Browsing Category

Top Stories

ଆସିଲା ବିଜ୍ଞପ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ ତାରିଖ ନୁହେଁ; ମୃତ୍ୟୁ ତାରିଖ ହେବ ବିଚାରଯୋଗ୍ୟ

ଭୁବନେଶ୍ୱର: ସରକାରୀ କ୍ଷେତ୍ରରେ ଅନୁକମ୍ପାମୂଳକ ନିଯୁକ୍ତିରେ ଆବେଦନ ତାରିଖ ବଦଳରେ ମୃତ୍ୟୁ ତାରିଖ ବିଚାରକୁ ନିଆଯିବ। ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ ୨୦୧୬ ଲାଗୁ ହେବା ପରେ ଏବଂ ଓଡ଼ିଶା ବେସାମରିକ…

ସ୍ଲିପ୍ ଡିଭୋର୍ସ କ’ଣ ପାଇଁ ଆପଣାଉଛନ୍ତି ଯୁବପିଢ଼ି: ଜାଣନ୍ତୁ ଏହା କିପରି କରେ କାମ

ଆମ ସ୍ୱାସ୍ଥ୍ୟ ଏବଂ ମାନସିକ ଶାନ୍ତି ପାଇଁ ଭଲ ନିଦ ବହୁତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଯଦି ଆପଣଙ୍କ ସାଥୀ ରାତିସାରା ଘୁଙ୍ଗୁଡ଼ି ମାରେ, ଏପଟ ସେପଟ ଘୁରି ବୁଲେ, କିମ୍ବା ତାଙ୍କର ଭିନ୍ନ ଭିନ୍ନ ଶୋଇବା ଅଭ୍ୟାସ ଥାଏ ଯାହା…

ରାଜ୍ୟରେ ବିଜୁଳି, ଘଡ଼ଘଡି଼ ସହ ପ୍ରବଳ ବର୍ଷା ସମ୍ଭାବନା: ଏହିସବୁ ଜିଲ୍ଲାକୁ ସତର୍କବାଣୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳୁଛି। ଫଳରେ ଦିନର ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଭଲ ଖବର ଦେଇଛି। ବର୍ଷା ହେବା…

ସୋରରେ ହଇଚଇ: ଖଣ୍ଡାରେ ହାଣି ୩୦ ହଜାର ସହ ବାଇକ୍ ଲୁଟିନେଲେ ଲୁଟେରା

ଭୁବନେଶ୍ୱର: ସୋରରେ ଆଜି ଘଟିଯାଇଛି ଏକ ବଡ଼ ଧରଣର ଅଘଟଣ । ସେଠାରେ ଥିବା ଯୋଡ଼ିପୋଲ ଅଞ୍ଚଳରେ ହୋଇଛି ଲୁଟ୍ । ଖଣ୍ଡାରେ ଆକ୍ରମଣ କରି ବନ୍ଧୁକ ଦେଖା ଲୁଟ୍ କରିଛନ୍ତି କିଛି ଦୁର୍ବୃତ୍ତ । ୨ ଜଣଙ୍କଠାରୁ ପ୍ରାୟ ୩୦ ହଜାର…

ନବରାତ୍ରୀର ମହାଷ୍ଟମୀ ଦିନ କରନ୍ତୁ ଏହି ଉପାୟ, ମିଳିବ ମନଚାହୁଁଥିବା ଜୀବନସାଥୀ, ଦୃଢ ହେବ ଆର୍ଥିକ ସ୍ଥିତି

ଓଡ଼ିଶା ଭାସ୍କର: 5 ଏପ୍ରିଲ୍ ଅର୍ଥାତ୍ ଶନିବାର ହେଉଛି ଚୈତ୍ର ନବରାତ୍ରୀର ଅଷ୍ଟମ ଦିନ। ଏହି ଦିନ ଦେବୀ ଦୁର୍ଗାଙ୍କର ଅଷ୍ଟମ ରୂପ ମା ମହାଗୌରୀଙ୍କୁ ପୂଜା କରାଯାଏ। ନବରାତ୍ରୀର ଅଷ୍ଟମ ଦିନ ମହାଷ୍ଟମୀ ବୋଲି ମଧ୍ୟ…

