CHARIDHAM
Browsing Category

Top Stories

ଚଳିତ ବର୍ଷରୁ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ, ଦଶହରା ର୍ପୂବରୁ ସରିବ କଲେଜ ଇଲେକ୍ସନ

ଭୁବନେଶ୍ୱର: ନୂଆ ସରକାର ଆସିବା ପରେ କଲେଜ ନିର୍ବାଚନ ପୁଣି ଆରମ୍ଭ ହେବାକୁ ଯାଉଛି । କିଛି ବର୍ଷ ଧରି କଲେଜ ଇଲେକ୍ସନ ବନ୍ଦ ଥିବାବେଳେ ଚଳିତ ବର୍ଷ ହେବାକୁ ଯାଉଛି କଲେଜ ଇଲେକ୍ସନ । ଛାତ୍ରସଂଘ ନିର୍ବାଚନ ଗତ ୬…

(Video) ଧୋନୀଙ୍କ ପାଦ ଛୁଇଁ ପ୍ରଣାମ କଲେ ବୈଭବ ସୂର୍ଯ୍ୟବଂଶୀ, ଭିଡିଓ ଜାରି କରି କହିଲେ ଏହି ବଡ଼ କଥା

ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀ ଧୋନୀଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଯେଉଁ କଥାକୁ ଆପଣ ଜାଣିନାହାନ୍ତି । ବୈଭବ ସୂର୍ଯ୍ୟବଂଶୀ ଧୋନୀଙ୍କ ପାଦ ଛୁଇଁ ପ୍ରଣାମ କରିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।…

80% ଦିବ୍ୟାଙ୍ଗଙ୍କୁ 3500 ଟଙ୍କା ଭତ୍ତା

ଭୁବନେଶ୍ବର: 80% ଅଧିକ ଦିବ୍ୟାଙ୍ଗଙ୍କ ବଢିଲା ଭତ୍ତା । ଏଣିକି ଦିବ୍ୟାଙ୍ଗଙ୍କୁ 3500 ଟଙ୍କା ଭତ୍ତା ଦେବେ ସରକାର । 80 ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ବି ମିଳିବ ଭତ୍ତା । ଜୁନ୍ 2025 ସୁଦ୍ଧା 80 ବର୍ଷ…

ବର୍ଷା ପାଇଁ ବିଳମ୍ବ ହୋଇପାରେ ବିମାନ ସେବା, ଆଡଭାଇଜରୀ ଜାରି କଲା ଇଣ୍ଡିଗୋ

ନୂଆଦିଲ୍ଲୀ: ମୌସୁମୀ ଆସିବା ପୂର୍ବରୁ ଗୋଆରେ କାଚୁଛି ବର୍ଷା। ବର୍ଷା ଯୋଗୁଁ ପାଗ ସିନା ଲୋକଙ୍କୁ ତାତିରୁ ଆଶ୍ବସ୍ତି ଦେଇଛି କିନ୍ତୁ ଏହା ବିମାନ ଯାତ୍ରାକୁ ପ୍ରଭାବିତ କରୁଛି। ଏନେଇ ପରାମର୍ଶ ଜାରି କରିଛି ଇଣ୍ଡିଗୋ…

ଆଗାମୀ 12 ଘଣ୍ଟାରେ ଲଘୁଚାପ, 36 ଘଣ୍ଟାରେ ନେବ ଅବପାତର ରୂପ

ଭୁବନେଶ୍ବର: ଆଗାମୀ 12 ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ । ଆଜି ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପୂର୍ବକେନ୍ଦ୍ରୀୟ ଆରବସାଗରେ ଲଘୁଚାପ ସୃଷ୍ଟି ସୃଷ୍ଟି ହେବ । କର୍ଣ୍ଣାଟକ ଓ ଗୋଆ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ…

