Browsing Category

Top Stories

‘ଜମ୍ମୁ କଶ୍ମୀରବାସୀ ଯାହା ଚାହିଁବେ ମୁଁ ତାହା କରିବି’- ଏପରି ମନ୍ତବ୍ୟ ପରେ ଆଜାଦଙ୍କୁ ଆଜାଦ କରିଦେଲା କଂଗ୍ରେସ

ନୂଆଦିଲ୍ଲୀ: ଜମ୍ମୀ କଶ୍ମୀର କଂଗ୍ରେସରେ ବିବାଦ ଥମିବାର ନାଁ ଧରୁନାହିଁ । ଗୋଟିଏ ପଟେ ଦଳର କିଛି ନେତା ପ୍ରଦେଶ ନେତୃତ୍ୱକୁ ବିରୋଧ କରି ନିଜ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି । ଅନ୍ୟପଟେ ବରିଷ୍ଠ ନେତା ଗୁଲାମ ନବୀ…

ଭାରତ ସୀମା ଭିତରେ ଚୀନର ନୂତନ ଗାଁ, ସାମ୍ନାକୁ ଆସିଲା ସାଟେଲାଇଟ୍ ଇମେଜ୍

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ବିବାଦୀୟ ସୀମାରେ ଚୀନ୍ ଏକ ନୂତନ ଗାଁ ତିଆରି କରିଛି । ଏନେଇ ସାଟେଲାଇଟ୍ ରୁ ଦେଖିବାକୁ ମିଳିଛି । ପଡୋଶୀ ଦେଶ ଚୀନ, ଅରୁଣାଚଳ ପ୍ରଦେଶରେ ଏକ ଏନକ୍ଲେଭ୍ ତିଆରି କରିଛି । ଯେଉଁଠାରେ…

ଆଉ କିଛି ସମୟପରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶକୁ ତିନିଦିନିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିବେ । ଆଜି ସକାଳ ୯ଟା ସମୟରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଗୁରୁ ନାନକ ପ୍ରକାଶ ପର୍ବ…

ପାକିସ୍ତାନ ବିଧାୟକଙ୍କ ବୟଫ୍ରେଣ୍ଡ ସହ ଅଶ୍ଳୀଳ ଭିଡିଓ ହେଲା ଲିକ୍, ଅନ୍ତରଙ୍ଗ ମୁହୂର୍ତ୍ତର Video Clipକୁ ନେଇ ହଙ୍ଗାମା

ଇସଲାମାବାଦ:ପାକିସ୍ତାନର ଜଣେ ମହିଳା ବିଧାୟକଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ବିଧାୟକ ଓ ତାଙ୍କ ବୟଫ୍ରେଣ୍ଡଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଏବେ ମୋବାଇଲ୍ କୁ ମୋବାଇଲ୍ ଘୂରିବୁଲୁଛି । ଏହି…

ଭୁବନେଶ୍ୱରର ବାୟୁ ପ୍ରଦୂଷଣ ଅସମ୍ଭାଳ, ବେଳ ଥାଉଥାଉ ସଚେତନ ନହେଲେ ହୋଇପାରେ ଦିଲ୍ଲୀଠାରୁ ଭୟଙ୍କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ରାଜଧାନୀ ଦିଲ୍ଲୀର ଅବସ୍ଥା ବର୍ତ୍ତମାନ ସାଙ୍ଘାତିକ । ସେଠାରେ ବାୟୁ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଛି ଯେ ତାହା ଶରୀର ପକ୍ଷେ ଅତ୍ୟନ୍ତ ଭୟଙ୍କର । କିଛିଦିନ ପୂର୍ବରୁ ସେଠାରେ ଏୟାର…

ଅଫ୍‌ଲାଇନ୍‌ରେ ହେବ ସିବିଏସ୍‌ଇ-ସିଆଇଏସ୍‌ସିଇ ପରୀକ୍ଷା, ହାଇବ୍ରିଡ୍ ମୋଡ୍‌ରେ ବୋର୍ଡ ପରୀକ୍ଷା କରାଇବା ଆବେଦନକୁ ସୁପ୍ରିମ୍‌କୋର୍ଟ କଲେ…

