Browsing Category

Top Stories

ପ୍ରେମ ଜାଲରେ ଫସାଇ ଦୁଷ୍କର୍ମର କଲା ଭିଡିଓ, ଭାଇରାଲ କରିବା ବଦଳରେ ମାଗୁଛି…

ନୋଏଡା: ଆଜିକାଲି ଲୋକମାନେ ପ୍ରେମକୁ ନେଇ ବ୍ୟବସାୟ କରିବାରେ ଲାଗିଛନ୍ତି । କେଉଁଠି କିଏ ପ୍ରେମ ଜାଲରେ ଫସାଇ ଝିଅକୁ ନେଇ ବିକ୍ରି କରିଦେଉଛି ତ କିଏ ଫାଇଦା ଉଠାଇ ଛାଡିଦେଉଛି । ସେହିପରି ଏକ ଘଟଣା ନୋଏଡାର ଭଙ୍ଗେଲ…

ସ୍କିନ୍ ଟୁ ସ୍କିନ୍ କନେକ୍ଟ୍ ବିନା ପୋକ୍ସୋ ଆକ୍ଟ ଲାଗୁ ହେବ କି ନାହିଁ? ସୁପ୍ରିମକୋର୍ଟରେ ଆଜି ହେବ ଶୁଣାଣି

ନୂଆଦିଲ୍ଲୀ: ସ୍କିନ୍ ଟୁ ସ୍କିନ୍ କନେକ୍ଟ୍ ବିନା ପୋକ୍ସୋ ଆକ୍ଟ ଲାଗୁ ହେବ କି ନାହିଁ, ଏହି ମାମଲାରେ ଗୁରୁବାର ଦିନ ଅର୍ଥାତ୍ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଜଷ୍ଟିସ୍ ୟୁୟୁ ଲଳିତ, ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ୍ଟ…

କ୍ରିପ୍ଟୋକରେନ୍ସିକୁ ମୁଦ୍ରା ରୂପରେ ନୁହେଁ ବରଂ ସମ୍ପତ୍ତି ରୂପରେ ମିଳିପାରେ ଅନୁମତି, ଆସୁଛି ନୂଆ ଆଇନ

ନୂଆଦିଲ୍ଲୀ: ବିଟକଏନ୍ ସମେତ କ୍ରିପ୍ଟୋକରେନ୍ସିକୁ ନେଇ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ନୂଆ ଆଇନ ଆଣିପାରନ୍ତି । ଏହାକୁ ନେଇ ନୂତନ ଆଇନ୍ ତିଆରି କରିବା ଉପରେ ପ୍ରସ୍ତୁତି ଜାରି ରହିଛି । କ୍ରିପ୍ଟୋକରେନ୍ସିଂକୁ ନେଇ…

ଶୀତଦିନେ ବଢ଼ିଥାଏ ହାର୍ଟ ଆଟାକର ବିପଦ, ଏପରି ନିଅନ୍ତୁ ଯତ୍ନ

ନୂଆଦିଲ୍ଲୀ: ଶୀତଦିନ ଅତ୍ୟନ୍ତ ମନୋରମ ହେବା ସହିତ ସାଙ୍ଗରେ ଅନେକ ରୋଗ ମଧ୍ୟ ଆଣିଥାଏ । ଖାସ୍ କରି ହାର୍ଟ ରୋଗୀଙ୍କ ପାଇଁ ଶୀତଋତୁ ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଏ । ଅଧ୍ୟୟନ ମୁତାବକ, ଏହି ଋତୁରେ ହାର୍ଟ ଆଟାକ୍,…

ରାଜ୍ୟରୁ ଚିହ୍ନଟ ହେଲେ ୨୨୯ କରୋନା ପଜିଟିଭ୍, ୩ ମୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ରଣବୀର କପୁରଙ୍କ ପୂର୍ବରୁ ପରିବାରର ଏହି ସଦସ୍ୟ କରିବେ ବିବାହ! କନ୍ୟା ସାଜିବେ ଏହି ବଲିଉଡ୍ ଅଭିନେତ୍ରୀ

ନୂଆଦିଲ୍ଲୀ: ଲଭବାର୍ଡସ୍ ଆଲିୟା ଭଟ୍ଟ ଓ ରଣବୀର କପୁରଙ୍କ ବିବାହ ଏବେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି । ରଣବୀର ଓ ଆଲିୟା, ଦୁହେଁ ଆସନ୍ତା ବର୍ଷ ଏପ୍ରିଲ୍ ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ହେଲେ…

ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୁବର୍ଣ୍ଣପୁର(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସର ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ମୁଖ୍ୟ କିରାଣି ରମେଶ କୁମାର ନାଗଙ୍କ ଘର ସମେତ ୩ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି ।…

IND vs NZ: ଭାରତ ନାଁରେ ଆଉ ଏକ ନୂଆ ରେକର୍ଡ, ଏପରି କରିବାରେ ଟିମ୍ ଇଣ୍ଡିଆ ହେଲା ପ୍ରଥମ; ଜାଣନ୍ତୁ କଣ

ନୂଆଦିଲ୍ଲୀ: ନୂତନ ଅଧିନାୟକ ରୋହିତ୍ ଶର୍ମାଙ୍କ କ୍ୟାପଟେନସିପ୍ ରେ ବୁଧବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ରେ ବିଜୟ ହାସଲ କରିଛି । ଭାରତୀୟ ଟିମ୍ ୫ଟି ୱିକେଟ୍ ରେ ନ୍ୟୁଜିଲାଣ୍ଡକୁ ହରାଇ ତିନିଟି ମ୍ୟାଚ୍ ବିଶିଷ୍ଟ…

ପୋଖରୀରେ ବୁଡ଼ି ମା’ ପୁଅ ମୃତ

ନିଆଳି(ଓଡ଼ିଶା ଭାସ୍କର): ପୋଖରୀରେ ବୁଡ଼ି ମାଆ ଓ ୭ ବର୍ଷ ପୁଅର ମୃତ୍ୟୁ ହୋଇଯାଇଛି । କୃଷ୍ଣପ୍ରସାଦ ପଞ୍ଚାୟତ ପୋଖରୀରେ ଗାଧୋଉ ଥିବା ବେଳେ ବୁଡ଼ିଯାଇଛନ୍ତି ଉଭୟ ମା ଓ ପୁଅ । ଘଟଣା ସମ୍ପର୍କରେ ଖବର ପାଇବାରେ ଅଗ୍ନିଶମ…

୨୦୨୨ ମାର୍ଚ୍ଚ ସୁଦ୍ଧା ଆଧାର ଓ ପାନ୍ କାର୍ଡଧାରକ ମାନେ କରାଇନିଅନ୍ତୁ ଏହିକାମ, ନଚେତ୍ ନିଷ୍କ୍ରିୟ ହୋଇଯିବ PAN Card

ନୂଆଦିଲ୍ଲୀ: ଆଧାର କାର୍ଡ ଏବଂ ପାନ୍ କାର୍ଡ ହେଉଛି ଦେଶର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ । ଇନକମ ଟ୍ୟାକ୍ସ ରିଟର୍ଣ୍ଣ (ଆଇଟିଆର୍) ଦାଖଲ ଠାରୁ ଆରମ୍ଭ କରି ବଡ ବ୍ୟାଙ୍କିଙ୍ଗ କାରବାର ପର୍ୟ୍ୟନ୍ତ, ପାନ୍ କାର୍ଡ…