Browsing Category
Top Stories
କଳାହାଣ୍ଡିରେ ବ୍ୟାପିଛି ଡାଇରିଆ ଭୟ: କାଶୀପୁର ପରେ କଳାହାଣ୍ଡି ଟାର୍ଗେଟରେ
କଳାହାଣ୍ଡି: କାଶୀପୁର ପରେ ବର୍ତ୍ତମାନ କଳାହାଣ୍ଡିରେ ମାତିଛି ଡାଇରିଆ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକମାନେ ଏବେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ତେବେ ବିଶୁଦ୍ଧ ପାନୀୟ ଜଳର ଅଭାବ…
କିପରି ହୋଇଥାଏ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଜୀବନଶୈଳୀ: କେତେ ମିଳିଥାଏ ଦରମା ଜାଣନ୍ତୁ ପୁରା ତଥ୍ୟ
ବ୍ରିଟେନ୍: ପ୍ରାୟ ଦୁଇମାସ ଧରି ଚାଲିଥିବା ଏକ ନିର୍ବାଚନ ପ୍ରକ୍ରିୟା ପରେ, ଲିଜ୍ ଟ୍ରସ୍ ଶେଷରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ବର୍ତ୍ତମାନ ସେ ବ୍ରିଟିଶ ସରକାରର ନେତୃତ୍ୱ ନେବା ସହ । ସରକାରଙ୍କ ସମସ୍ତ ନୀତି…
ଏକାସାଙ୍ଗରେ ଦୁଇ ସନ୍ତାନ ଜନ୍ମ କଲେ ମହିଳା: କିନ୍ତୁ ସନ୍ତାନଙ୍କ ପିତା….
ଜଣେ ୧୯ ବର୍ଷୀୟ ଝିଅ ଏକାସାଙ୍ଗରେ ଦୁଇ ଶିଶୁକୁ ଜନ୍ମ ଦେଇଛନ୍ତି । କିନ୍ତୁ ଏଥିରେ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ଉଭୟ ପିଲାଙ୍କ ବାପା ଅଲଗା ଅଲଗା । ମାମଲା ପର୍ତ୍ତୁଗାଲର । ମେଡିକାଲ ସାଇନ୍ସରେ ଏହା ଏକ ଦୁର୍ଲଭ ଘଟଣା ।…
ଆଣ୍ଟିବାୟୋଟିକ୍ ଔଷଧକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ : ରିସର୍ଚ୍ଚରୁ ହେଲା ଖୁଲାସା
ନୂଆଦିଲ୍ଲୀ: ସୁସ୍ଥ ଜୀବନ ଶୈଳୀ ପାଇଁ ଆମେ ସର୍ବଦା ପ୍ରୟାସ କରିଥାଉ । କିନ୍ତୁ ମୌସୁମା ପରିବର୍ତ୍ତନ ଏବଂ ଅନ୍ୟାନ କାରଣ ହେତୁ ବିଭିନ୍ନ ସମୟରେ ଆମ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଏଥିପାଇଁ ଆମେ ଡାକ୍ତରଙ୍କ ସହ ପରାମର୍ଶ…
ଅଫିସରେ କରି ପାରିବେନି ଓଭରଟାଇମ! ସାମସଙ୍ଗ ଲଞ୍ଚ କଲା ନୂଆ Mouse, ଜାଣନ୍ତୁ ସିଷ୍ଟମ
ନୂଆଦିଲ୍ଲୀ: ଏଣିକି ଅଫିସରେ କରିପାରିବେନି ଓଭରଟାଇମ୍ । କର୍ମଚାରୀଙ୍କ ଟାଇମ ବାଲାନ୍ସକୁ ନେଇ ଚିନ୍ତା କରୁଛି ସାମସଙ୍ଗ । ସେଥିପାଇଁ ଏକ ନୂଆ ଗ୍ୟାଜେଟ ବାହାର କରିଛି ଏହି ଲୋକପ୍ରିୟ ଇଲେକ୍ଟ୍ରୋନିକ କମ୍ପାନୀ । ଏକ ନୂଆ…