ନୂଆଦିଲ୍ଲୀ: ଅଫ୍‌ଲାଇନ୍‌ରେ ହେବ ସିବିଏସ୍‌ଇ ଓ ସିଆଇଏସ୍‌ସିଇ ପରୀକ୍ଷା । ଅଫ୍‌ଲାଇନ୍ ମୋଡ୍ ବଦଳରେ ହାଇବ୍ରିଡ୍ (ମିଶ୍ରିତ) ମୋଡ୍‌ରେ ବୋର୍ଡ ପରୀକ୍ଷା କରାଇବା ଲାଗି ସିବିଏସ୍‌ଇ ଓ ସିଆଇଏସ୍‌ସିଇକୁ ଆଦେଶ ଦେବା ପାଇଁ…

ଲୋକମାନଙ୍କୁ ଭ୍ୟାକ୍ସିନ ନେବାକୁ ଟିକାକେନ୍ଦ୍ରକୁ ପଠାନ୍ତୁ, ସରକାରଙ୍କ ପକ୍ଷରୁ ପୁରସ୍କାର ପାଆନ୍ତୁ, ଜାଣନ୍ତୁ ନୂଆ ଯୋଜନା ବିଷୟରେ

ନୂଆଦିଲ୍ଲୀ: ଏଣିକି କୋଭିଡ୍ ଟିକାକରଣ ପାଇଁ ଆପଣମାନଙ୍କୁ ପୁରସ୍କାର ମିଳିବ । କୋୱିନ ଆପ ମାଧ୍ୟମରେ ସବୁଠାରୁ ଅଧିକ ଭ୍ୟାକ୍ସିନ୍ ଲଗାଇବାରେ ସହାୟତା କରୁଥିବା ଲୋକଙ୍କୁ ସରକାରଙ୍କ ତରଫରୁ ପୁରସ୍କାର ପ୍ରଦାନ କରାଯିବ ।…

୫୮୦ ବର୍ଷ ପରେ ସବୁଠାରୁ ବଡ଼ ଚନ୍ଦ୍ରଗ୍ରହଣ ଆଜି, ଜାଣନ୍ତୁ କେଉଁ ରାଶିର ଲୋକଙ୍କ ହେବ ଲାଭ ଓ କ୍ଷତି…

ନୂଆଦିଲ୍ଲୀ: ନଭେମ୍ବର ୧୯ ଶୁକ୍ରବାର ଦିନ ଚନ୍ଦ୍ରଗ୍ରହଣ ହେଉଛି ଉପଛାୟା ଚନ୍ଦ୍ରଗ୍ରହଣ । ଏହା ହେଉଛି ବର୍ଷର ଶେଷ ଏବଂ ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣ ଦ୍ୱିପହର୧୨:୪୮ ରେ ଆରମ୍ଭ ହୋଇ ସନ୍ଧ୍ୟା ୪:୧୭…

ଧର୍ମ ପରିବର୍ତ୍ତନ କରି ବିବାହ କରୁଥିଲେ ରେଜିଷ୍ଟ୍ରେସନ ରୋକିପାରିବେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ: ଗୁରୁବାର ଦିନ ଆହ୍ଲାବାଦ ହାଇକୋର୍ଟ ବିପରୀତ ଧର୍ମର ଲୋକଙ୍କ ବିବାହ ଉପରେ ଏକ ବଡ ରାୟ ଶୁଣାଇଛନ୍ତି । ଅଦାଲତ ଏହା ସ୍ପଷ୍ଟ କରିଛନ୍ତି ଯେ ଜଣେ ବୟସ୍କ ବ୍ୟକ୍ତିଙ୍କ ପାଖରେ ନିଜ ପସନ୍ଦର ଜୀବନ ସାଥୀ ବାଛିବା…

ରାଶିଫଳ(ଶୁକ୍ରବାର,୧୯ ନଭେମ୍ବର,୨୦୨୧)

ମେଷ - ଆଜି ନିଶ୍ବାସ ପ୍ରସ୍ବାସ ନେବାରେ ଯନ୍ତ୍ରଣା ଅନୁଭବ କରିବେ, ମୁଣ୍ଡ ଅଯଥା ବିନ୍ଧାହେବ, ସନ୍ତାନ ମାନଙ୍କୁ ନେଇ ଚିନ୍ତାରେ ରହିବେ, ଶାରିରୀକ ଅସୁସ୍ଥତାକୁ ନେଇ ମନ ଭାରାକ୍ରାନ୍ତ ରହିବ, ଆର୍ଥିକ ସ୍ଥିତି ଦୁବଳ…