Browsing Category

Top Stories

ଜେଲରେ ରହିବେ ଶାହରୁଖଙ୍କ ପୁଅ ଆର୍ଯ୍ୟନ, ବେଲ୍ ଖାରଜ

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଫସିଥିବା ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ମୁମ୍ବାଇ କୋର୍ଟ । ଏବେ ୧୪…

ଚିଲିକା ବିଧାୟକଙ୍କ ନାଁରେ ଲାଗିଲା ସଙ୍ଗୀନ ଦଫା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ଲାଗିଲା ସଙ୍ଗୀନ ଦଫା । ଏସସି/ଏସଟି ଆଇନ ସହିତ ବିଭିନ୍ନ ଅପରାଧିକ ଦଫା ଲାଗିଥିବା ଜଣାପଡିଛି । ତେବେ ଦୀର୍ଘ ୧ ମାସ ଧରି ଫେରାର ଥିବା…

ନବରାତ୍ରିର ୯ ଦିନରେ ମା’ଙ୍କୁ ଏହି ଭୋଗ ଲଗାଇ କରନ୍ତୁ ପୂଜା, ଦୂରେଇ ଯିବ ସବୁ ସଙ୍କଟ

୨୦୨୧ ନଭେମ୍ବର ୭ରୁ ନବରାତ୍ରୀ ଆରମ୍ଭ ହୋଇଛି । ନବରାତ୍ରିର ୯ ଦିନ ମଧ୍ୟରେ ମା ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା କରାଯାଇଥାଏ । ୯ ଦିନ ରେ ମା’ଙ୍କୁ ଅଲଗା ଅଲଗା ଭୋଗ ଲଗାଇ ପୂଜା କରାଯାଏ । ଏପରି କରିବା ଦ୍ୱାରା…

‘ଟାଟା’ର ହେଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ୬୮ ବର୍ଷ ପରେ ପୁଣି ଏୟାର ଇଣ୍ଡିଆକୁ ଫେରିପାଇଲା ଟାଟା । ଟାଟା ସନ୍ସ ଏବେ ଏୟାର ଇଣ୍ଡିଆର ନୂଆ ମାଲିକ । କମ୍ପାନୀ ଏହି ସରକାରୀ ଏୟାରଲାଇନ୍ସ ପାଇଁ ସବୁଠୁ ଅଧିକ ୧୮ ହଜାର କୋଟି ବିଡିଂ ଡାକି ଏହାକୁ ନିଜ…

ପାର୍ବଣରେ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ହ୍ରାସ ପାଉଥିଲେ ବି ସମ୍ପୂର୍ଣ୍ଣ ଦୂରେଇ ଯାଇନି । ଏଥିପାଇଁ ପାର୍ବଣରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ପାର୍ବଣ ସମୟରେ କରୋନା ଗାଇଡଲାଇନ୍…

ନବରାତ୍ରିର ୯ ଦିନରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍, ଜାଣନ୍ତୁ

୨୦୨୧ ନଭେମ୍ବର ୭ରୁ ନବରାତ୍ରୀ ଆରମ୍ଭ ହୋଇଛି । ନବରାତ୍ରିର ୯ ଦିନ ମଧ୍ୟରେ ମା ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା କରାଯାଇଥାଏ । କୁହାଯାଏ କି ୯ ଦିନ ରଙ୍ଗ ହିସାବରେ ପୋଷାକ ପିନ୍ଧି ପୂଜା କରିବା ଦ୍ୱାରା ମା’…

କୋଭିଡ୍ ଟିକା ନେଇ ନଥିଲେ ଏଣିକି ସରକାରୀ କର୍ମଚାରୀ ଅଫିସରେ ଏଣ୍ଟ୍ରି କରିପାରିବେ ନାହିଁ, ଜାଣନ୍ତୁ କେବେଠାରୁ ଲାଗୁ ହେବ ଓ କେଉଁଠି

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାର ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଏହି ସମୟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି । କୋଭିଡ୍ ଟିକା ନେଇନଥିଲେ କୌଣସି ସରକାରୀ କର୍ମଚାରୀ ଅଫିସରେ…

୨ ସାମ୍ବାଦିକଙ୍କୁ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ନୋବେଲ କମିଟି ପକ୍ଷରୁ ୨୦୨୧ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି । ଶାନ୍ତି ପାଇଁ ୨ ସାମ୍ବାଦିକଙ୍କୁ ଦିଆଯିବ ନୋବେଲ ପୁରସ୍କାର । ୨ ସାମ୍ବାଦିକଙ୍କୁ ମିଳିତ ଭାବେ ମିଳିବ ନୋବେଲ ଶାନ୍ତି…

ସମ୍ବଲପୁର ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ ଟିମା

ସମ୍ବଲପୁର(ଓଡ଼ିଶା ଭାସ୍କର): କୁଖ୍ୟାତ ଅପରାଧୀ ଧନେଶ୍ୱର ଝାଙ୍କର ଓରଫ୍ ଟିମା ଗିରଫ । ସଦର ଥାନା ଅଞ୍ଚଳରୁ ୩ ସହଯୋଗୀଙ୍କ ସହିତ ଟିମା ଧରାପଡିଛି । ଧନେଶ୍ୱର ଓରଫ ଟିମା ଗିରଫ ନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି ।…

ଆର୍ଯ୍ୟନଙ୍କୁ ଦେଖା କରିବା ପାଇଁ ଏନସିବି ଅଫିସରେ ପହଞ୍ଚିଲେ ଶାହରୁଖ! ଭିଡିଓ ଭାଇରାଲ୍

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଫସିଥିବା ଶାହରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟନଙ୍କ କୋର୍ଟରେ ଜାମିନ୍ ନେଇ ଶୁଣାଣି ଆରମ୍ଭ ହୋଇଯାଇଛି । ଆଜି ୧୨ଟା ୩୦ ରେ ଶୁଣାଣି ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଜାରି…