିରୋଧୀଙ୍କ ହଙ୍ଗାମା ପରେ ଲାକସଭା ବାଚସ୍ପତି ଓମ୍ ବିରଲା ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ କୌଣସି ଶବ୍ଦ ଉପରେ ବ୍ୟାନ ଲଗାଯାଇନାହିଁ ଏବଂ ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ମଧ୍ୟ…

କଲେଜରେ ଦିଆଯିବ କରୋନା ଟିକା: ସୂଚନା ଦେଲେ ମୁଖ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ଏକ ବଡ ନିଷ୍ପତ୍ତି । କରୋନା ବିପକ୍ଷରେ ଟିକାକରଣକୁ ଆହୁରି ଶକ୍ତିଶାଳୀ ଏବଂ ଜୋରଦାର କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏଣିକି ମେଡିକାଲ…

ଡେନମାର୍କର କମ୍ପାନୀ କିଣିଲା Infosys: ୮୭୫ କୋଟି ଟଙ୍କା ଡିଲ ପରେ କ’ଣ ରହିଛି ସେୟାର ହାଲଚାଲ?

ନୂଆଦିଲ୍ଲୀ: ୧୧ କୋଟି ୟୁରୋ ବା ୮୭୫ କୋଟି ଟଙ୍କା ବିନିମୟରେ ଡେନମାର୍କର କମ୍ପାନୀ ବେସ ଲାଇଫ ସାଇନ୍ସକୁ ଅଧିଗ୍ରହଣ କରିଛି ଦେଶର ଆଇଟି ଫର୍ମ ଇନଫୋସିସ । ନଗଦ କ୍ୟାସ ସହିତ ଏହି ଅଧିଗ୍ରହଣ କରାଯିବା ନେଇ ଇନଫୋସିସ ତରଫରୁ…

ଗିରଫ ହେଲେ ଲୋକପ୍ରିୟ ସିଙ୍ଗର ଦଲେର ମେହେନ୍ଦୀ: ଏହି ସଙ୍ଗୀନ ଅଭିଯୋଗରେ ଫସିଲେ ଗାୟକ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ସିଙ୍ଗର ଦଲେର ମେହେନ୍ଦୀଙ୍କୁ ଗିରଫ କରିଛି ପୋଲିସ । ପଟିୟାଲା କୋର୍ଟରେ ତାଙ୍କୁ ୨ ବର୍ଷର କାରାଦଣ୍ଡ ନିର୍ଦ୍ଦେଶ ଦିଆଯାଇଛି । ତେବେ ୨୦୦୩ ମସିହାର ଏକ ମାମଲାରେ ଫସି ଜେଲ ଯାଇଛନ୍ତି ଦଲେର…

୨୦୪୭ ସୁଦ୍ଧା ଭାରତ ହେବ ଇସଲାମିକ୍ ରାଷ୍ଟ୍ର! ବିରାଟ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କଲା ପୋଲିସ୍

ପାଟନା: ବିହାର ପୋଲିସ ପାଟନା ଜିଲ୍ଲାରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି । ଉଭୟ ଆତଙ୍କବାଦୀ ଦେଶ ବିରୋଧୀ ଗତିବିଧିରେ ସାମିଲ ଥିଲେ ଏବଂ ଏକ ସମୁଦାୟ ବିଶେଷ ଲୋକଙ୍କୁ ଆତଙ୍କୀ ପ୍ରଶିକ୍ଷଣ ଦେଉଥିଲେ । ସେମାନଙ୍କ ପାଖରୁ…

ଡ୍ରଗ ଡିଲିଂ କରୁଛନ୍ତି ଜାହ୍ନବୀ କପୁର! ମା’ଙ୍କ ଚିକିତ୍ସା ପାଇଁ ସ୍ମଗଲିଙ୍ଗ କେସରେ ଶ୍ରୀଦେବୀ ତନୟା

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଶ୍ରୀଦେବୀଙ୍କ ସୁପୁତ୍ରୀ ଜାହ୍ନବୀ କପୁର ଏବେ ଡ୍ରଗ ଡିଲ କରୁଥିବାର ଦେଖିବାକୁ ମିଳିଛନ୍ତି । ମାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କ ଚିକିତ୍ସା ପାଇଁ ଏପରି ଏକ ନିଷ୍ପତ୍ତି…

ଡରାଇଲାଣି ମଙ୍କିପକ୍ସ ଭାଇରସ: ଦେଶବାସୀଙ୍କ ପାଇଁ ସତର୍କତା ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ମହାମାରୀର ଭୟଙ୍କର ପରିସ୍ଥିତି ମଧ୍ୟରେ ଏବେ ଚିନ୍ତା ବଢାଉଛି ମଙ୍କିପକ୍ସର ବର୍ଦ୍ଧିତ ସଂକ୍ରମଣ ହାର । ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି । ତେଣୁ ଏହାକୁ ନେଇ ସମସ୍ତ…

ଅବୈଧ କାର୍ଯ୍ୟ ପାଇଁ ଗିରଫ ହେଲେ NSE ର ପୂର୍ବ CEO ଚିତ୍ରା ରାମାକୃଷ୍ଣା

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁବାର ନାସନାଲ ଷ୍ଟକ୍ ଏକ୍ସଚେଞ୍ଜର ପୂର୍ବତନ ସିଇଓ ଚିତ୍ରା ରାମାକୃଷ୍ଣାଙ୍କୁ ଗିରଫ କରିଛି । କୋର୍ଟ ଇଡିକୁ ଚାରିଦିନର ରିମାଣ୍ଡ ପାଇଁ ମଧ୍ୟ ଅନୁମତି ଦେଇଛି । ଏହା…