ଠାକୁରାଣୀ ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣା, 3 ଯୁବକ ମୃତ

ଗୁଣପୁର: ଗୁମୁଡ଼ା ଫାଣ୍ଡି ବଂଶଧାରା ନଦୀ ପୋଲରେ ମର୍ମନ୍ତୁଦ ଦୁର୍ଘଟଣା । ଆଜଣା ଗାଡ଼ା ଧକ୍କାରେ 3 ଯୁବକଙ୍କ ମୃତ୍ୟୁ । ସମସ୍ତ ମୃତକ ଗୁଡ଼ାରି କଇଠପଦର ଓ ଜଗନ୍ନାଥପୁର ଗାଁର ବୋଲି ଜଣା ପଡ଼ିଛି । ଠାକୁରାଣୀ ଯାତ୍ରା…

ଚାଉଳକୁ ନେଇ ଏମିତି କ’ଣ କହିଦେଲେ ଜାପାନ କୃଷି ମନ୍ତ୍ରୀ, ତାଙ୍କୁ ହଠାତ୍ ଦେବାକୁ ପଡ଼ିଲା ଇସ୍ତଫା, ଜାଣନ୍ତୁ

ନୂଆଦିଲ୍ଲୀ: ଜାପାନର କୃଷି ମନ୍ତ୍ରୀ ତକୁଏତୋ ଚାଉଳକୁ ନେଇ ଦେଇଥିବା ଏକ ବିବାଦୀୟ ବୟାନ ପାଇଁ ବୁଧବାର ଦିନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏତୋ କହିଥିଲେ ଯେ, ତାଙ୍କୁ କେବେ ଚାଉଳ କିଣିବାର ଆବଶ୍ୟକତା ପଡିନାହିଁ ।…

ମୌସୁମୀ ପହଞ୍ଚିବାକୁ ଅନୁକୁଳ ହେଉଛି ପାଗ, 3 ଘଣ୍ଟା ପ୍ରବଳ ବର୍ଷା

ଭୁବନେଶ୍ବର: ମୌସୁମୀ ପହଞ୍ଚିବାକୁ ଅନୁକୁଳ ହେଉଛି ପାଗ । ଆଜି 3 ଘଣ୍ଟା ବର୍ଷା ହେବା ନେଇ ସତର୍କ କଲା ପାଣିପାଗ ବିଭାଗ । ଏହା ସହ 40 ରୁ 50 କିମି ବେଗରେ ବହିପାରେ ପବନ । ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ପାଣିପାଗ…

ଦେଶର ପ୍ରଥମ ପୂର୍ଣ୍ଣ ସାକ୍ଷର ରାଜ୍ୟ ହେଲା ମିଜୋରାମ, ହାସଲ କଲା ୯୭% ପ୍ରତିଶତ ସାକ୍ଷରତା

ନୂଆଦିଲ୍ଲୀ: ମିଜୋରାମ ଏକ ବଡ଼ ସଫଳତା ହାସଲ କରିଛି। ଏହା ଭାରତର ପ୍ରଥମ ପୂର୍ଣ୍ଣ ସାକ୍ଷର ରାଜ୍ୟ ହୋଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର (୨୦ ମଇ) ଏହା ଘୋଷଣା କରିଛି। କେରଳ ସମେତ ସମସ୍ତ ରାଜ୍ୟକୁ ପଛରେ…

3 ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ, ମୁଣ୍ଡ ଉପରେ ଥିଲା ୩୬ ଲକ୍ଷ ପୁରସ୍କାର ରାଶି

ନୂଆଦିଲ୍ଲୀ: ଛତିଶଗଡ଼-ମହାରାଷ୍ଟ୍ର ସୀମାନ୍ତରୁ 3 ମାଓବାଦୀ ଗିରଫ । ଗଡ଼ଚରେଲି ଅଞ୍ଚଳ ଜଙ୍ଗଲରୁ ମାଓବାଦୀଙ୍କୁ ଗିରଫ କଲା ପୋଲିସ । ତେବେ ସେମାନଙ୍କଠାରୁ 7ଟି ବନ୍ଧୁକ ସହ ବିସ୍ଫୋରକ ପୋଲିସ ଜବତ କରିଛି । ପୋଲିସକୁ…