Browsing Category

Top Stories

IPLରେ ରାଜସ୍ଥାନର ପରାଜୟ ସହି ପାରିଲେନି ଯୁବକ: ନେଇଗଲେ ଏମିତି ଏକ ପଦକ୍ଷେପ

ନୂଆଦିଲ୍ଲୀ: IPL ୨୦୨୨ ଫାଇନାଲରେ ରାଜସ୍ଥାନକୁ ମାତ ଦେଇ ଟାଇଟଲ ହାତେଇ ନେଇଛି ଗୁଜୁରାଟ ଟାଇଟନ୍ସ । ଏହି ମ୍ୟାଚ ପରେ ଅନେକ କ୍ରିକେଟପ୍ରେମୀଙ୍କ ମୁହଁରେ ହସ ଖେଳିଯାଇଥିବା ବେଳେ ରାଜସ୍ଥାନର ପ୍ରଶଂସକ ନିରାଶ ହୋଇଛନ୍ତି…

ଆନ୍ଧ୍ରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା: ୭ ଜଣଙ୍କ ମୃତ୍ୟୁ, ୧୧ ଆହତ

ଆନ୍ଧ୍ରପ୍ରଦେଶ: ତୀର୍ଥଯାତ୍ରାରେ ଭଗବାନଙ୍କ ଦର୍ଶନ କରି ଫେରୁଥିଲେ । କିନ୍ତୁ ବାଟରେ ଜଗି ବସିଥିଲା କାଳ । ସଡକ ଦୁର୍ଘଟଣା ରୂପରେ ଆସି ୭ ଜଣଙ୍କ ଜୀବନ ନେଇଛି ମୃତ୍ୟୁ । ଏହାସହିତ ୧୧ ଜଣ ଆହତ ହୋଇଥିବା ମଧ୍ୟ ସୂଚନା…

ଆସନ୍ତା ରଥଯାତ୍ରା ପାଇଁ ଜାରି ହେଲା ହେଲପ୍ ଲାଇନ ନମ୍ବର, ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ମାସ ପହିଲାରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତେଣୁ ରଥଯାତ୍ରାର ସୁରକ୍ଷା ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛି ପ୍ରଶାସନ ।…

ପୁଲୱାମାରେ ପୁଣି ପୋଲିସ ଆତଙ୍କୀ ମୁହାଁମୁହିଁ: ଏକାଉଣ୍ଟରରେ ୨ ଆତଙ୍କୀ ଢେର

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ପୁଣି ମୁହାମୁହିଁ ହୋଇଛନ୍ତି ଆତଙ୍କବାଦ ଏବଂ ସୁରକ୍ଷାକର୍ମୀ । ସାରା ରାତି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ୨ ଆତଙ୍କୀ ନିହତ ହୋଇଛନ୍ତି । ଏ ନେଇ…

ଟ୍ରଫି ଜିତିବା ପରେ ବି ବିପଦରେ ଗୁଜୁରାଟର ଏହି ଷ୍ଟାର ଖେଳାଳିଙ୍କ କ୍ୟାରିୟର

ନୂଆଦିଲ୍ଲୀ: ଦମଦାର ପ୍ରଦର୍ଶନ କରି ଆଇପିଏଲ-୨୦୨୨ ଟାଇଟଲ ନିଜ ନାମରେ କରିଛି ଗୁଜୁରାଟ ଟାଇଟନ୍ସ । ଦଳର ସମସ୍ତ ଖେଳାଳି ଅତି ସୁନ୍ଦର ପ୍ରଦର୍ଶନ ଜାରି ରଖିଥିବା ବେଳେ ଜଣେ ଖେଳାଳି ଦଳ ପାଇଁ ଚିନ୍ତାର କାରଣ ପାଲଟିଥିଲେ ।…

କେଜ୍ରିୱାଲଙ୍କୁ ଜବରଦସ୍ତ ଝଟକା: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କଲା ED

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ତାଜା ଅପଡେଟ୍ ଆସିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀ ଗିରଫ ହୋଇଛନ୍ତି । ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମନି ଲଣ୍ଡରିଂ ମାମଲାରେ କରାଯାଇଛି…

ଭାରତୀୟ ନୌସେନାକୁ ମିଳିବ ନୂଆ ହତିଆର: ପ୍ରସ୍ତୁତ ହେଉଛି ଆତ୍ମଘାତୀ ଡ୍ରୋନ

ନୂଆଦିଲ୍ଲୀ: ଭାରତୀୟ ନୌସେନା ପାଇଁ ଖୁବଶୀଘ୍ର ପସ୍ତୁତ ହେବାକୁ ଯାଉଛି ଆତ୍ମଘାତୀ ଡ୍ରୋନ । ଶତୃମାନଙ୍କ ପାଇଁ ଏହା ଖୁବ ଭୟଙ୍କର ପ୍ରମାଣିତ ହୋଇପାରେ । ସେମାନଙ୍କ ଜାହାଜ, ବିମାନ ଇତ୍ୟାଦିକୁ ସହଜରେ ଟାର୍ଗେଟ କରିପାରିବ…

ବାରବାଟୀ T-20: ଜୁନ୍ ୧ରୁ ମିଳିବ ଅନଲାଇନ୍ ଟିକେଟ୍, ଜାଣନ୍ତୁ କେଉଁ ଆପରେ ଓ କେଉଁ ୱେବସାଇଟରେ କରିିବେ ବୁକିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ବାରବାଟୀରେ କ୍ରୀଡ଼ାପ୍ରେମୀଙ୍କ ପାଇଁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବୁକିଂ । ବାରବାଟୀ ଟି-୨୦ ପାଇଁ ଆସନ୍ତା ଜୁନ୍ ମାସ ୧ ତାରିଖରୁ ଟିକେଟ୍…

ଆସନ୍ତା ଜୁନ୍ ୧ରୁ HSRP ଆବେଦନ ଆରମ୍ଭ, ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦିଆଗଲା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁନ୍ ମାସ ୧ ତାରିଖରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା…

ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ସହ ଚାଇଲ୍ଡ ଚ୍ୟାମ୍ପିୟନଙ୍କ ଆଲୋଚନା

ଭୁବନେଶ୍ବର : ଆନ୍ତର୍ଜାତୀୟ ଶିଶୁ ଅଧିକାର ଓ ସୁରକ୍ଷା ସଂସ୍ଥା ସେଭ ଦି ଚିଲ୍ଡ୍ରେନ ତରଫରୁ ଭୁବନେଶ୍ବର ସ୍ଥିତ ହୋଟେଲ ପ୍ରେସିଡେନ୍ସି ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏହି…