Browsing Category

Top Stories

ସରକାର ବନ୍ଦ କଲେ ୧୮ଟି OTT App, ଅଶ୍ଳୀଳ କଣ୍ଟେଣ୍ଟ ଦେଖାଉଥିବା ଆପ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ସରକାର ଅଶ୍ଳୀଳ କଣ୍ଟେଣ୍ଟ ଦେଖାଉଥିବା ଓଟିଟି ପ୍ଲାଟଫର୍ମ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ କିଛି ଦିନ ପୂର୍ବରୁ ହିଁ ଏଭଳି ଅନେକ ଆପ୍ସକୁ ବ୍ୟାନ…

ଦିଲ୍ଲୀରେ ଆଉ ଏକ ଅତୁଲ ସୁଭାଷ ଘଟଣା, ପତ୍ନୀଙ୍କ ନିର୍ଯାତନା ସୀମା ପାର କରିବା ପରେ ପୁତିନ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ- ନୂଆବର୍ଷକୁ ସ୍ୱାଗତ କରିବାକୁ ସବୁଠି ଉତ୍ସାହ । ହେଲେ ଦିଲ୍ଲୀର ମଡେଲ ଟାଉନର ଏକ ପରିବାରର ଆକାଶରେ ଛାୟୀଗଲା ଦୁଃଖର ବାଦଲ । ୩୧ ସଂଧ୍ୟାରେ ପରିବାରର ପୁଅ ପତ୍ନୀ ନିର୍ଯାତନାରେ ଅତିଷ୍ଠ ହୋଇ ଝିଲିପଡିଲା ।…

(Big Breaking) ନୂଆବର୍ଷରେ ନୂଆ ରାଜ୍ୟପାଳ ପାଇବ ରାଜ୍ୟ, ୩ରେ ନେବେ ଶପଥ

ଭୁବନେଶ୍ୱର- ନୂଆ ବର୍ଷରେ ନୂଆ ରାଜ୍ୟପାଳ ପାଇବ ଓଡିଶା । ଆସନ୍ତା ୩ ତାରିଖରେ ହରିବାବୁ କମ୍ଭମପତି ଶପଥପାଠ କରିବେ । ତେଣୁ ଆସନ୍ତା କାଲି ସେ ଭୁବନେଶ୍ୱରରେ ପହଞ୍ଚିବେ । ଅପରାହ୍ନ ୩ଟାରେ ସେ ଭୁବନେଶ୍ୱରରେ ପହଞ୍ଚି…

ପର୍ଯ୍ୟଟନ ଶିଳ୍ପରେ ରାଜ୍ୟ ହେବ ୧ ନମ୍ବର, ଉକ୍ରର୍ଷ ଓଡିଶର ମୂଳଦୂଆ ପଡିବ: ପ୍ରଭାତୀ ପରିଡା

ଭୁବନେଶ୍ୱର- ୨୦୨୫ ହେବ ଓଡିଶା ପାଇଁ ପ୍ରଗତିର ବର୍ଷ । ଏହି ବର୍ଷରେ ରାଜ୍ୟକୁ ଟୁରିଜିମ ହବ କରିବାକୁ ମୋହନ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟ ଏବେ ଦେଶରେ ଟୁରିଜିମ କ୍ଷେତ୍ରରେ ୧୭ ନମ†ରରେ ରହିଛି । ଆସନ୍ତା ଦିନରେ…

ଏକ୍ସପାରି ମୋବାଇଲରେ ଚାଲିବନି Whatsapp, କିଣିବାକୁ ପଡ଼ିବ ନୂଆ ଫୋନ୍! ଜାଣନ୍ତୁ କେଉଁ କେଉଁ ଫୋନରେ ସର୍ଭିସ୍ ବନ୍ଦ କରିବ କମ୍ପାନୀ

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭ ହୋଇସାରିଛି । ବର୍ଷ ବଦଳିବା ସହ ଅନେକ ପରିବର୍ତ୍ତନ ମଧ୍ୟ ଘଟିବା ଆରମ୍ଭ ହୋଇଯାଇଛି । ବହୁଳ ବ୍ୟବହାର କରାଯାଉଥିବା ହ୍ୱାର୍ଟ୍ସଆପ୍ ମଧ୍ୟ ନିଜ ନିୟମରେ କିଛିଟା ପରିବର୍ତ୍ତନ କରିଛି ।…

କାହିଁକି ନୂଆବର୍ଷ ଅବସରରେ ବୁଲାଇ ନେବା ବାହାନାରେ ୫ ମହିଳାଙ୍କୁ ହତ୍ୟା କଲା ଜହ୍ଲାଦ ଯୁବକ?

