Browsing Category
Top Stories
IPL 2025 CSK vs DC: ଧୋନି କରିପାରିଲେନି କମାଲ୍, CSKକୁ 25 ରନରେ ହରାଇ ପଏଣ୍ଟ ଟେବୁଲ ଶୀର୍ଷରେ DC
ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗସକୁ 25 ରନରେ ପରାସ୍ତ କରିଛି । ଦିଲ୍ଲୀ IPL 2025 ରେ ବିଜୟର ହ୍ୟାଟ୍ରିକ୍ ରେକର୍ଡ କରିଛି, ଅନ୍ୟପକ୍ଷରେ CSK ଲଗାତାର ତୃତୀୟ ଥର ପାଇଁ ପରାସ୍ତ ହୋଇଛି ।…
ପଇଡ଼ ପାଣି ହେଲା କାଳ! ପିଇବାର କିଛି ଘଣ୍ଟା ମଧ୍ୟରେ ଜଣେ ବ୍ୟକ୍ତିର ମୃତ୍ୟୁ, କରିଥିଲେ ଏହି ଭୁଲ
ନୂଆଦିଲ୍ଲୀ: ନଡ଼ିଆ ପାଣି ବହୁତ ସ୍ୱାସ୍ଥ୍ୟକର ଏବଂ ଶକ୍ତିଶାଳୀ ବୋଲି ବିବେଚନା କରାଯାଇଥାଏ । ଏଥିରେ ପ୍ରାକୃତିକ ଭାବରେ ଇଲେକ୍ଟ୍ରୋଲାଇଟ୍ସ ଥାଏ, ଯାହା ଶରୀରକୁ ପୋଟାସିୟମ, ମ୍ୟାଗ୍ନେସିୟମ ଏବଂ କ୍ୟାଲସିୟମ ଭଳି ଜରୁରୀ…
(Video) NZ vs PAK ମ୍ୟାଚରେ ହଇଚଇ, ଫ୍ୟାନ୍ସଙ୍କୁ ବାଡେଇବା ପାଇଁ ଦୌଡ଼ିଲେ ପାକିସ୍ତାନୀ କ୍ରିକେଟର ଖୁଶଦିଲ ଶାହ
ନୂଆଦିଲ୍ଲୀ: ପାକିସ୍ତାନକୁ ନ୍ୟୁଜିଲ୍ୟାଣ୍ଡ ହାତରେ ଦିନିକିଆ ସିରିଜରେ ମଧ୍ୟ ହାରିବାକୁ ପଡିଛି। ଟି-୨୦ ସିରିଜ ହାରିବା ପରେ କିୱି ଟିମ ପାକିସ୍ତାନକୁ ଦିନିକିଆରେ ୩-୦ରେ ପରାସ୍ତ କରିଛି। ପାକିସ୍ତାନର ହାରିବା ପରେ ଟିମର…
ଟେଲିଗ୍ରାମରେ ମାଗଣାରେ ଫିଲ୍ମ ଦେଖୁଥିଲେ ସାବଧାନ, ଭୋଗିପାରନ୍ତି ଜେଲ୍ ଦଣ୍ଡ
ନୂଆଦିଲ୍ଲୀ: ଭାରତରେ ଫିଲ୍ମ ପ୍ରେମୀ ବହୁତ ଅଛନ୍ତି। ଅନେକ ଲୋକେ ଥିଏଟର ଯାଇ ଫିଲ୍ମ ଦେଖନ୍ତି। ଅନେକ ଲୋକେ ସବସ୍କ୍ରିପସନ ନେଇ ନେଟଫ୍ଲିକ୍ସ, ଆମଜନ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ଫିଲ୍ମ ଦେଖନ୍ତି। କିନ୍ତୁ ଅଧିକାଂଶ…
ଗଡ଼ିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ, ଅଣଲେଉଟା ରଥରେ ମାଉସୀ ଘର ଯିବେ ମହାପ୍ରଭୁ
ଭୁବନେଶ୍ବର: ଆଜି ପବିତ୍ର ଅଶୋକାଷ୍ଟମୀ । ବିଳମ୍ବରେ ହେଉପଛେ ଗଡ଼ିଲା ଅଣଓସାରିଆ ରୁକୁଣା ରଥ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥ ଯାତ୍ରା ଆରମ୍ଭ କରିଛି । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଦର୍ଶକଙ୍କର…
