Browsing Category
Top Stories
ଚଳନ୍ତା ଟ୍ରେନରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ପାଟଣା: ବିହାର ମୋତିହାରୀରେ ରବିବାର ଏକ ପାସେଞ୍ଜର ଟ୍ରେନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଟ୍ରେନଟି ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବାବେଳେ ହିଁ ନିଆଁ ଲାଗିଯାଇଥିଲା । ଏହି ସମୟରେ ଟ୍ରେନରେ ଅନେକ ଯାତ୍ରୀ ରହିଥିଲେ ।…
ଓଡ଼ିଶାରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ପାଉଛି! NFHS ରିପୋର୍ଟ ସତ ନୁହେଁ: ଅବକାରୀ ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ) ରିପୋର୍ଟ ପ୍ରଦାନ କରିଥିଲା । ତେବେ ଏନଏଫଏଚଏସର ଉକ୍ତ ରିପୋର୍ଟ ସତ ନୁହେଁ ବୋଲି…
ଏଭଳି ଆତ୍ମବିଶ୍ୱାସକୁ ସଲାମ୍, ଦୁଇ ହାତ ହରାଇଥିଲେବି ଗୋଡ଼ରେ ଦେଲେ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଥିଲେ କିଛିବି କରିବା ଅସମ୍ଭବ । ଆଉ ଏହି କଥା ପ୍ରମାଣ କରିଦେଖାଇଛନ୍ତି ଜଣେ ଦିବ୍ୟାଙ୍ଗ ଛାତ୍ର । ପିଲାଦିନେ ନିଜର ଦୁଇ ହାତ ହରାଇଥିଲେ ବି ଆତ୍ମବିଶ୍ୱାସ ଆଉ…
ଓଡ଼ିଶା ପୋଲିସ ପାଇଁ SI ଚୟନ କରିବ ଏକ ଘରୋଇ ସଂସ୍ଥା, ବିଭିନ୍ନ ମହଲରୁ ଉଠିଲାଣି ବିରୋଧର ସ୍ୱର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସର ଭାଗ୍ୟ ଏବେ ଘରୋଇ ସଂସ୍ଥା ହାତରେ । ପୋଲିସ ବାହିନୀ ପାଇଁ ସବ୍ ଇନ୍ସପେକ୍ଟର (ଏସଆଇ) ଚୟନ କରିବ ଏକ ଆଉଟସୋର୍ସିଂ ସଂସ୍ଥା । ଏହି ସଂସ୍ଥା ଏସଆଇ ପରୀକ୍ଷା ପାଇଁ ପ୍ରଶ୍ନପତ୍ର…
ବିଏମସିରେ ଖୋଲିଲା ୨୫ ଟି କୋଭିଡ୍ ଟେଷ୍ଟ କେନ୍ଦ୍ର, ଦେଖନ୍ତୁ ଲିଷ୍ଟ…
ଭୁବେନଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ତୃତୀୟ ଲହର ପରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବାବେଳେ ଏବେ ପୁଣିଥରେ ଦେଶରେ କରୋନାତ ମାହାମାରୀର ସଂକ୍ରମଣ ବଢ଼ିବାରେ ଲାଗିଛି । ରାଜ୍ୟରେ ଦେଶ ତୁଳନାରେ ସଂକ୍ରମଣ…
ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା, ବିଧାନସଭାରେ ବିରୋଧୀ ଉଠାଇବେ ପ୍ରସଙ୍ଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏହାକୁ ନେଇ ଏବେ ରାଜନୀତି ମଧ୍ୟ ଆରମ୍ଭ ହୋଇଗଲାଣି । ବିରୋଧୀ କଲେଜରେ ରାଗିଂ ପ୍ରସଙ୍ଗକୁ…
BJPର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଧରାପଡ଼ିଲା ଜାସୁସୀ: ମୁଖ୍ୟମନ୍ତ୍ରୀ କେସିଆର ଗୁପ୍ତଚର ପଠାଇଥିବା ନେଇ ଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ: ହାଇଦ୍ରାବାଦର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରଠାରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଆଜି ଥିଲା ଦ୍ୱିତୀୟ ଦିବସ । ତେବେ ବୈଠକ ଚାଲିଥିବା ସମୟରେ ଫଟୋ ଉଠାଉଥିବା ଜଣେ ଖୁଫିଆ ଅଧିକାରୀ…
ରାଜ୍ୟର ୫ଟି ମହାନଗର ନିଗମରେ ନିଯୁକ୍ତି ପାଇବେ ସିଟି ଏଜୁକେସନ ଅଫିସର: ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଗଣଶିକ୍ଷା ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାନଗର ନିଗମ ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ରାଜ୍ୟର ୫ଟି ମହାନଗର ନିଗମରେ ସିଟି ଏଜୁକେଶନ ଅଫିସର (ସିଇଓ) ନିଯୁକ୍ତି ପାଇବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା…
କପିଲଙ୍କ ନାଁରେ ମାମଲା ରୁଜୁ: ବଡ ଅଡୁଆରେ ଫସି ପାରନ୍ତି କମେଡି କିଙ୍ଗ
ମୁମ୍ବାଇ: ଅଡୁଆରେ ପଡିପାରନ୍ତି ବଲିଉଡର କମେଡି କିଙ୍ଗ କପିଲ ଶର୍ମା । ନିଆରା ଷ୍ଟାଇଲରେ ଦର୍ଶକଙ୍କୁ ହସାଉଥିବା କମେଡି ବାଦଶାହ କପିଲ ଶର୍ମାଙ୍କ ପାଇଁ ଅଡ଼ୁଆ ବଢ଼ିପାରେ । କମେଡି ଜଗତର ଏହି ଷ୍ଟାର ଅଭିନେତାଙ୍କ ନାଁରେ ଏକ…
ପୋଲିସ ହାତରେ ବ୍ରାଉନ ସୁଗାରର କିଙ୍ଗ ପିନ: ଜବତ ହେଲା ବ୍ରାଉନ ସୁଗାର
ବାଲେଶ୍ୱର: ଏବେ ନିଶା କବଳରେ ଫସିଯାଉଛନ୍ତି ରାଜ୍ୟର ଅନେକ ଯୁବପୀଢୀ । ବିଶେଷ କରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଏହି ନିଶା କାରବାର ଦିନକୁ ଦିନ ବଢିବାରେ ଲାଗିଛି । ବ୍ରାଉନସୁଗାର ବେପାରୀଙ୍କ ଆତଙ୍କ ଦେଖିବାକୁ…