Browsing Category

Top Stories

ପୁଣି ବଢ଼ିଲା ଆର୍ଯ୍ୟନଙ୍କ ଅଡ଼ୁଆ ! ଜଣେ ଅଭିନେତ୍ରୀଙ୍କ ସହ ଡ୍ରଗ୍ସ ମାମଲାରେ ଚାଟ୍ କରିଥିବା ଖୁଲାସା, ଆଜି ହେବ ଜାମିନ୍ ଶୁଣାଣି

ମୁମ୍ବାଇ: କ୍ରୁଜରେ ଡ୍ରଗ୍ସ କାରବାର ମାମଲାରେ ଫସିଥିବା ବଲିଉଡ ଅଭିନେତା ଶାହାରୁଖ ଖାନ ଓ ଗୌରୀଙ୍କ ବଡ଼ ପୁଅ ଆର୍ଯ୍ୟନ୍ ଏବେ ଜେଲରେ ଅଛନ୍ତି । ଆଜି ଜାମିନ ଆବେଦନର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଆଉ ଏକ ବଡ଼…

ଆଜି ବି ରାଜ୍ୟରେ କରୋନା ୫ ଶହ ଉପରେ: ଚିହ୍ନଟ ହେଲେ ୫୫୯ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ମାନବ ଶରୀରରେ ପ୍ରତ୍ୟାରୋପଣ ହେଲା ଘୁଷୁରୀ କିଡନୀ: ଦୀର୍ଘ ଦଶନ୍ଧି ଧରି ରିସର୍ଚ୍ଚ ପରେ ବୈଜ୍ଞାନିକଙ୍କୁ ମିଳିଲା ସଫଳତା

ନୂଆଦିଲ୍ଲୀ: କିଡନୀ ପ୍ରତ୍ୟାରୋପଣ କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି । ଏଣିକି ମାନବ ଶରୀରରେ ଘୁଷୁରୀର କିଡନୀକୁ ପ୍ରତ୍ୟାରୋପଣ କରିହେବ । ଦୀର୍ଘ ଦଶନ୍ଧି ଧରି ବୈଜ୍ଞାନିକମାନେ ପଶୁ ଅଙ୍ଗକୁ…

ମମିତାଙ୍କ ହତ୍ୟା ଘଟଣାରେ ବଡ଼ ଖୁଲାସା, ଗୋବିନ୍ଦ ଓ ଡ୍ରାଇଭର ବଖାଣିଲେ ମୃତ୍ୟୁର କାହାଣୀ

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ମୃତ୍ୟୁକୁ ନେଇ ତେଜିଛି ରାଜନୀତି । ସେପଟେ ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭରକୁ ଗିରଫ କରି…

କାଠଯୋଡିରୁ ମିଳିଲା ଯୁବକଙ୍କ ମୃତଦେହ

କଟକ(ଓଡ଼ିଶା ଭାସ୍କର): କାଠଯୋଡି ବ୍ରିଜରୁ ନଦୀକୁ ଡେଇଁଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ଘଣ୍ଟାର ଖୋଜାଖୋଜି ପରେ ଓଡ୍ରାଫ୍ ଟିମ୍ ଦ୍ୱାରା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ କଟକ-ଭୁବନେଶ୍ୱର…

ଦେଶରେ ପୁଣି ବଢ଼ିଲା ତେଲ ଦର: ଭୁବନେଶ୍ୱରର ଅବସ୍ଥା ଅସମ୍ଭାଳ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି ତେଲ ଦର । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ୧୦୬.୧୯ ଓ ଡିଜେଲ ୯୪.୯୨ ଟଙ୍କା ରହିଥିବା ବେଳେ ମୁମ୍ବାଇରେ…

କଥାରେ ମନ ମୋହିନେବେ ଏହି ୩ ରାଶିର ବ୍ୟକ୍ତି

ନୂଆଦିଲ୍ଳୀ: ମିଠା କଥା ସମ୍ପର୍କକୁ ମଜବୁତ୍ କରିଥାଏ । ଭାଙ୍ଗିଯାଇଥିବା ସମ୍ପର୍କକୁ ପୁଣି ସୁଦୃଢ କରିଥାଏ । କିନ୍ତୁ ଅନେକ ସମୟରେ ମିଠା କଥାରେ ପ୍ରଭାବିତ ହେବା ଫଳରେ ଅନେକ ସମସ୍ୟା  ଆସିଥାଏ । ଜ୍ୟୋତିଷ ଶାସ୍ତ୍ର…

କାନ୍ଦିବା ପାଇଁ ସ୍ୱତନ୍ତ୍ର ରୁମ୍, କାନ୍ଦି କାନ୍ଦି କରିପାରିବେ ମୁଡ୍ ଠିକ୍

କୁହାଯାଏ କାନ୍ଦିବା ଦ୍ୱାରା ମନ ହାଲୁକା ହୋଇଥାଏ । ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକଙ୍କର ମାନସିକ ସମସ୍ୟା ବଢ଼ିବାରେ ଲାଗିଛି । କରୋନା କାଳରେ ଏହି ସଂଖ୍ୟା ଦ୍ରୁତ ଭାବରେ ବଢ଼ିଛି । ଏପରି ପରିସ୍ଥିତିରେ ଡିପ୍ରେସନର ଶିକାର…

ରାଶିଫଳ(ବୁଧବାର,୨୦ ଅକ୍ଟୋବର,୨୦୨୧)

ମେଷ - କୌଣସି ପ୍ରକାରର ଚେଷ୍ଟା କରୁଥିବା କାମ ହେଇଯିବ, ବକେୟା ଅର୍ଥ ଏବଂ ଅଟକିଥିବା କାମ ପ୍ରାପ୍ତ ହେବ, କିନ୍ତୁ ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ, ପ୍ରିୟ…

ଷ୍ଟୋନ ବଦଳରେ କିଡନୀ କାଢିଲେ ଡାକ୍ତର; ହସ୍ପିଟାଲ ଦେବ ୧୧ ଲକ୍ଷ କ୍ଷତିପୂରଣ

ନୂଆଦିଲ୍ଲୀ: ଡାକ୍ତରଙ୍କୁ ଦ୍ୱିତୀୟ ଇଶ୍ୱର ଭାବରେ ବିବେଚନା କରାଯାଏ । ତେବେ ଡାକ୍ତରଙ୍କ ସାମାନ୍ୟ ଭୁଲ କାରଣରୁ ଜଣେ ରୋଗୀ ପ୍ରାଣ ହରାଇଛନ୍ତି । ଗୁଜରାଟର ମହୀସାଗର ଜିଲ୍ଳାରେ ୨୦୧୧ ମସିହାରେ ଏମିତି ଏକ ଘଟଣା ଘଟିଥିଲା…