ପୁରୁଷଙ୍କ ପାଇଁ କେଉଁ ହରମୋନ ଜରୁରୀ, କମ୍ ହେଲେ ଦେଖାଯାଏ ଏହି ଗମ୍ଭୀର ସମସ୍ୟା
ନୂଆଦିଲ୍ଲୀ: ପୁରୁଷଙ୍କ ଶରୀରରେ ହରମୋନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହି ହରମୋନଗୁଡ଼ିକ କେବଳ ଯୌନ ସ୍ୱାସ୍ଥ୍ୟ ଏବଂ ମାଂସପେଶୀ ଶକ୍ତି ବଜାୟ ରଖିବାରେ ପ୍ରଭାବଶାଳୀ ନୁହେଁ, ବରଂ ଶାରୀରିକ ଏବଂ ମାନସିକ…
ଏଣିକି ପରିବାରର ପ୍ରତି ସଦସ୍ୟଙ୍କୁ ମିଳିବ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର: ଆୟୁଷ୍ମାନ ଭାରତକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରେସମିଟ ଜାରି କରିଛନ୍ତି। ଆୟୁଷ୍ମାନ ଭାରତକୁ ନେଇ ସେ ବଡ଼ ଘୋଷଣା କରିଛନ୍ତି। ଏଣିକି ପରିବାରର ପ୍ରତି ସଦସ୍ୟଙ୍କୁ ମିଳିବ ସ୍ୱାସ୍ଥ୍ୟ…
ସ୍ୱାମୀ ଥିଲା ବିଦେଶରେ, ପ୍ରେମିକ ଦ୍ୱାରା ଗର୍ଭବତୀ ହେଲା ପ୍ରେମିକା, ଗର୍ଭପାତ ସମୟରେ ଚାଲିଗଲା ଜୀବନ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରତାପଗଢରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଅଜ୍ଞାତ ମହିଳାଙ୍କ ଶବ ଉଦ୍ଧାର ପରେ ଯେଉଁ ସୂଚନା ଜଣାପଡିଛି, ତାକୁ ଶୁଣିବାପରେ ସମସ୍ତଙ୍କ ହୋସ ଉଡିଯାଇଛି।…
ସ୍ତ୍ରୀ ନିର୍ଯାତନା ସହିନପାରି ଟ୍ରେନ ଆଗକୁ ଡେଇଁଲେ ଯୁବକ, ତୋତେ ମାରିବି ତୋ ସଂପତ୍ତିର ଭାଗ ନେବି କହିଥିଲା ସ୍ତ୍ରୀ
ଭୁବନେଶ୍ବର: ଖୋର୍ଦ୍ଧାରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ସ୍ତ୍ରୀ ନିର୍ଯାତନା ସହି ନପାରି ଟ୍ରେନ ଆଗକୁ ଡେଇଁ ପଡିଲେ ଯୁବକ ।
ଧଉଳିମୁହଁ ଷ୍ଟେସନ ନିକଟରୁ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ…
ବିଧାତାର ଏ କି ଲିଖନ: ସଡ଼କ ଦୁର୍ଘଟଣାରେ ଚାଲିଗଲା ମା-ବାପାଙ୍କ ଜୀବନ, କାନ୍ଦୁଛି ଅଳ୍ପକେ ବର୍ତ୍ତିଥିବା କୁନି ପୁଅ
ଯାଜପୁର: ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ମା-ବାପାଙ୍କ ଜୀବନ କୁନିପୁଅ ଆଖି ସାମ୍ନାରେ ଚାଲିଯାଇଛି। ଏହି ଦୁର୍ଘଟଣାଟି ପାଣିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ଘଟିଛି।
ସୂଚନା ଅନୁଯାୟୀ, ଗୋଟିଏ…