Browsing Category
Top Stories
ଟିନା ଡାବିଙ୍କଠାରୁ ଛାଡପତ୍ର ପରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଅତହର ଅମିର ଖାନ୍, ଜାଣନ୍ତୁ କିଏ ଏହି ସୁନ୍ଦର ଯୁବତୀ
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ୟୁପିଏସ୍ସି ଟପର୍ ଏବଂ ଆଇଏଏସ୍ ଅଧିିକାରୀ ଟିନା ଡାବିଙ୍କ ପୁର୍ବତ୍ତନ ସ୍ୱାମୀ ଅତହର ଅମିର ଖାନ୍ ପୁଣି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସୂଚନା ଅନୁସାରେ ସେ ଡା. ମେହରୀନ…
ମୁହାଁମୁହିଁ ହେଲେ ଦୁଇ କିନ୍ନର ଗୋଷ୍ଠୀ: ରାତିଅଧରେ ହୋଟେଲ ଭିତରେ ଆକ୍ରମଣ; ୧୦ରୁ ଉର୍ଦ୍ଧ ଆହତ
ଭଦ୍ରକ(ଓଡ଼ିଶା ଭାସ୍କର): ଗତକାଲି ବିଳମ୍ବିତ ରାତିରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ଏଭଳି ଅଭାବନୀୟ…
ଆଜି ପବିତ୍ର ବିନାୟକ ଚତୁର୍ଥୀ: ଏହି ଶୁଭ ମୂହୁର୍ତ୍ତରେ କରନ୍ତୁ ଭଗବାନ ଗଣେଶଙ୍କ ଆରାଧନା
ଓଡ଼ିଶା ଭଅସ୍କର: ଭଗବାନ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ ଦେବତା । କୌଣସି ଶୁଭକାର୍ଯ୍ୟ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ଆରାଧନା କରାଯାଇଥାଏ । ପ୍ରତ୍ୟକ ମାସ ଶୁକ୍ଳ ପକ୍ଷର ଚତୁର୍ଥ ତିଥିକୁ ବିନାୟକ ଚତୁର୍ଥୀ ଭାବେ ପାଳନ…
ଜୁଲାଇ ୪ ରେ ବହୁମତ ସାବ୍ୟସ୍ତ ପୂର୍ବରୁ ଆଜି ସିନ୍ଦେ ସରକାର ପାଇଁ “ଅଗ୍ନି ପରୀକ୍ଷା’, ବାଚସ୍ପତି ପଦ ପାଇଁ ଶିବସେନା ଏବଂ ବିଜେପି…
ମୁମ୍ବାଇ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ ପରେ ଆଜି ବିଧାନସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବାଚସ୍ପତି ପଦ ପାଇଁ ପ୍ରତିଯୋଗିତା ଶିବସେନା ବିଧାୟକ ରଞ୍ଜନ ସାଲଭି ଏବଂ ବିଜେପି ବିଧାୟକ…
ରାଶିଫଳ(ରବିବାର,୦୩,ଜୁଲାଇ,୨୦୨୨)
ମେଷ - ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବ ଓ ପ୍ରଗତି ନିଶ୍ଚିତ ହେବ । ଆୟ ଅପେକ୍ଷା ଅଧିକ ବ୍ୟୟ ହେବ । ବ୍ୟପାରରେ ହାନି ସ୍ଥିତି ରହିବ । କୌଣସି କାମରେ ମନ ଲାଗିବ ନାହିଁ । ବିଦ୍ୟାର୍ଥୀମାନଙ୍କ ମନ ପଢାରେ ଲାଗିବ ନାହିଁ ।…
ବିଦେଶରେ ରହୁଥିବା ସମ୍ପର୍କୀୟ ଏଣିକି ବିନା ଅନୁମତିରେ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପଠାଇ ପାରିବେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲା ନୂଆ…
ନୂଆଦିଲ୍ଲୀ: ଯଦି ଆପଣଙ୍କର କେହି ସମ୍ପର୍କୀୟ ବିଦେଶରେ ରହୁଛନ୍ତି, ତେବେ ଏକ ଖୁସି ଖବର । ଏଣିକି ବିଦେଶରେ ରହୁଥିବା ବ୍ୟକ୍ତିମାନେ ସେମାନଙ୍କର ସମ୍ପର୍କୀୟଙ୍କ ପାଖକୁ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପଠାଇ ପାରିବେ ।…
ବାସୀ ରଥଯାତ୍ରା: ଏହି ଜାଗାରେ ଆଜି ଟଣା ହେଲା ରଥ, ଜାଣନ୍ତୁ କାହିଁକି?
