Browsing Category
Top Stories
ଜୋମାଟୋ ଡେଲିଭରି ବୟର ବିପଦପୂର୍ଣ୍ଣ ବାଇକ୍ ଷ୍ଟଣ୍ଟ, ଭାଇରାଲ ହେଉଛି Video
ନୂଆଦିଲ୍ଲୀ: ଏକ ଘୂର୍ଣ୍ଣାୟମାନ ପାହାଡିଆ ରାସ୍ତାରେ ଜଣେ ଜୋମାଟୋ ଡେଲିଭରି ଏଜେଣ୍ଟ ଦ୍ରୁତ ଗତିରେ ମୋଟୋଜିପି ଶୈଳୀର ବାଇକ୍ ଚଲାଉଥିବାର ଏକ ଭିଡିଓ ଇଣ୍ଟରନେଟରେ ଏକ ଚର୍ଚ୍ଚିତ ବିଷୟ ପାଲଟିଛି । ତାଙ୍କ ପିଠିରେ ଡେଲିଭରି…
ବିବାହ ପାଇଁ କିପରି ବାଛିବେ ସଠିକ୍ ଜୀବନସାଥୀ, ଜାଣନ୍ତୁ କ’ଣ କହିଲେ ପ୍ରେମାନନ୍ଦ ମହାରାଜ
ନୂଆଦିଲ୍ଲୀ: ବୃନ୍ଦାବନର ଶ୍ରୀ ହିତ ରାଧା କେଲୀ କୁଞ୍ଜ ଆଶ୍ରମରେ ଜଣେ ମହିଳା ପ୍ରେମାନନ୍ଦ ମହାରାଜଙ୍କୁ ବିବାହ ପାଇଁ ସଠିକ୍ ବ୍ୟକ୍ତିର କେମିତି ଚୟନ କରିବେ ବୋଲି ପ୍ରଶ୍ନ ପଚାରିଥିଲେ।
ଏହାର ଉତ୍ତରରେ ପ୍ରେମାନନ୍ଦ…
AIର କମାଲ୍, ଏଣିକି ରକ୍ତ ବାହାର ନକରି କେବଳ ମୁହଁ ସ୍କାନ କରି ହୋଇପାରିବ ବ୍ଲଡ ଟେଷ୍ଟ!
ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସମୟ ବାହାର କରିବା କଷ୍ଟକର ହୋଇପଡୁଛି । ବିଶେଷକରି ରକ୍ତ ପରୀକ୍ଷା କଥା ଆସିଲେ, ଛୁଞ୍ଚି ସାହାଯ୍ୟରେ ରକ୍ତ ବାହାର କରିବାର ଭୟ ଏବଂ ହଇରାଣ…
ଆଉ ନାହାନ୍ତି ଜରି ମାଉସୀ, ମନ୍ କି ବାତ୍ରେ ପ୍ରଂଶସା କରିଥିଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର: କେନ୍ଦ୍ରାପଡାର କମଳା ମାଉସୀଙ୍କର ଦେହାନ୍ତ ହୋଇଛି । ସେ ଶନିବାର ବିଳମ୍ବିତ ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଥିବା ବେଳେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ପ୍ରଧାନମନ୍ତ୍ରୀ…
ବଢିଲା ଓମ୍ଫେଡ୍ କ୍ଷୀର ଦର, ଦୁଗ୍ଧ ଚାଷୀଙ୍କର ଅକାଳରେ ମୃତ୍ୟୁ ହେଲେ ମିଳିବ ଏତିକି ଟଙ୍କା ବୀମା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓମଫେଡ୍ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଆଜିଠାରୁ ଓମଫେଡ୍ ଦୁଗ୍ଧ ଚାଷୀ ଲିଟର ପିଛା ୩ଟଙ୍କା ଅଧିକ ପାଇବେ। ଖାଉଟିଙ୍କ ପାଇଁ ବୃଦ୍ଧି ହେବାକୁ ଥିବା ୪ ଟଙ୍କାରୁ…