ଲକ୍ଷ୍ନୌ- ଉତ୍ତର ପ୍ରଦେଶରେ ଯୁବକଙ୍କ ନାରକୀୟକାଣ୍ଡ । ଏକା ଥରେ ଆରପାରିକି ପଠାଇଦେଲା ୫ ଜଣଙ୍କୁ । ସବୁଠାରୁ ବଡ କଥା ଏହି ସମସ୍ତ ଥିଲେ ତା ପରିବାରର ସଦସ୍ୟ । ମୃତକଙ୍କ ଭିତରେ ଥିଲେ ଜହ୍ଲାଦ ଯୁବକର ଜନ୍ମଦାତ୍ରୀ ଓ ୪…

ଆସନ୍ତା କାଲି ରାଜ୍ୟରେ ପହଞ୍ଚିବ ଡବଲ ଡେକର ବସ, ଏମାନଙ୍କ ପାଇଁ ହେବ ବ୍ୟବହାର

ଭୁବନେଶ୍ୱର- କାଲି ରାଜଧାନୀରେ ଗଡିବ ଡବଲ ଡେକର ବସ । କାଲି ଆସି ପହଞ୍ଚିବ ଏହି ବହୁ ପ୍ରତୀକ୍ଷିତ ବସ । ବର୍ତ୍ତମାନ ପାଇଁ ୪ଟି ବସ ରାଜ୍ୟରେ ଗଡିବା ନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ…

ନୂଆ ବର୍ଷରେ ଏହି ୫ଟି ସଂକଳ୍ପ ଆପଣଙ୍କୁ କରିଦେବ କୋଟିପତି, କେବେ ବି ହେବନି ଟଙ୍କାର ଅଭାବ

ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭ ହୋଇସାରିଛି । ଚଳିତ ବର୍ଷ ନିଜ ଭବିଷ୍ୟତକୁ ଉତ୍ତମ କରିବା ପାଇଁ ଅନେକ ସଂକଳ୍ପ ନେଇଥିବେ । ଆଜି ଆମେ ଆପଣଙ୍କୁ ଅର୍ଥନୀତି କ୍ଷେତ୍ରରେ ସ୍ୱାଧୀନତା ହାସଲ କରିବା ପାଇଁ ଟିପ୍ସ ବିଷୟରେ…

ଆଜିଠୁ ଶସ୍ତା ହୋଇଗଲା ବିମାନରେ ଯାତ୍ରା କରିବା, ନୂଆ ବର୍ଷରେ ବୁଲିବା ପ୍ଲାନ କରିଥିଲେ ପଡିବନି ପକେଟ ଉପରେ ପ୍ରଭାବ

ନୂଆଦିଲ୍ଲୀ: ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । ନୂଆବର୍ଷ ଅବସରରେ ଯାତ୍ରୀଙ୍କ ପାଇଁ ବିମାନରେ ଟ୍ରାଭେଲ୍ କରିବା ଶସ୍ତା ହୋଇଯାଇଛି । ସରକାରୀ ତୈଳ କମ୍ପାନୀମାନେ ଏୟାରଲାଇନ୍ସ କମ୍ପାନୀଗୁଡ଼ିକୁ ବଡ଼ ଆଶ୍ୱସ୍ତି ପ୍ରଦାନ…

Breaking: ସିଂହଦ୍ୱାରରେ ଶ୍ରଦ୍ଧାଳୁ ଠେଲାପେଲା, ବ୍ୟାରିକେଡ ଭାଙ୍ଗି ମନ୍ଦିର ଭିତରେ ପଶିଲେ ଭକ୍ତ

ପୁରୀ: ନୂଆବର୍ଷ ପାଇଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ମଧ୍ୟ ରାତ୍ରୀରୁ ଭକ୍ତଙ୍କ ଭିଡ଼ ଲାଗିଛି । ଠେଲାପେଲା ପରିସ୍ଥିତି ଉପୁଜିବା କାରଣରୁ ଶ୍ରଦ୍ଧାଳୁ ବ୍ୟାରିକେଡ୍ ଭାଙ୍ଗିଦେଇଛନ୍ତି । ସିଂହଦ୍ୱାର…