ଚତୁର୍ଥୀ ରାତିରେ କନ୍ୟାକୁ ବର ଦେଖାଇଲ କିଛି ଏଭଳି… ଆରମ୍ଭ ହୋଇଗଲା ଖଣ୍ଡଯୁଦ୍ଧ…
ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଚତୁର୍ଥୀରାତିରେ ପତି ପତ୍ନୀଙ୍କୁ ନେଇ ଏକ ଏଭଳି ଯୁକ୍ତିତର୍କ ହୋଇଛି । ଆଉ ଦେଖୁ ଦେଖୁ ବିବାଦ ଏତେ ବଢ଼ିଯାଇଥିଲ ଯେ ଦୁହିଁଙ୍କ ମଧ୍ୟରେ…
ଆପଣ ଅଧିକ ମାତ୍ରାରେ ଚାହା ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ, ନଚେତ୍ ହୋଇପାରେ ଏହି ସବୁ ସମସ୍ୟା
ଭରତର ଅଧିକାଂଶ ଲୋକ ଚାହା ପିଇବାକୁ ପସନ୍ଦ କରିଥାନ୍ତି । ଚାହା ବିନା କିଛି ଲୋକଙ୍କ ଦିନ ଆରମ୍ଭ ହୋଇ ନଥିବା ବେଳେ କିଛି ଲୋକ ଚାହା ପିଇବା ଦ୍ୱାରା ସେମାନଙ୍କ ମୁଣ୍ଡବିନ୍ଧା ଏବଂ ଥକାପଣ ଦୂର ହୋଇଥାଏ । ତେବେ ଏପରି କିଛି…
କାନରୁ ବାହାରିଲା ବିଷାକ୍ତ ସାପ! ମହିଳାଙ୍କ କାନ ଭିତରେ ଦେଖାଇଲା ଭୟଙ୍କର ରୂପ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛିନା କିଛି ଭିଡିଓ ଭାଇରାଲ ହେଉଛି । କିଛି ଭିଡିଓ ମଜାଦାର ଲାଗେ ତ ଆଉ କିଛି ଭିଡିଓ ଦେଖିଲେ ଖୁବ ଭୟ ଲାଗିଥାଏ । ସେମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି…
ରାସନକାର୍ଡରେ ଲିଙ୍କ୍ ହେଲା ଆଧାର, ବାଦ୍ ପଡ଼ିଲେ ୫୦ ଲକ୍ଷ କାର୍ଡ ଧାରକ: ଜାଣନ୍ତୁ କ’ଣ ପୂରା ମାମଲା
ନୂଆଦିଲ୍ଲୀ: ଦେଶରେ ଏବେ ଆଧାର କାର୍ଡକୁ ସବୁ ପ୍ରକାର ସରକାରୀ ଏବଂ ବେସରକାରୀ ସ୍ଥାନରେ ବ୍ୟବହାର କରାଯାଉଛି । ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନାରେ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି । ଯେଉଁଥିରେ…
ମରଣମୁହଁରୁ ବଞ୍ଚିଲା ବାପାର ଜୀବନ, ଭାଲୁ ସହ ଏକା ଲଢ଼ିଲା ୧୪ ବର୍ଷର ଝିଅ
ନୂଆଦିଲ୍ଲୀ: ବାପାଙ୍କୁ ବଞ୍ଚାଇବାକୁ ଯାଇ ଭାଲୁ ସହ ଲଢ଼ିଗଲା ଝିଅ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ରାଜସ୍ଥାନର ସିରୋହି ଜିଲ୍ଲାରେ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଆହତ ନିଜ ବାପାଙ୍କୁ ବଞ୍ଚାବାକୁ ଯାଇ ଝିଅ ନିଜ…