Browsing Category
Top Stories
ଏହି ଦେଶରେ ଟ୍ରକ୍ ଚାଳକଙ୍କ ଦରମା ୭୨ ଲକ୍ଷରୁ ଅଧିକ, ୨ ଦିନର ଛୁଟି ସହିତ ଦିଆଯାଉଛି ବୋନସ୍
ଲଣ୍ଡନ: ଭାରତରେ ପାଠପଢ଼ି ଡାକ୍ତର ବା ଇଞ୍ଜିନିୟର ମାନେ ଯେତିକି ଟଙ୍କା ରୋଜଗାର କରୁନାହାନ୍ତି, ତାଠାରୁ ଅଧିକ ଏକ ଦେଶର ଡ୍ରାଇଭରମାନେ ରୋଜଗାର କରୁଛନ୍ତି । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ବ୍ରିଟେନର…
ଏହି ସ୍ଥାନରେ ଯୁବତୀମାନେ ଶସ୍ତାରେ ବିକ୍ରି ହୁଅନ୍ତି: ତିନି ବର୍ଷରେ ଥରେ ମିଳିଥାଏ ସୁଯୋଗ, ଜାଣନ୍ତୁ କେଉଁଠି
କଥାରେ ଅଛି ପାଖରେ ଅର୍ଥ ଥିଲେ ଏ ବିଶ୍ୱରେ ସବୁକିଛି ମିଳିଯିବ । ତେବେ ଏକଥା ହୁଏତ ଆପଣମାନେ ଜାଣିନଥିବେ ଯେ, ମନ ପସନ୍ଦର କନ୍ୟା ମଧ୍ୟ ଆପଣ ଟଙ୍କା ଦେଇ କିଣିପାରିବେ । ମାତ୍ର ସୁଯୋଗ ସବୁଦିନ ଚାଲିନଥାଏ । ଖୁବ୍ ସ୍ୱଳ୍ପ…
ପୁଣି ବଢ଼ିଲା ପାନ୍-ଆଧାର ଲିଙ୍କ କରିବାର ଅବଧି, ଜାଣନ୍ତୁ କେତେ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି?
ନୂଆଦିଲ୍ଲୀ: ଆଧାର କାର୍ଡକୁ ପାନ୍ କାର୍ଡ ସହିତ ଲିଙ୍କ କରିବାର ଅବଧିକୁ ସରକାର ପୁଣି ଥରେ ବଢ଼ାଇଦେଇଛନ୍ତି । ଏବେ ଆପଣ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ଆଧାରକୁ ପାନ୍ ସହିତ ଲିଙ୍କ କରିପାରିବେ । ଆୟଗର ବିଭାଗ ପକ୍ଷରୁ…
ବନ୍ଦ ହେଲା ହୀରାକୁଦର ୪ଟି ଗେଟ୍
ସମ୍ବଲପୁର(ଓଡ଼ିଶା ଭାସ୍କର): ଧିରେ ଧିରେ କମିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳସ୍ତର କମୁଥିବାରୁ ହୀରାକୁଦ ଡ୍ୟାମର ୪ଟି ଗେଟକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ୨୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ…
ରାଶିଫଳ(ଶନିବାର,୧୮ ସେପ୍ଟେମ୍ବର,୨୦୨୧)
ମେଷ - ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ ।…
