Browsing Category

Top Stories

ଆକ୍ସନ ମୋଡରେ ଅବକାରୀ ବିଭାଗ: ଭୁବନେଶ୍ୱରରେ ୩ ଡ୍ୟାନ୍ସ ବାର୍ ସିଲ୍

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ବାର୍ ଉପରେ ଅତର୍କିତ ଚଢ଼ାଉ । ବେଆଇନ ଭାବରେ ଚାଲୁଥିବା ଡ୍ୟାନ୍ସ ବାର୍ ଉପରେ ରେଡ୍ । କଟକ ରୋଡ୍ ରେ ୩ଟି ଡ୍ୟାନ୍ସ ବାର୍ ସିଲ୍ । ବିନା ଅନୁମତିରେ ଚାଲିଥିବା ୩ଟି ଡ୍ୟାନ୍ସ ବାର୍ ସିଲ୍…

‘ମୋ କଲେଜ’ ପାଇଁ ୧.୫ କୋଟି ଅନୁଦାନ

ଭୁବନେଶ୍ୱର: ‘ମୋ କଲେଜ ଅଭିଯାନ’ ପାଇଁ ୧.୫ କୋଟିର ଅନୁଦାନ । ୧.୫ କୋଟିର ଅନୁଦାନ ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି ।…

ଆଇଏସଆଇ ମୁଖ୍ୟ ହେଲେ ନଦୀମ ଅଞ୍ଜୁମ: ଇମ୍ରାନ ନୁହେଁ ପାକିସ୍ତାନୀ ସେନାର ପସନ୍ଦ !

ପାକିସ୍ତାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ  ମଙ୍ଗଳବାର ଲେଫ୍ଟନାଣ୍ଟ ଜେନେରାଲ ନଦିମ ଅଞ୍ଜୁମଙ୍କୁ ଆଇଏସଆଇର ନୂତନ ମୁଖ୍ୟ ଭାବରେ ନିଯୁକ୍ତି ସମ୍ପର୍କରେ ସୂଚନା ଦେଇଛି । ନଦିମ ଅଞ୍ଜୁମ ମୁଖ୍ୟ ସେନା କର୍ମଚାରୀ କାମାର…

ଭାରତରେ ଲଞ୍ଚ ହେଲା Lenovo Tab K10, ଦାମ୍ ୧୩,୯୯୯ ରୁ ଆରମ୍ଭ

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହୋଇଛି Lenovo Tab K10 । ଆଣ୍ଡ୍ରଏଡ୍ ୧୧ ଦ୍ୱାରା  ପରିଚାଳିତ ଏହି ଟାବଲେଟରେ ରହିଛି ବଡ଼ ଡିସପ୍ଲେ  । କେବଳ ସେତିକି ନୁହେଁ ଟାବଲେଟରେ କଲିଂ ଫିଚର ସୁବିଧା ସହ ରହିଛି ଅନେକ ସୁବିଧା ।…

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା: ଅଭିନ ସାହୁ ଏବଂ ମନୀଷ ରାଜଗଡ଼ିଆଙ୍କୁ ଜାମିନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ୟନ୍ ଖାନ୍ ଜାମିନ ପାଇପାରିନଥିଲେ ମଧ୍ୟ ବମ୍ବେ ହାଇକୋର୍ଟ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ଗିରଫ ହୋଇଥବା ଦୁଇ ଓଡ଼ିଆ ଯୁବକ ଅଭିନ ସାହୁ…

ବ୍ଲେଡରେ ସ୍ତ୍ରୀର ନାକ କାଟିଲା ସ୍ୱାମୀ, ଥାନାରେ ମାମଲା

ମଧ୍ୟ ପ୍ରଦେଶର ଶିବପୁରୀ ଜିଲ୍ଲାରେ ଏକ ଚକିତ କଲା ଭଳି ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ସ୍ୱାମୀ ରାଗରେ ନିଜ ସ୍ତ୍ରୀର ନାକ କାଟିଦେଇଛି । ଏଠାରେ ଜଣେ ଯୁବକ ରାମ ପ୍ରବେଶ ନିଜ ପତ୍ନୀଙ୍କ ନାକ କାଟି ଦେଇଛନ୍ତି…

ହିନ୍ଦୁ ଧର୍ମ ଗ୍ରହଣ କରିବେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ପୂର୍ବ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକମାବତୀ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଯାଉଛନ୍ତି । ସୂଚନା ଅନୁଯାୟୀ ସେ ମଙ୍ଗଳବାର ଇସଲାମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିବେ । ଏଥିପାଇଁ ବାଲୀର…

ଘରୋଇ ବସ୍ ମାଲିକ ସଂଘର ଚେତାବନୀ

ଭୁବନେଶ୍ୱର: ରାଜ୍ୟ ଘରୋଇ ବସ୍ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ । ସଂଘର ସାଧାରଣ ପରିଷଦ ବୈଠକ ପରେ ସରକାରଙ୍କୁ ଚେତାବନୀ । ତେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦାମ୍ ବୃଦ୍ଧି ଯୋଗୁଁ ବସ୍ କ୍ଷତିରେ ଚାଲିଛି ବୋଲି…

ବୁଧବାର ହେବ ଆର୍ୟନଙ୍କ ଜାମିନ ଶୁଣାଣି

ମୁମ୍ବାଇ: ବୁଧବାରକୁ ଘୁଞ୍ଚିଲା ଆର୍ୟନଙ୍କ ଜାମିନ ଶୁଣାଣି । କାଲି ଦିନ ୨ଟା ୩୦ ରେ ହାଇକୋର୍ଟରେ ଶୁଣାଣି । ଡ୍ରଗ୍ସ ମାମଲାରେ ଏନଡିପିଏସ କୋର୍ଟରୁ ୨ ଜଣଙ୍କୁ ଜାମିନ । ଅଭିନ ସାହୁ ଓ ମନୀଷ ରାଜଗଢ଼ିଆଙ୍କୁ ମିଳିଲା ଜାମିନ…

ବିନା ଦର୍ଶକରେ ହେବ ଜୁନିଅର ବିଶ୍ୱକପ୍ ହକି

ଭୁବନେଶ୍ୱରରେ ଜୁନିଅର ହକି ବିଶ୍ୱକପ୍ ବିନା ଦଶର୍କରେ ଖେଳାଯିବ । ଖେଳାଳି ଓ ସମର୍ଥକଙ୍କ ନିରାପତ୍ତା ପାଇଁ କୋଭିଡ କଟକଣାରେ ହେବ ମ୍ୟାଚ୍ । ହକିପ୍ରେମୀ ଟେଲିଭିଜନ ଜରିଆରେ ମ୍ୟାଚର ସିଧା ପ୍ରସାରଣ ଦେଖିପାରିବେ ।…