Browsing Category

Top Stories

ନୂପୁର ଶର୍ମା ବିବାଦକୁ ନେଇ ବିଧାନସଭାରେ ଝଡ଼, ମୁହାଁମୁହିଁ ହେଲେ ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାରେ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ । କିନ୍ତୁ ଅଧିବେଶନରେ ପ୍ରଥମ ଦିନରେ ଦେଖିବାକୁ ମଳିଛି ବିରୋଧୀଙ୍କ ହଙ୍ଗାମା । ନୂପୁର ଶର୍ମ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହୋଇଛନ୍ତି…

ରେପ୍ ପୀଡିତାଙ୍କୁ ଛୁଆ ଜନ୍ମ କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ: ଗର୍ଭପାତ କରିବାକୁ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ନିକଟରେ ବମ୍ବେ ହାଇକୋର୍ଟ ଜଣେ ନାବାଳିକାଙ୍କୁ ୧୬ ସପ୍ତାହର ଗର୍ଭଧାରଣାକୁ ସମାପ୍ତ କରିବାକୁ ଅନୁମତି ଦେଇଛନ୍ତି । ସେ ଯୌନ ଶୋଷଣର ଶିକାର ଥିବା ସହ ଆଇପିସି ଧାରା ୩୦୨ ଅଧିନରେ ହତ୍ୟା ଅଭିଯୋଗରେ ତାଙ୍କୁ…

ଶିବସେନାର ସବୁ ପଦରୁ ସିନ୍ଦେଙ୍କୁ ବହିଷ୍କାର କଲେ ଉଦ୍ଧବ ଠାକରେ

ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶୁକ୍ରବାର ଏକନାଥ ସିନ୍ଦେଙ୍କୁ ଦଳର ସମସ୍ତ ପଦରୁ ବାହାର କରିଛନ୍ତି । କାରଣ ଏକନାଥ ସିନ୍ଦେ ବିଜେପି ସହ ମିଶି ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏକ ବୟାନରେ…

ଉଦୟପୁର ହତ୍ୟାକାଣ୍ଡରେ ବଡ଼ ଖୁଲାସା: କହ୍ନୈୟାଲାଲଙ୍କୁ ହତ୍ୟା କରିବାକୁ ପାକିସ୍ତାନରୁ ଆସିଥିଲା ଅଡର୍

ନୂଆଦିଲ୍ଲୀ: ଉଦୟପୁରର କହ୍ନୈୟାଲାଲ ହତ୍ୟାକାଣ୍ଡ ଏକ ବଡ଼ ଖୁଲାସା ହୋଇଛି । ଅଭିଯୁକ୍ତ ଗୌସ ଓ ରିୟାୟଙ୍କୁ ପାକିସ୍ତାନରେ ଥିବା ତାଙ୍କୁ ଗୁରୁ ହିଁ ହତ୍ୟା ପାଇଁ ଆଦେଶ ଦେଇଥିଲେ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,…

ସଚିନ୍ ତେନ୍ଦୁଲକରଙ୍କ ଏହି ରେକର୍ଡ ଭାଙ୍ଗିଲେ ଋିଷଭ ପନ୍ତ, ରାଇନା ମଧ୍ୟ ପଡ଼ିଲେ ପଛରେ

ବର୍ମିଂହାମ୍(ଓଡ଼ିଶା ଭାସ୍କର): ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଶେଷ ମୁକାବିଲାରେ ଋିଷଭ ପନ୍ତ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ସେ ତାଙ୍କର ଦୁର୍ଦ୍ଧଶ ପାଳିରେ ୧୧୧ ବଲ୍‌ର ସାମ୍ନା କରି ୧୪୬ ରନ୍ କରିଥିଲେ। ଏହି…

ରାଷ୍ଟ୍ରପତି ନିର୍ବାଚନକୁ ନେଇ ମମତାଙ୍କ ବଡ଼ ବୟାନ: କହିଲେ-‘ଆମେ ବି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥାନ୍ତୁ, ଯଦି ….’

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ରାଜନୀତି ଜୋର ଧରିଛି । ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀମାନେ ମିଳିତ ଭାବେ ଯଶୋୱନ୍ତ ସିହ୍ନାଙ୍କୁ ନିଜର ପ୍ରାର୍ଥୀ କରିଛନ୍ତି । ଏହାରି…

ଆଜିଠୁ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠୁ ଆରମ୍ଭ ହୋଇଛି ରାଜ୍ୟର ମୌସୁମୀ ଅଧିବେଶନ। ବାଚସ୍ପତି ଆସନରେ ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହ ପରିଚାଳନା କରୁଛନ୍ତି । ପୁର୍ବପରି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଗ…

ଅନ୍ୟ ରାଜ୍ୟ ତୁଳନାରେ ଅଧିକ ବିଦ୍ୟୁତ୍ ବିଲ୍ ଦେଉଛନ୍ତି ଓଡ଼ିଶାବାସୀ: ପାୱାର ଫାଇନାନ୍ସ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହଙ୍ଗା ଦରକୁ ନେଇ ଚିନ୍ତାରେ ସାଧାରଣ ଲୋକ । ପେଟ୍ରୋଲ-ଡିଜେଲଠାରୁ ଆରମ୍ଭ କରି ବିଦ୍ୟୁତ୍ ବିଲ ବି ବଢ଼ିବାରେ ଲାଗିଛି । ରାଜ୍ୟରେ ଜାତୀୟ ହାରଠାରୁ ମହଙ୍ଗା ହୋଇଛି ବିଦ୍ୟୁତ୍ ବିଲ୍ ।…

ଶିବସେନା ପରେ ଏବେ ଏନସିପି ପାଳି, ଶରଦ ପାୱାରଙ୍କୁ ଚେକମେଟ୍ ଦେବାକୁ ପ୍ରସ୍ତୁତ ହେଉଛନ୍ତି ଦେବେନ୍ଦ୍ର ଫଡନାବିସ

ମୁମ୍ବାଇ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ର ରାଜନୀତିରେ ଉଠିଥିବା ଝଡ଼ ବର୍ତ୍ତମାନ ଏକ ପ୍ରକାର ଶାନ୍ତ ପଡୁଥିବା ଦେଖିବାକୁ ମିଳୁଛି। ରାଜ୍ୟ ରାଜନୀତିର ଚାଣକ୍ୟ ବୋଲାଉଥିବା ଶରଦ ପାୱାରଙ୍କୁ ଚକମା ଦେଇ ବିଜେପି ସରକାର ଗଠନ…

ରଥଯାତ୍ରାରେ ୧୨ହଜାର ଟଙ୍କାରେ ଚଣା ତରକାରୀ ବିକିଲେ ପଦ୍ମଶ୍ରୀ ହଳଧର ନାଗ

ବରଗଡ଼(ଓଡ଼ିଶା ଭାସ୍କର): ଚଣା ତରକାରୀ ଖାଇବାକୁ ଲୋକମାନେ ଖୁବ ପସନ୍ଦ କରୁଥିବାରୁ ବ୍ୟବସାୟୀମାନେ ଏଥିରେ ଭଲ ଦୁଇ ପଇସା ରୋଜଗାର କରିପାରନ୍ତି। କିନ୍ତୁ ଗୋଟିଏ ଦିନରେ ଚଣା ତରକାରୀ ବିକ୍ରି କରି ୧୨ହଜାର ଟଙ୍କା ରୋଜଗାର…