Browsing Category

Top Stories

ଆୟକର ହାରରେ ହ୍ରାସ କରିପାରନ୍ତି ସରକାର, କର୍ପୋରେଟ୍ ଟିକସଦାତାଙ୍କ ପାଇଁ ଶୀଘ୍ର ନିଷ୍ପତ୍ତି

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ ଛାଡ କିମ୍ବା ରିହାତିମୁକ୍ତ ଟିକସ ବ୍ୟବସ୍ଥାର ସମୀକ୍ଷା କରିବାକୁ ଯୋଜନା କରୁଛି। ସୂତ୍ରରୁ ପ୍ରକାଶ ଯେ ନୂତନ ବ୍ୟବସ୍ଥାରେ ଟିକସ ହ୍ରାସ କରିବା ଦ୍ୱାରା ଏହା ଅଧିକ ଆକର୍ଷଣୀୟ ହେବ।…

ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୧ ହଜାର କୋଟି

ବଲାଙ୍ଗୀର, (ଓଡ଼ିଶା ଭାସ୍କର): ବଲାଙ୍ଗୀର ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ନିର୍ମାଣାଧୀନ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦୭ କୋଟି ଟଙ୍କା ମଂଜୁର କରିଛନ୍ତି । ଏହାଦ୍ୱାରା ଜିଲ୍ଲାର…

ହର୍ ଘର୍ ତ୍ରିରଙ୍ଗା ଅଭିଯାନ: ସ୍ୱୟଂସହାୟିକା ଗୋଷ୍ଠୀ ବାଣ୍ଟିଲେ ଜାତୀୟ ପତାକା

କରଞ୍ଜିଆ (ଓଡ଼ିଶା ଭାସ୍କର): ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ସ୍ୱତନ୍ତ୍ରତାର ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା ଅଭିଯାନରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା…

ପଟେଲଙ୍କ ସ୍ଥାନରେ ଗାନ୍ଧି ନେହେରୁଙ୍କୁ କଣ ପାଇଁ ପ୍ରଧାନମନ୍ତ୍ରୀ ବାଛିଲେ ?

ନୂଆଦିଲ୍ଲୀ: ଦେଶ ସ୍ୱାଧୀନ ହେବାର ଏକ ବର୍ଷ ପୂର୍ବରୁ ହିଁ ବ୍ରିଟିସ୍ ଭାରତୀୟଙ୍କ ହାତକୁ ଶାସନ ଭାର ଦେଇଦେଇଥିଲେ । ୧୯୪୬ ମସିହା ବେଳକୁ ଭାରତ ହାତକୁ ଆସିସାରିଥିଲା ଶାସନ ଭାର । ଆଉ ସେହି ସମୟରେ ଜିନ୍ନା ନୂଆ ଏକ ଦେଶ…

ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ବାଇଡେନ

ଆମେରିକା: ଆଜି ଭାରତ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ । ଆଜି ଏହ ସ୍ୱାଧୀନତା ଦିବସ ଉପଲକ୍ଷେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ  ଭାରତ ଆଉ ଆମେରିକା ଅପରିହାର୍ଯ୍ୟ…

ପୁଣି ଶସ୍ତାରେ ସୁନା ବିକ୍ରି କରିବାକୁ ଯାଉଛନ୍ତି ମୋଦୀ ସରକାର, ଜାଣନ୍ତୁ କେବେ କିଣିବାର ସୁଯୋଗ ପାଇବେ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସାର୍ବଭୌମ ଗୋଲ୍ଡ ବଣ୍ଡ ସ୍କିମ୍ ବିକ୍ରିର ଦ୍ୱିତୀୟ ପର୍ଯ୍ୟାୟ ତାରିଖ ଘୋଷଣା କରିଛି। ଏହି ଯୋଜନାର ଦ୍ୱିତୀୟ ସିରିଜ୍ ୨୨ ଅଗଷ୍ଟରୁ ଆରମ୍ଭ ହେବ ଏବଂ ୨୬ ଅଗଷ୍ଟରେ ଶେଷ ଦିନ…

ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ: ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ୭୬ତମ ସ୍ୱାଧୀନତା ଦିବସ । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ । ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ…

ରାଶି ପରିବର୍ତ୍ତନ କରିବେ ଗ୍ରହର ରାଜା ସୂର୍ଯ୍ୟନାରାୟଣ: ଏହି ରାଶିମାନଙ୍କର ଫିଟିବ ଭାଗ୍ୟ

ଆସନ୍ତା ୧୭ ତାରିଖରେ ନିଜ ଘର ଅର୍ଥାତ ସିଂହ ରାଶିକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଗ୍ରହମାନଙ୍କର ରାଜା ସୂର୍ଯ୍ୟ ନାରାୟଣ । ଘରକୁ ପ୍ରତ୍ୟାବର୍ତ୍ତନ କରିବା କ୍ଷଣି ଗ୍ରହ ଏବଂ ଗୃହ ଉଭୟ ମଜବୁତ ସ୍ଥିତିକୁ ପହଞ୍ଚିବେ ।…

ରାଶିଫଳ(ସୋମବାର,୧୫ ଅଗଷ୍ଟ,୨୦୨୨)

ମେଷ: ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢିବ ଓ ପ୍ରଗତି ନିଶ୍ଚିତ ହେବ । ଆୟ ଅପେକ୍ଷା ଅଧିକ ବ୍ୟୟ ହେବ । ବ୍ୟପାରରେ ହାନି ସ୍ଥିତି ରହିବ । କୌଣସି କାମରେ ମନ ଲାଗିବ ନାହିଁଁ । ବିଦ୍ୟାର୍ଥୀମାନଙ୍କ ମନ ପଢାରେ ଲାଗିବ ନାହିଁଁ…

୧୯୪୭ରୁ ୨୦୨୨ ମଧ୍ୟରେ ଭାରତ ଅନେକ କ୍ଷେତ୍ରରେ ଇତିହାସ ରଚିଛି: ଜାଣନ୍ତୁ ୭୫ ବର୍ଷର ୭୫ଟି ସ୍ୱର୍ଣ୍ଣିମ ଅଧ୍ୟାୟର କାହାଣୀ

ଆସନ୍ତାକାଲି ଭାରତ ତା’ର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ତେବେ ୧୯୪୭ରୁ ୨୦୨୨ ମଧ୍ୟରେ ଭାରତବର୍ଷରେ ଘଟିଛି ଅନେକ କିଛି ପରିବର୍ତ୍ତନ । ୧୯୪୭- ଆଜି ରାତି ୧୨ଟା ପରଠାରୁ ସ୍ୱାଧୀନ ଭାରତ ସୁନିଦ୍ରାରେ ଶୋଇ…