ଟଙ୍କା ବର୍ଷା କରୁଛନ୍ତି ଏହି ତିନି କମ୍ପାନୀ , କର୍ମଚାରୀଙ୍କୁ ମିଳିବ ୧୨୦% ଅଧିକ ଦରମା
ନୂଆଦିଲ୍ଲୀ- ଆଇଟି କର୍ମଚାରୀ ଙ୍କ ପାଇଁ ଖୁସି ଖବର । ବଢିବାକୁ ଯାଉଛି ସେମାନଙ୍କ ଦରମା ବିଭିନ୍ନ କ୍ଷେତ୍ରରେ କର୍ମଚାରୀଙ୍କୁ ଛଟେଇ କରାଯାଉଥିବା ବେଳେ ଆଇଟି କର୍ମଚାରୀଙ୍କ ଦରମା କିନ୍ତୁ ବଢିବାରେ ଲାଗିଛି । ଇନଫୋସିସ…
କେବଳ ଇଂରାଜୀ ନୁହେଁ, ଏହିସବୁ ଭାଷାରେ ବି ତିଆରି ହୋଇପାରିବ ଆଧାର କାର୍ଡ; ଜାଣନ୍ତୁ ପୂରା ପ୍ରକ୍ରିୟା
ନୂଆଦିଲ୍ଲୀ: ଆଧାର କାର୍ଡ ହେଉଛି ବର୍ତ୍ତମାନ ସମୟରେ ଏକ ନିହାତି ଜରୁରୀ ଦସ୍ତାବିଜ୍ ଯାହା ଭାରତୀୟ ନାଗରିକଙ୍କ ପାଖରେ ରହିବା ଆବଶ୍ୟକ । ବ୍ୟାଙ୍କ ଖାତା ଖୋଲିବା ପାଇଁ, ଯାନବାହାନ ପଞ୍ଜୀକରଣ କରିବା ପାଇଁ ପ୍ରତ୍ୟେକଟି…
ମଉଳିଲା ଆଶା: ଜିଏସଟି ପରିସରଭୁକ୍ତ ହେବନି ପେଟ୍ରୋଲ-ଡିଜେଲ୍, ଜିଏସଟି ପରିଷଦର ବଡ ନିଷ୍ପତ୍ତି
ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ଵରେ ଜିଏସଟି ପରିଷଦର ୪୫ତମ ବୈଠକ ସଂପନ୍ନ ହୋଇଛି। ଆଶା କରାଯାଉଥିଲା ପେଟ୍ରୋଲ ଓ ଡିଜେଲ୍କୁ ଜିଏସଟି ପରିସରଭୁକ୍ତ କରାଯିବ। ହେଲେ ପେଟ୍ରୋଲ ଓ ଜିଏସଟିକୁ…
ଖୁସି ଖବର: ଭାରତୀୟ ବୈଜ୍ଞାନିକଙ୍କୁ ମିଳିଲା ଡେଙ୍ଗୁ ଔଷଧ, ଜାଣନ୍ତୁ ମିଳିବ କେବେ
ନୂଆଦିଲ୍ଲୀ: ଡେଙ୍ଗୁ ରୋଗର ଚିକିତ୍ସା ପାଇଁ ବୈଜ୍ଞାନିକମାନେ ସଫଳତା ପାଇଛନ୍ତି । ଲକ୍ଷ୍ନୌ କେନ୍ଦ୍ରୀୟ ଔଷଧି ଅନୁସନ୍ଧାନ ସଂସ୍ଥାନ (ସିଏସଆଇଆର-ସିଡିଆରଆଇ)ର ବୈଜ୍ଞାନିକମାନେ ଡେଙ୍ଗୁର ଡ୍ରଗ ଖୋଜି ପାଇଥିବା କୁହାଯାଉଛି…
କନ୍ୟା ରାଶିରେ ଆଜି ସୂର୍ଯ୍ୟଙ୍କ ପ୍ରବେଶ, ଜାଣନ୍ତୁ ଅନ୍ୟ ରାଶିରେ କିପରି ରହିବ ପ୍ରଭାବ
ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ସୂର୍ଯ୍ୟ ଆଜି ରାଶି ପରିବର୍ତ୍ତନ କରି କନ୍ୟା ରାଶିରେ ପ୍ରବେଶ କରିବେ । କନ୍ୟା ସୂର୍ଯ୍ୟଙ୍କ ମିତ୍ର ରାଶି ହୋଇଥିବାରୁ ଏହାର ପ୍ରଭାବ ଅନ୍ୟ ରାଶି…