Browsing Category

Top Stories

ଚୌକି ମିଳିଗଲା ସିନା, ଶାନ୍ତି ନାହିଁ: ମାତ୍ର ବର୍ଷକ ମଧ୍ୟରେ ଏହି ୭ଟି ଚ୍ୟାଲେଞ୍ଜ ପୂରଣ କରିବେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ

ନୂଆଦିଲ୍ଲୀ: ଗୁଜରାଟର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଚୌକି ହାସଲ କରିବାରେ ସକ୍ଷମ ହୋଇଥିଲେ ହେଁ ତାଙ୍କୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ । ଆସନ୍ତା ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ…

୧୧ ଟଙ୍କାର ଏହି ରିଚାର୍ଜ କରନ୍ତୁ ନାହିଁ, ହ୍ୟାକ୍ ହୋଇଯିବ ମୋବାଇଲ!

ନୂଆଦିଲ୍ଲୀ: ସାଇବର ଅପରାଧର ମାତ୍ରା ଏତେ ବଢ଼ିଯାଇଛି ଯେ, ପ୍ରତି ମିନିଟ୍ ସଜାଗ ରହିବାକୁ ପଡୁଛି । ଯଦି ଆପଣ ସାବଧାନ୍ ନ ରୁହନ୍ତି ତେବେ କୌଣସି ବି ଲୋକ ଆପଣଙ୍କୁ ଠକିଦେଇପାରେ । ସେହିପରି ଏକ ମାମଲା ମହାରାଷ୍ଟ୍ରର…

୧୦୦୦ କୋଟି ଟଙ୍କାରେ ନିର୍ମାଣ ହେବ ଫିଲ୍ମ, ଏକାଠି ହେଲେ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଓ ଟି-ସିରିଜ୍

ମୁମ୍ବାଇ: ଦେଶର ନାମୀଦାମୀ ରିଲାଏନ୍ସ ଏଣ୍ଟରଟେନମେଣ୍ଟ କମ୍ପାନୀ ଓ ହିନ୍ଦୀ ସିନେମାର ଦିଗ୍ଗଜ କମ୍ପାନୀ ଟି-ସିରିଜ୍ ଖୁବ୍ ଶୀଘ୍ର ମିଳିତ ସହାୟତାରେ କାମ କରିବାକୁ ଯାଉଛନ୍ତି । ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଓ ଟି-ସିରିଜ୍…

Pegasus ମାମଲାରେ କଠୋର ହେଲେ CJI, ପ୍ୟାନେଲ ଗଠନ ନେଇ କେନ୍ଦ୍ର ସରକାର ପ୍ରସ୍ତୁତ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ପେଗାସସ୍ ମାମଲାର ଶୁଣାଣି କରିଛନ୍ତି । ଏହି ମାମଲାର ଯାଞ୍ଚ ପାଇଁ ଏକ ପ୍ୟାନେଲ ଗଠନ କରିବେ, ମାତ୍ର ଆଫିଡାଫିଟ୍ ଦାଖଲ କରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।…

ଚମତ୍କାର! ୩୦ ବର୍ଷପରେ ହଠାତ୍ ବହିବାକୁ ଲାଗିଲା ଏହି ଝରଣା, ଦେଖିବାକୁ ଲୋକଙ୍କ ଭିଡ଼

ନୂଆଦିଲ୍ଲୀ: ଭାରତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ତେବେ ଏହା ଭିତରେ ଏକ ଝରଣା ଚର୍ଚ୍ଚାକୁ ଆସିଛି । ତେବେ ଏହି ଚର୍ଚ୍ଚା ଏକ ଖାସ୍ କାରଣକୁ ନେଇ ହେଉଛି । ତାହା ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଝରଣା ୩୦…

୧୭ରୁ ରାଜ୍ୟରେ ପୁଣି ବର୍ଷା, ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । କାଲିଠାରୁ ବର୍ଷାର ପ୍ରଭାବ କମିବ ବୋଳି କୁହାଯାଉଥିବା ବେଳେ ୧୭ ତାରିଖଠାରୁ ରାଜ୍ୟରେ ପୁଣି ବର୍ଷା…

କଟକ SCBରେ ଖସିଲା ସିଲିଂ

କଟକ(ଓଡ଼ିଶା ଭାସ୍କର): କଟକ ଏସସିବି ସର୍ଜରୀ ଆଉଟଡୋର ଟିକେଟ ଛାତ ସିଲିଂ ଖସିଯାଇଛି । ଓପିଡିରେ ଟିକେଟ କଟାଯାଉଥିବା ବେଳେ ଲଗାଣ ବର୍ଷା କାରଣରୁ ସିଲିଂ ଖସିଛି । ତେବେ ଏଥିରେ କେହି ବି ଆହତ ହୋଇନଥିବା ସୂଚନା ମିଳିଛି ।…

ଲୁଚି ଲୁଚି ଯାଇ ମହିଳାଙ୍କୁ ସ୍ପର୍ମ ଥିବା ଇଞ୍ଜେକସନ୍ ଦେଇଦେଲା ଅଭିଯୁକ୍ତ, ସିସିଟିଭିରେ କଏଦ୍ ହେଲା ପୂରା ଦୃଶ୍ୟ

ୱାଶିିଂଟନ: ଅନେକ ସମୟରେ କିଛି ଅପରାଧି ଏମିତି କିଛି କାଣ୍ଡ କରନ୍ତି ଯାହା ଆମକୁ ଆଶ୍ଚର୍ଯ୍ୟ କରେ । ସେହିଭଳି କିଛି ଅଜବ କାଣ୍ଡ କରିଛନ୍ତି ଆମେରିକାର ଜଣେ ବ୍ୟକ୍ତି । ଏହି ବ୍ୟକ୍ତି ଜଣକ ସୁପରମାର୍କେଟରେ ଥିବା ଜଣେ…

ଜଳ ସମ୍ପଦ ବିଭାଗର ସବୁ ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଳ ସମ୍ପଦ ବିଭାଗର ସବୁ ଅଧିକାରୀଙ୍କ ଛୁଟି ବାତିଲ କରିଦିଆଯାଇଛି । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ୍ ସାମଲ ଏନେଇ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି…

ପ୍ରବଳ ବର୍ଷାର ପ୍ରଭାବ: ନାଳରେ ଭାସିଗଲେ ଚାଷୀ

ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ଲଗାଣ ବର୍ଷା ଲାଗି ରହିଛି । ତେଣୁ ବିଭିନ୍ନ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଥିବା ପରି ପରିଲକ୍ଷିତ ହେଉଛି । ତେବେ ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଜଣେ ଚାଷୀ…