କୋରାପୁଟ: ଜୁଲାଇ ୧ ଅର୍ଥାତ ଗତକାଲି ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଶେଷ ହୋଇଛି । କିନ୍ତୁ ଏହାର ପର ଦିନ ମାନେ ଆଜି ଏକ ସ୍ଥାନରେ ବାସୀରେ ଟଣା ହେଲା ରଥ । ଏଠାରେ ପାଳନ ହୁଏ ବାସୀ ରଥଯାତ୍ରା । ସାରା ରାଜ୍ୟରେ…
ଯୌତୁକ ଆଣିଲେ ରହିବୁ, ନଚେତ: ଶାଶୁ ଘରେ ଏମିତି ଧମକ ପରେ ମୃତ୍ୟୁ, କ’ଣ ରହସ୍ୟ?
ଯାଜପୁର: ଯୌତୁକକୁ ନେଇ ପୁଣି ଆସିଲା ଧମକ ଏବଂ ପରେ ହତ୍ୟା ଅଭିଯୋଗ । ଯୌତୁକ ଆଣିବୁ ଯଦି ଘରେ ରହିବୁ ନଚେତ୍ ଘରୁ ବାହାର କରିଦେବି । ଏମିତି ଧମକ ଦେବା ସହ ଅନେକ ଶାରୀରିକ ଏବଂ ମାନିସିକ ନିର୍ଯାତନା ଦେଉଥିଲେ ଶାଶୁ ଗର…
କ୍ୟାନସରରେ ଚାଲିଗଲେ ୩୦ ବର୍ଷୀୟ ଯୁବ ଅଭିନେତା
ନୂଆଦିଲ୍ଲୀ: କ୍ୟାନସର ପାଇଁ ଚାଲିଯାଇଛନ୍ତି ଜଣେ ୩୦ ବର୍ଷୀୟ ଯୁବ ଅଭିନେତା । ଅସମିଆ ଅଭିନେତା କିଶୋର ଦାସ କ୍ୟାନସରରେ ପୀଡ଼ିତ ହୋଇ ଗତ କିଛିଦିନ ଧରି ଚିକିତ୍ସିତ ହେଉଥିଲେ । ଏଥିସହିତ ସେ କୋଭିଡ-୧୯ରେ ମଧ୍ୟ ସଂକ୍ରମିତ…
ଅଧିକ ପରିମାଣରେ ମାଛ ଖାଇବା ଦ୍ୱାରା ଏକ ନୂଆ କ୍ୟାନସରର ଆଶଙ୍କା ବଢ଼ୁଛି, ରିସର୍ଚ୍ଚରୁ ନୂଆ ଖୁଲାସା
ନୂଆଦିଲ୍ଲୀ: ସାଧାରଣ ଭାବେ ଅଧିକ ମାଛ ଖାଇବା ଫଳରେ ଆମ ଶରୀରକୁ ଅନେକ ଫାଇଦା ମିଳିଥାଏ । ତେବେ ମାଛ ଖାଇବା ଫଳରେ ଏକପ୍ରକାର କ୍ୟାନସରର ଆଶଙ୍କା ରହିଥିବା ନିକଟରେ ଏକ ରିସର୍ଚ୍ଚରୁ ଜଣାପଡ଼ିଛି । ଯେଉଁମାନେ ନନଭେଜ୍…