ଏହି ଯୋଜନାରେ କରନ୍ତୁ ନିବେଶ, ପ୍ରତି ମାସରେ ମିଳିବ ୫ ହଜାର ୫୫୦ ଟଙ୍କା ଫିକ୍ସ ସୁଧ

ନୂଆଦିଲ୍ଲୀ: ଆଜି ଆମେ ପୋଷ୍ଟ ଅଫିସର ଏକ ଏଭଳି ଯୋଜନା ଅଛି, ଯେଉଁଥିରେ ଆପଣ ନିବେଶ କରି ମାସିକ ରୋଜଗାର କରିପାରିବେ। ଯଦି ଆପଣ ଏହି ଯୋଜନାରେ ନିବେଶ କରୁଛନ୍ତି, ତେବେ ଆପଣଙ୍କୁ ମାସିକ ୫ ହଜାର ୫୫୦ ଟଙ୍କାର ଫିକ୍ସ ସୁଧ…

ରୋହିତ ଶର୍ମାଙ୍କୁ ନେଇ ବଡ଼ ଖବର, ମୁମ୍ବାଇ ଇଣ୍ଡିଆନ୍ସ ଟିମରୁ ବାହାରିଗଲେ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ର ୧୬ତମ ମ୍ୟାଚରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ କ୍ୟାପ୍ଟେନ ଏବଂ ବିଶିଷ୍ଟ ଖେଳାଳି ରୋହିତ ଶର୍ମା ଟିମରୁ ବାହାରିଯାଇଛନ୍ତି। ରୋହିତଙ୍କୁ…

ପାଚିଲା ଅମୃତ ଭଣ୍ଡାକୁ ବିନା କାଟିକି କେମିତି ଜାଣିବେ ମିଠା କି ନୁହେଁ, କିଣିବା ସମୟରେ କରନ୍ତୁନି ଏହି ଭୁଲ୍‌

ଓଡ଼ିଶା ଭାସ୍କର: ଅମୃତ ଭଣ୍ଡା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଫଳ। ଏଥିରେ ମିନେରାଲ, ଭିଟାମିନ, ପ୍ରୋଟିନ୍ ଏବଂ ଫାଇବର ଭରପୁର ମାତ୍ରାରେ ରହିଥାଏ, ଯାହା ରକ୍ତକୁ ସଫା କରିବା ଏବଂ ହଜମ ପ୍ରକ୍ରିୟାକୁ ଠିକ୍ କରିବାରେ…

ମଉଜ କରିବେ କ୍ରିଏଟର୍ସ, YouTube Shorts ଆଣିବାକୁ ଯାଉଛି ଟିକ୍‌-ଟକ୍‌ର ଫିଚର

ନୂଆଦିଲ୍ଲୀ: ଟିକ୍‌-ଟକ ଇଣ୍ଡିଆରେ ବ୍ୟାନ ହେବା ପରେ କ୍ରିଏଟର୍ସ ଇନଷ୍ଟାଗ୍ରାମକୁ ସିଫ୍ଟ ହୋଇଛନ୍ତି। ଲୋକେ ଏହାକୁ ଖୁବ ପସନ୍ଦ କରୁଥିଲେ। ହେଲେ ଏହାରି ମଧ୍ୟରେ ୟୁଟ୍ୟୁବ ନିଜ ସର୍ଟସକୁ ଅପଡେଟ କରିଛି। ଏଠାରେ ମଧ୍ୟ ଲୋକେ…

ChatGPTର Ghibli ଟ୍ରେଣ୍ଡ ପରିବେଶ ପାଇଁ ବିପଦ, ଗୋଟିଏ ଫଟୋ ତିଆରି ପାଇଁ ଖର୍ଚ୍ଚ ହେଉଛି ଏତିକି LED bulb ଜଳାଇବାର ବିଦ୍ୟୁତ

ନୂଆଦିଲ୍ଲୀ: ଚାଟଜିପିଟି ର ରିଲିଜ ହୋଇଥିବା ଗିବଲି ଷ୍ଟାଇଲ ଇମେଜ ଜେନେରେସନ ଫିଚରକୁ ସୋସିଆଲ ମିଡିଆ ୟୁଜର୍ସ ଖୁବ ଜୋରରେ ବ୍ୟବହାର କରୁଛନ୍ତି। ଏହି ଟ୍ରେଣ୍ଡ କାରଣରୁ ବିଗତ ଦିନରେ ଚାଟଜିପିଟିର ସର୍ଭର ଡାଉନ୍ ହୋଇଥିଲା।…