Browsing Category
Top Stories
ମହାରାଷ୍ଟ୍ରରେ ସରକାର ଗଠନ କରିଦେଲ, କିନ୍ତୁ ଲୋକଙ୍କର ହୃଦୟ କେବେ ବି ଜିତି ପାରିବନି: ମମତା
ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଶେଷରେ ମହାରାଷ୍ଟ୍ରରେ ଗଠନ ହୋଇଛି ନୂଆ ସରକାର । ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କାରେ ୪ ମୃତ
ନୂଆପଡ଼ା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜଣକ ପ୍ରାଣ । ଜଣେ ଏବେବି ଗୁରୁତର । ସୋମବାର ନୂଆପଡ଼ା କୋମନା ବ୍ଲକ୍ କ୍ରିଷ୍ଣା ଛକ ନିକଟରେ ଗୋଟିଏ ବାଇକରେ ୫ ଜଣ ଯାଉଥିବା ସମୟରେ ଏକ ଟ୍ରକ୍ ଧକ୍ମା ଦେଇଥିଲା । ଫଳରେ…
ଟ୍ରାଫିକର କେଉଁ ନିୟମ ଭାଙ୍ଗିଲେ କେତେ ଭରିବେ ଜରିମାନା? ଲିଷ୍ଟ୍ ଦେଖି ହୁଅ ସାବଧାନ୍
ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣା ଘଟଣାକୁ କମ୍ କରିବା ପାଇଁ ଭାରତ ସରକାର ନିରନ୍ତର ଭାବେ ଚେଷ୍ଟା କରିଚାଲିଛନ୍ତି । ଦେଶରେ ଲାଗୁ ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଚଳିତବର୍ଷ…
ଡାଇବେଟିସ୍, ହାଇ ବ୍ଲଡପ୍ରେସର ଓ ମୁଣ୍ଡବିନ୍ଧା ରୋଗୀଙ୍କ ପାଇଁ ଖୁସି ଖବର: ୮୪ଟି ଔଷଧର ଖୁଚୁରା ମୂଲ୍ୟ ସ୍ଥିର କଲା NPPA
ନୂଆଦିଲ୍ଲୀ: ଡାଇବେଟିସ୍, ହାଇ ବ୍ଲଡପ୍ରେସର ଓ ମୁଣ୍ଡପିନ୍ଧା ରୋଗୀଙ୍କ ପାଇଁ ଖୁସି ଖବର । ଏଣିକି ଦୋକାନୀମାନେ ଏହି ସମସ୍ତ ରୋଗର ଔଷଧ ଉପରେ ଅଧିକ ମୂଲ୍ୟ ନେଇ ପାରିବେ ନାହିଁ । ଜାତୀୟ ଫର୍ମାସ୍ୟୁଟିକାଲ ପ୍ରାଇସିଂ…
ଭାରତରେ ଲଞ୍ଚ ହେଲା ଶସ୍ତା ଇଲେକ୍ଟ୍ରିକ୍ ବାଇକ୍, ଥରେ ଚାର୍ଜ କଲେ ଯାଇପାରିବେ ୧୦୦ କିମି, ଜାଣନ୍ତୁ କେତେ ରହିଛି ଦାମ୍
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଇଲେକ୍ଟ୍ରିକ୍ ବାହନର ଚାହିଦା ବଢ଼ୁଥିବା ବେଳେ । ଏହାକୁ ଦୃଷ୍ଟିରେ ରଖି ଅନେକ ଇଲ୍ଟ୍ରେକିକ୍ ବାହନ ନିର୍ମାତା ନୂଆ ନୂଆ ଇଲେକ୍ଟ୍ରିକ୍ ଗାଡ଼ି ବଜାରରେ ଲଞ୍ଚ କରୁଛନ୍ତି । ତେବେ ଏପର୍ଯ୍ୟନ୍ତ…
ଘରେ କାହାର ମୃତ୍ୟୁ ପରେ କାହିଁକି ଲଗାଯାଏନି ଚୁଲି? ଜାଣନ୍ତୁ ପୌରାଣିକ ଓ ବୈଜ୍ଞାନିକ କାରଣ
ଭୁବନେଶ୍ୱର: ସମସ୍ତ ଧର୍ମରେ ମୃତ୍ୟୁ ଓ ଏହା ପରର ଅନ୍ତିମ କ୍ରିୟାକୁ ନେଇ କିଛି ନିୟମ ଓ ପରମ୍ପରା ରହିଛି । ଗରୁଡ଼ ପୁରାଣରେ ଅନ୍ତିିମ ସଂସ୍କାର ଓ ଏହା ପରେ ମୃତକଙ୍କ ଆତ୍ମା ଶାନ୍ତି ପାଇଁ କିଛି ନିୟମ ବିଷୟରେ…
ପ୍ରତି ଶିଶୁ ପିଛା ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୮ ହଜାର ଟଙ୍କା, ବଜେଟରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ । ଶିଶୁଙ୍କର ଉନ୍ନତି ହିଁ ଭବିଷ୍ୟତରେ ଦେଶ ଗଠନରେ ସହାୟକ ହେବ । ଶିଶୁମାନଙ୍କର ଗୁଣାତ୍ମକ ଶିକ୍ଷାର ବିକାଶ ଘଟିଲେ ହିଁ ଦେଶ ଆଗକୁ ଯାଇ ପାରିବ ।…
(Video) ସାନ ଭାଇ ସହ ସ୍ତ୍ରୀ ଫେରାର୍: ଇଲେକ୍ଟ୍ରି ଟାୱାର ଉପରେ ଚଢ଼ି ଯୁବକଙ୍କ ହାଇଡ୍ରାମା
ସମ୍ବଲପୁର(ଓଡ଼ିଶା ଭାସ୍କର): ସ୍ତ୍ରୀ ପାଇଁ ଇଲେକ୍ଟ୍ରି ଟାୱାର ଉପରେ ଚଢ଼ି ଯୁବକଙ୍କ ହାଇଡ୍ରାମା । ଆତ୍ମହତ୍ୟା କରିବାକୁ କଲେ ଉଦ୍ୟମ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ସୋମବାର ସକାଳୁ ଏକ…
(Video) ଭୁବନେଶ୍ୱରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା: ବିଭିନ୍ନ ସ୍ଥାନରେ ଜମିଛି ପାଣି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଝାଡ଼ଖଣ୍ଡ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ହେବା ଫଳରେ ଆଜି ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଓଡ଼ିଶା ଓ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ…
ସରକାର ୟୁନିଟ୍ ପିଛା ୧୨ ଟଙ୍କା ରୁ ୧୬ ଟଙ୍କାରେ କିଣି, ୩.୧୨ଟଙ୍କାରେ ଯୋଗାଇ ଦେଇଛନ୍ତି-ଶକ୍ତିମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖରାଦିନ ସମୟରେ ଘନ ଘନ ପାୱାର କଟ୍ ନେଇ ଗୃହରେ ଉତ୍ତର ରଖିଛନ୍ତି ସରକାର। ଓଡ଼ିଶାର ବିଦ୍ୟୁତ ଚାହିଦା ଏପରିକି ସର୍ବାଧିକ ଆବଶ୍ୟକ ସମୟରେ ଯାହା ଅଛି, ତାହାକୁ ଭରଣା କରିବା ପାଇଁ କୌଣସି…