Browsing Category
Top Stories
‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେଲେ ଅଭିନେତା ଅମୀର ଖାନ୍ : ନିଜ ଘରେ ଉଡାଇଲେ ଜାତୀୟପତାକା
ମୁମ୍ବାଇ: ବଲିଉଡ ଅଭିନେତା ଅମୀର ଖାନଙ୍କ ଫିଲ୍ମ 'ଲାଲ ସିଂହ ଚଡ୍ଡା'କୁ ନେଇ ବିବାଦ ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଏହି ଚଳଚିତ୍ରକୁ ବୟ କଟ କରିବାକୁ ମଧ୍ୟ ଦାବି ହେଉଛି । ତେବେ ଏହାରି ମଧ୍ୟରେ ଅଭିନେତା ଅମୀର ଖାନ…
ଆକାଶରେ ରାଜ୍ କରିବେ ଏଲିଏନ୍ସ… ଆକାଶରେ ପ୍ଲେନ ବଦଳରେ ଉଡ଼ିବ ୟୁଏଫଓ
ଏଲିଏନ୍ସ ମାନେ ସତରେ ଅଛନ୍ତି କି ନାହାନ୍ତି ତାକୁ ନେଇ ସର୍ବଦା ଦ୍ୱନ୍ଦ ଲାଗି ରହିଥାଏ । ତେବେ ଏଲିଏନ୍ସକୁ ନେଇ ଅନେକ ସିନେମା ହୋଇଥିବା ବେଳେ କିଛି ବ୍ୟକ୍ତି ଏଲିଅନ୍ସଙ୍କ ଉପରେ ଅନେକ କାହାଣୀ ମଧ୍ୟ ଲେଖିଥିବାର…
ଓଡ଼ିଶାକୁ ଦାଉ ସାଜିଲା ଛତିଶଗଡ଼: ଖରାଦିନେ ବୁନ୍ଦାଏ ପାଣି ଦେଲାନି, ବର୍ଷାଦିନେ ବୁଡାଇ ମାରିବ
ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଆଜି ଆଉ ଏକ ଲଘୁ ଚାପ ସୃଷ୍ଟି ହେବା ପରେ ଏହାର ପ୍ରଭାବରେ ଆଗକୁ ବର୍ଷାର ପରିମାଣ ଆହୁରି ବଢିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଫଳରେ ରାଜ୍ୟର ବିଭୀନ୍ନ…
ଆବଶ୍ୟକତାଠାରୁ ଅଧିକ ପାଣି ପିଅନ୍ତୁ ନାହିଁ: ନଚେତ୍ ଶରୀରର ଏହି ଅଙ୍ଗ ହେବ କ୍ଷତିଗ୍ରସ୍ତ
ନୂଆଦିଲ୍ଲୀ: ଅଧିକ ପାଣି ପିଇଲେ ସ୍ୱାସ୍ଥ୍ୟ ଭଲ ରୁହେ ବୋଲି ଆମେ ପିଲାବେଳୁ ଶୁଣି ଆସୁଛୁ । କିନ୍ତୁ ଅଧିକ ପାଣି ପିଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ । ପାଣି ପିଇବା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ…
ଫ୍ୟାନ ମାନଙ୍କ ମନରେ ଉତ୍କଣ୍ଠା , କ୍ୟାପଟେନ ଆମେରିକା Virgin?
ମାର୍ଭେଲ ସିନେମାଟିକ ୟୁନିଭର୍ସରେ କ୍ରିସ ଇଭାନ୍ସ ଷ୍ଟିଭ ରୋଜର୍ସ ଆକା କ୍ୟାପଟେନ ଆମେରିକା ଭୂମିକାରେ ନଜର ଆସିଥିଲେ । ଆଉ ଏହି ଚଳଚିତ୍ର ତାଙ୍କୁ କେବଳ ସଫଳତା ଦେଇ ନଥିଲା ବରଂ ଏକ ନାମ ମଧ୍ୟ ଦେଇଥିଲା । ଲୋକେ ତାଙ୍କୁ…
ସୋନିଆଙ୍କ ପିଛା ଛାଡୁନି କରୋନା, ୩ମାସ ଭିତରେ ୩ଥର ପଜିଟିଭ
ନୂଆଦିଲ୍ଲୀ: ପୁଣି କରୋନା ରେ ଆକ୍ରାନ୍ତ ହେଲେ ସୋନିଆ । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ପୁଣି କରୋନା ପଜିଟିଭ ହୋଇଛନ୍ତି । ଦଳର ସାଂସଦ ତଥା ସାଧାରଣ ସମ୍ପାଦକ ଜୟରାମ ରମେଶ ଏହି ସୂଚନା ଟ୍ୱିଟ ମାଧ୍ୟମରେ ସୂଚନା…
ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ: ମହାନଦୀରେ ଛୋଟ ବନ୍ୟା ଆଶଙ୍କା, କର୍ମଚାରୀଙ୍କ ଛୁଟି ବାତିଲ୍
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପରବର୍ତ୍ତୀ ୧୨ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ଏହା ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ ।…
ଆସନ୍ତା ମାସରୁ ମାଗଣାରେ ମିଳିବ ବିଦ୍ୟୁତ୍! ସରକାର ନେଲେ ବଡ଼ ନିଷ୍ପତ୍ତ
ନୂଆଦିଲ୍ଲୀ: ରାଜ୍ୟବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ସେ କହିଛନ୍ତି ଯେ, ୧ ସେପ୍ଟେମ୍ବରରୁ ରାଜ୍ୟର ପ୍ରାୟ ୫୧ ଲକ୍ଷ ପରିବାରଙ୍କୁ ବିଦ୍ୟୁତ୍ ବିଲ୍ ଦେବାକୁ ପଡିବ ନାହିଁ ।…
ହୀରାକୁଦ, ତାମ୍ପରା ଓ ଅଂଶୁପାକୁ ମିଳିଲା ‘ରାମସର ସାଇଟ୍’ ମାନ୍ୟତା
ନୂଆଦିଲ୍ଲୀ: ଦେଶର ଆଉ ୧୧ଟି ଆର୍ଦ୍ରଭୂମିକୁ ମିଳିଛି ରାମସର ସାଇଟ ମାନ୍ୟତା। ଯେଉଁଥିରେ ସାମିଲ ଅଛି ଓଡ଼ିଶାର ତାମ୍ପରା, ହୀରାକୁଦ ଓ ଅଂଶୁପା ହ୍ରଦ। ଗତ ମାସରେ ଭାରତର ୧୦ଟି ଆର୍ଦ୍ରଭୂମିକୁ ରାମସର ସାଇଟ ମାନ୍ୟତା…
ଘୁଞ୍ଚିଲା ‘ଓଏସ୍ଏସ୍ସି’ର ଏହି ସବୁ ପରୀକ୍ଷା ତାରିଖ, ଜାଣନ୍ତୁ ସବିଶେଷ ସୂଚନା
ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ଓଏସ୍ଏସ୍ସି)ର ଏହି ମାସରେ ହେବାକୁ ଥିବା ଅନେକ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖିଛି। ଆୟୋଗ ପକ୍ଷରୁ ମିଳିଥିବା ସବିଶେଷ ସୂଚନା ଅନୁଯାୟୀ ବୈଷୟିକ ସହାୟକ ୨୦୨୧…