Browsing Category
Top Stories
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ଏମ୍ସରେ ଚାଲିଛି ଚିକିତ୍ସା
ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ଡ. ମନମୋହନ ସିଂ ଅସୁସ୍ଥ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୨ ଦିନରୁ ହାଲକା ଜ୍ୱର ହେବା କାରଣରୁ ବୁଧବାର ସନ୍ଧ୍ୟା ୬ଟା ୧୫ ମିନିଟରେ ତାଙ୍କୁ…
ଏହି ତାରିଖରୁ ଆରମ୍ଭ ହୋଇପାରେ ସଂସଦ ଅଧିବେଶନ; ଜାଣନ୍ତୁ କଣ ରହିଛି ପ୍ରସ୍ତୁତି
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ନଭେମ୍ବର ମାସର ଚତୁର୍ଥ ସପ୍ତାହରେ ସଂସଦୀୟ ବୈଠକ ଆରମ୍ଭ ହେବାର ସମ୍ଭବନା ରହିଥିବା ଜଣାପଡିଛି । ନଭେମ୍ବର ୧୫ ପରେ ଶୀତକାଳୀନ…
୯୦ ବର୍ଷ ବୟସରେ ଅନ୍ତରୀକ୍ଷ ଯାତ୍ରା କଲେ ଏହି ଅଭିନେତା
ଟେକ୍ସାସ: ୯୦ ବର୍ଷ ବୟସରେ ଅନ୍ତରୀକ୍ଷ ଯାତ୍ରା କରି ଇତିହାସ ରଚିଛନ୍ତି ଅଭିନେତା ତଥା ନିର୍ଦ୍ଦେଶକ ୱିଲିୟମ୍ ସାଟନର୍ । ସେ ଜେଫ୍ ବେଜୋସ୍ ଙ୍କ କମ୍ପାନୀ ବ୍ଲୁ ଅରିଜିନ୍ ର ନୁତନ ଶେଫର୍ଡ ରକେଟ୍ ଜରିଆରେ ଅନ୍ତରିକ୍ଷ…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଓ…
୬ ମାସ ମଧ୍ୟରେ କରିହେବ ଗର୍ଭପାତ; ନିୟମ ସଂଶୋଧନ କଲେ ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ରହିଥିବା ଗର୍ଭପାତ ନିୟମକୁ ସଂଶୋଧନ କରାଯାଇଛି । ନୂତନ ନିୟମ ଅନୁଯାୟୀ ଏଣିକି ଗର୍ଭଧାରଣର ୬ ମାସ ବା ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଯାଇ ପାରିବ । ତେବେ କେବଳ…
ମନୀଷ ଅନୁରାଗ ମୃତ୍ୟୁ ମାମଲା; ସାଙ୍ଗଙ୍କୁ ଉଠାଇ ଆଣି କମିଶନରେଟ ପୋଲିସର ପଚରାଉଚୁରା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ତନାଘନା କରୁଛି କମିଶନରେଟ ପୋଲିସ । ମନୀଷଙ୍କ ଦୁଇ ଜଣ ସାଙ୍ଗ କନ୍ଧମାଳ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବା…
କୋଭିଡ୍-୧୯ରେ ମୃତକଙ୍କ ପରିବାରକୁ ମିଳିବ ମାସିକ ୫ ହଜାର ଟଙ୍କାର ଆର୍ଥିକ ସହାୟତା, ସରକାର କଲେ ଘୋଷଣା
ଥିରୁବନ୍ତପୁରମ୍: କୋଭିଡ୍-୧୯ ସଂକ୍ରମଣରେ ପ୍ରାଣ ହରାଉଥିବା ଗରିବ ପରିବାରକୁ କେରଳ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଦେବା ନେଇ ଘୋଷଣା କରାଯାଇଛି । ବୁଧବାର ଦିନ କ୍ୟାବିନେଟ୍ ମିଟିଂରେ ଏନେଇ ନିଷ୍ପତ୍ତି…
ରାଉରକେଲାରେ Encounter; ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର
ରାଉରକେଲା(ଓଡ଼ିଶା ଭାସ୍କର): ରାଉରକେଲା ପୋଲିସ ପକ୍ଷରୁ ଏକ ଏନକାଉଣ୍ଟର କରାଯାଇଥିବା ବେଳେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ହୋଇଛନ୍ତି । ମୁସ୍ତାକ ଅହମ୍ମଦ ଏବଂ ମହମ୍ମଦ ଗୁଡୁ ନାମକ ଦୁଇ ଅପରାଧିଙ୍କୁ ପୋଲିସ…
BSFର କ୍ଷମତା ବୃଦ୍ଧିକୁ ନେଇ ପଞ୍ଜାବ କଂଗ୍ରେସରେ ଝଡ; ମୁହାଁମୁହିଁ ହେଲେ ଚନ୍ନି ଓ ଅମରିନ୍ଦର
ନୂଆଦିଲ୍ଳୀ: ବିଏସଏଫର କ୍ଷମତା ବୃଦ୍ଧିକୁ ନେଇ ପଞ୍ଜାବ କଂଗ୍ରେସରେ ଝଡ ସୃଷ୍ଟି ହୋଇଛି । ଏହି ନିୟମକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ମୁହାଁମୁହିଁ…
ମର୍ଣ୍ଣିଂ ୱାକ୍ ବେଳେ ଦୁର୍ଘଟଣା; ୨ ମୃତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମର୍ଣ୍ଣିଂ ୱାକ୍ ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିଯାଇଛି । ଏଥିରେ ୨ ଜଣ ମହିଳା ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ନୟାଗଡ଼-ଖୋର୍ଦ୍ଧା ରାସ୍ତାର ସଁପଡ଼ା ନିକଟରେ…