Browsing Category
Top Stories
ପୁଣି ଦୌଡିବ ୧୦ ବର୍ଷ ପୁରୁଣା ଡିଜେଲ୍ ଗାଡି, ବାସ୍ କରିବାକୁ ପଡିବ ଏହି କାମ
ନୂଆଦିଲ୍ଲୀ : ଯଦି ଆପଣଙ୍କ ପାଖରେ ୧୦ ବର୍ଷର ପୁରୁଣା ଡିଜେଲ୍ ଗାଡି ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ନିଶ୍ଚିତ ଭାବେ ଲାଭଦାୟକ ହୋଇପାରେ । ଦିଲ୍ଲୀ ସରକାର ଏମିତି ଗାଡି ମାଲିକଙ୍କ ପାଇଁ ବଡ ଆଶ୍ୱସ୍ତିକର ଖବର ନେଇକି…
ଆଇନ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ; କେନ୍ଦ୍ରାପଡ଼ା ଗସ୍ତ ବେଳେ ବିରୋଧ
କେନ୍ଦ୍ରାପଡ଼ା ଗସ୍ତ ବେଳେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିରୋଧ । କେନ୍ଦାପଡ଼ା ଲ’ କଲେଜ ଛକରେ ଯୁବ କଂଗ୍ରେସ କଳାପତାକା ପ୍ରଦର୍ଶନ କରିଥିବାବେଳେ, ଗୁଲନଗର ଛକରେ ବିରୋଧ କରିଛି ବିଜେପି । ଉଭୟ ଦଳର କର୍ମୀଙ୍କ…
ରିଅଲ ଲାଇଫ୍ ସୂର୍ଯ୍ୟବଂଶୀଙ୍କ ପ୍ରେରଣାଦାୟୀ କାହାଣୀ: ଆଇପିଏସ୍ ବିଶ୍ୱାସ ନଙ୍ଗାରେ ପାଟିଲ
ନୂଆଦିଲ୍ଲୀ: ନିକଟରେ ଦୀପାବଳି ଅବସରରେ ରିଲିଜ ହୋଇଥିଲା ବଲିଉଡ ଫିଲ୍ମ ସୂର୍ଯ୍ୟବଂଶୀ । ଏହି ଫିଲ୍ମଟିକୁ ଅପାର ସଫଳତା ମିଳିଥିବା ବେଳେ ଦୁଇ ବର୍ଷରେ ପ୍ରଥମ ଫିଲ୍ମ ଭାବେ ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ଏହି…
SBI ଗ୍ରାହକଙ୍କ ପାଇଁ ସହଜ ହେଲା ବ୍ୟାଙ୍କିଂ ସେବା; ଏହି ଟୋଲ ଫ୍ରି ନମ୍ବରରେ ମିଳିବ ସବୁ ସେବା
ନୂଆଦିଲ୍ଲୀ: ଇଣ୍ଟରନେଟ୍ ମନୁଷ୍ୟ ଜୀବନକୁ ସରଳ କରିଦେଇଛି । ମୋବାଇଲ ଯୋଗୁଁ ହାତମୁଠାରେ ସଂପୂର୍ଣ୍ଣ ଦୁନିଆ । ଏମିତି ଅନେକ କାମ ରହିଛି ଯାହା ଆପଣ ଘରେ ବସି ଚୁଟକୀରେ କରିପାରିବେ ଯେଉଁଥିପାଇଁ ପୂର୍ବରୁ ଅଧିକ ଅର୍ଥ ମଧ୍ୟ…
ମାହାଙ୍ଗା ଡବଲ ମର୍ଡର ମାମଲା: ରିପୋର୍ଟ ମାଗିଲେ କୋର୍ଟ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢୁଛି ମନ୍ତ୍ରୀଙ୍କ ଅଡୁଆ । ଏହି ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିବା ବେଳେ ଶନିବାର ଏହି ମାମଲାକୁ ନେଇ ରିପୋର୍ଟ…
ମାଗଣାରେ ମିଳିବ ୧୦୦୦ ଟଙ୍କାର OTT ସବସ୍କ୍ରିପସନ: ଜାଣନ୍ତୁ କେମିତି
ନୂଆଦିଲ୍ଳୀ: କରୋନା ସମୟରେ ଥିଏଟର ଗୁଡିକରେ ଭିଡ କମଥିବା ବେଳେ ଓଟିଟି ପ୍ଲାଟଫର୍ମର ଚାହିଦା ବଢିବାରେ ଲାଗିଛି । ଏମିତିରେ ଯଦି ଆପଣଙ୍କୁ କୁହାଯିବ କି ଆପଣଙ୍କୁ ୧୦୦୦ ଟଙ୍କାର ଓଟିଟି ସବସ୍କ୍ରିପସନ ସମ୍ପୂର୍ଣ୍ଣ…
ମୁଖ୍ୟମନ୍ତ୍ରୀଙ୍କ ୫୦୦ କୋଟିର ସହରାଞ୍ଚଳ ପ୍ୟାକେଜ; ଜୁନ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ସହାରାଞ୍ଚଳ ରାସ୍ତାଘାଟ ଓ ନର୍ଦ୍ଦମା ମରାମତି ପାଇଁ ୫୦୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ମରାମତି ସହ ଉନ୍ନତୀକରଣ ପାଇଁ ଖର୍ଚ୍ଚ ହେବ ଏହି ରାଶି । ବର୍ଷା ଯୋଗୁଁ ସହରାଞ୍ଚଳର ରାସ୍ତା କ୍ଷତିଗ୍ରସ୍ତ…
ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧; କ୍ରମାଗତ ୫ମ ଥର ପାଇଁ ଇନ୍ଦୋର ସବୁଠାରୁ ପରିଷ୍କାର ସହର
ନୂଆଦିଲ୍ଲୀ: ସ୍ୱଚ୍ଛ ସର୍ବେକ୍ଷଣରେ କ୍ରମାଗତ ଭାବରେ ପଞ୍ଚମ ଥର ପାଇଁ ‘ସ୍ୱଚ୍ଛତା ତାଜ୍’ ହାତେଇଛି ମଧ୍ୟପ୍ରଦେଶର ଇନ୍ଦୋର ସହର । ୫ମ ଥର ପାଇଁ ଇନ୍ଦୋରକୁ ଭାରତର ସବୁଠାରୁ ସ୍ୱଚ୍ଛ ସହର ଭାବେ ଘୋଷଣା କରାଯାଇଛି । ଗୃହ…
ମର୍ଚ୍ଚାଣ୍ଟ ଡି ଲାଙ୍ଗେଙ୍କ ବିରଳ ରେକର୍ଡ:୨ ଓଭରରେ ନେଲେ ୫ ୱିକେଟ
ନୂଆଦିଲ୍ଲୀ: କ୍ରିକେଟ ଦିନକୁ ଦିନ ବ୍ୟାଟ୍ସମ୍ୟାନଙ୍କ ଖେଳ ପାଲଟିବାରେ ଲାଗିଥିବା ବେଳେ ବୋଲରଙ୍କ ପାଇଁ ଏହା ଦୁସ୍ୱପ୍ନ ପାଲଟିଛି । ପରିବର୍ତ୍ତିତ ନିୟମ ସହିତ ବ୍ୟାଟ୍ସମ୍ୟାନଙ୍କୁ ଅଧିକ ସୁବିଧା ମିଳୁଥିବା ବେଳେ ବ୍ୟାଟର…
ଆଡମିଟ କାର୍ଡ ଜାରି କଲା IBPS; ଜାଣନ୍ତୁ କେମିତି କରିବେ ଡାଉନଲୋଡ
ନୂଆଦିଲ୍ଳୀ: ବ୍ୟାଙ୍କ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଆଇବିପିଏସ୍ ପକ୍ଷରୁ ପ୍ରକାଶ ପାଇଁ ପ୍ରୋବେଶନାରୀ ଅଫିସର ପଦ ପାଇଁ ହେବାକୁ ଥିବା ପରୀକ୍ଷାର ଆଡମିଟ କାର୍ଡ ପ୍ରକାଶ ପାଇଛି । ପିଓ ପଦ ପାଇଁ ଅନୁଷ୍ଠିତ…