ସୂର୍ଯ୍ୟରୁ ୨୦୨୫ର ସବୁଠାରୁ ଶକ୍ତିଶାଳୀ ସୌର ଝଡ଼: ଜୁନ ୧ରେ ପୃଥିବୀରେ ପହଞ୍ଚିବ,ବଢୁଛି ସମ୍ଭାବ୍ୟ ବିପଦ
ଗୁଆହାଟୀ: ସୂର୍ଯ୍ୟରୁ ଏକ ଶକ୍ତିଶାଳୀ କରୋନାଲ ମାସ ଇଜେକ୍ସନ (CME) ପୃଥିବୀ ଆଡ଼କୁ ଆସୁଛି, ଯାହା ଜୁନ ୧ରେ ପହଞ୍ଚି ଏକ ତୀବ୍ର (G4-ଶ୍ରେଣୀ) ଜିଓମ୍ୟାଗ୍ନେଟିକ ଝଡ଼ ସୃଷ୍ଟି କରିବ। NASA ଏବଂ NOAAର ମଡେଲ ଏକ ବିରଳ…
ପଞ୍ଜାବ କିଙ୍ଗସ ପାଇଁ ଖୁସି ଖବର, ଆହତରୁ ଠିକ୍ ହୋଇଗଲେ ଏହି ଖେଳାଳି, ସିଧା କ୍ୱାଲିଫାୟର-୨ରେ କରିବେ ଏଣ୍ଟ୍ରୀ!
ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ବର୍ତ୍ତମାନ ଆଉ ଦୁଇଟି ମୁକାବିଲା ବାକି ରହିଛି। ଆଜି ଅହମଦାବାଦରେ ଖେଲାଯିବ କ୍ୱାଲିଫାୟର-୨। ଏହାପରେ ଫାଇନାଲ। ତେବେ ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି, ଯାହାକି ପଞ୍ଜାବ କିଙ୍ଗ…
6000 କର୍ମଚାରୀଙ୍କୁ ଛଟେଇ କଲା MICROSOFT; କାରଣ କହିଲେ ସିଇଓ ସତ୍ୟ ନାଡେଲା
ନୂଆଦିଲ୍ଲୀ: 6000 କର୍ମଚାରୀଙ୍କୁ ଛଟେଇ କଲା ମାଇକ୍ରୋସଫ୍ଟ । ଏହି ବଡ଼ ଧରଣର ଛଟେଇ ପଠର କାରଣ କହିଲେ ଏହି କମ୍ପାନୀର ସିଇଓ ସତ୍ୟ ନାଡେଲା । ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କମ୍ପାନୀ, ତାର ବିଶ୍ବବ୍ୟାପୀ…
PBKS vs MI Qualifier 2: ଅହମଦାବାଦରେ ରନ୍ର ହେବ ବର୍ଷା, ପଢନ୍ତୁ Pitch ରିପୋର୍ଟ
ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ବର୍ତ୍ତମାନ କେବଳ ଦୁଇଟି ମୁକାବିଲା ବାକି ରହିଛି, କ୍ୱାଲିଫାୟର-୨ ଏବଂ ଫାଇନାଲ। ଏହି ଦୁଇଟି ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।
ତେବେ ଆଜି ପଞ୍ଜାବ କିଙ୍ଗସ…
ଦେଶ ବିରୋଧୀ ବୟାନ ଦେଇଥିବା ୮୧ ଜଣ ଗିରଫ: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆକ୍ସନରେ ଏହି ସରକାର
ଗୁଆହାଟୀ: ଜମ୍ମୁ-କାଶ୍ମୀରର ପହଲଗାମରେ ୨୨ ଏପ୍ରିଲ ୨୦୨୫ରେ ଘଟିଥିବା ଭୟଙ୍କର ଆତଙ୍କୀ ହମଲା ପରେ ଆସାମ ସରକାର ଦେଶ ବିରୋଧୀ ବୟାନ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆସାମ…