Browsing Category
Top Stories
ଅଭିନେତା ସାଇ ଧରମ ତେଜ ସଡ଼କ ଦୁର୍ଘଟଣାରେ ଗୁରୁତର, ଏବେ ସୁଧୁରୁଛି ସ୍ଥିତି
ହାଇଦ୍ରାବାଦ: ଶୁକ୍ରବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ତେଲୁଗୁ ଚଳଚ୍ଚିତ୍ରର ଅଭିନେତା ସାଇ ଧରମ ତେଜ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ଖବର ମୁତାବକ, ସେ ଏକ ସ୍ପୋର୍ଟସ ବାଇକ୍ ଚଳାଉଥିବା ବେଳେ କାଦୁଅରେ…
ଟ୍ରକକୁ ପଛପଟୁ ପିଟିଲା ବାଇକ୍, ୨ ମୃତ
ଭଦ୍ରକ: ରାସ୍ତାରେ ଟ୍ରକକୁ ପଛପଟୁ ପିଟିଲା ବାଇକ୍ । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି । ଭଦ୍ରକ ଏନଏଚ-୧୬ ଭଣ୍ଡାରିପୋଖରୀ ଛକ ନିକଟରେ ହୋଇଛି ଏହି ଦୁର୍ଘଟଣା । ମିଳିଥିବା ସୂଚନା…
ରାଶିଫଳ (ଶନିବାର ,୧୧ ସେପ୍ଟେମ୍ବର,୨୦୨୧)
ମେଷ- ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ ।
ବୃଷ-…
ସୁନା ପୁଅ ପ୍ରମୋଦଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର(ଓଡ଼ିଶା ଭାସ୍କର): ଓଡ଼ିଶାର ସୁନା ପୁଅ ତଥା ପାରା ଅଲମ୍ପିଆନ ପ୍ରମୋଦ ଭଗତ ଆଜି ଓଡ଼ିଶା ଫେରିଛନ୍ତି। ଭଗତ ଓଡ଼ିଶା ଫେରିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ପ୍ରମୋଦଙ୍କୁ…
ବାହାଘରର ୧୬ ବର୍ଷ ପରେ ସ୍ୱାମୀ ଖୋଲିଲେ ଏପରି ରାଜ୍, ପତ୍ନୀ ହୋଇଗଲେ ଆଚମ୍ବିତ
ନୂଆଦିଲ୍ଲୀ: ବୈବାହିକ ଜୀବନରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏଭଳି ପରିସ୍ଥିତିରେ ଯଦି ବାହାଘରର ଅନେକ ବର୍ଷ ପରେ ସ୍ୱାମୀ ଏପରି କିଛି ସ୍ୱୀ ସାମ୍ନାରେ ଖୁଲାସା କରେ, ଯାହା ବିଷୟରେ…
ଏହି ତାରିଖରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା: ସରକାରଙ୍କ ନୂଆଖାଇ ଭେଟି
ଭୁବନେଶ୍ବର (ଓଡ଼ିଶା ଭାସ୍କର): ନୂଆଖାଇ ଅବସରରେ ଆସନ୍ତା ୧୧ ତାରିଖରେ ଚାଷୀମାନଙ୍କୁ ‘କାଳିଆ’ ଯୋଜନାରେ ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଟଙ୍କା ପ୍ରଦାନର ଶୁଭାରମ୍ଭ…
ଦୁନିଆର ଏପରି କିଛି ସ୍ଥାନ, ଯେଉଁଠି କେବେ ବି ହୋଇନଥାଏ ରାତି
ସୂର୍ଯ୍ୟ ଉଦୟ ଓ ଅସ୍ତ ହେବା ତ ପ୍ରାକୃତିକ ଘଟଣା । ପୂର୍ବ କାଳରେ ସୂର୍ଯ୍ୟଙ୍କ ଉଦୟ ଓ ଅସ୍ତ ହେବାରୁ ସମୟ ଜାଣୁଥିଲେ ଲୋକେ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ଏପରି କିଛି ସ୍ଥାନ ରହିଛି, ଯେଉଁଠାରେ କେବେ ବି ସୂର୍ଯ୍ୟ…
ମାଆ ରଖୁଥିଲା ଅବୈଧ ସମ୍ପର୍କ, ବିରୋଧ କରିବାରୁ ପୁଅକୁ ଦେଲା ଗରମ ଲୁହା ଚେଙ୍କ
ଚେନ୍ନାଇ: କୁହାଯାଏ ମାଆ କେବେ ବି ନିଜ ପିଲାମାନଙ୍କ ଖରାପ ଚିନ୍ତା କରେ ନାହିଁ । ହେଲେ ଏହି କଥାକୁ ଭୁଲ୍ ବୋଲି ସାବ୍ୟସ୍ତ କରିଛି ତାମିଲନାଡ଼ୁରୁ ଆସିଥିବା ଏହି ଖବର । ଏଠାରେ ଜଣେ ମାଆ ନିଜ ପ୍ରେମିକ ସହିତ ମିଶି ନିଜର…
ପୁଣି ଏକ ନିର୍ଭୟା କାଣ୍ଡ; ଦୁଷ୍କର୍ମ ପରେ ପ୍ରାଇଭେଟ୍ ପାର୍ଟରେ ପୁରାଇଲେ ରଡ୍
ମୁମ୍ବାଇ: ମାୟା ନଗରୀ ମୁମ୍ବାଇରେ ଜଣେ ମହିଳାଙ୍କ ସହିତ ନିର୍ଭୟା ପରି ଅତ୍ୟାଚାର ଦିଆଯାଇଛି । ମହିଳାଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ସେ ଦୁଷ୍କର୍ମର ଶିକାର ହୋଇଛନ୍ତି । ତାଙ୍କ ସ୍ଥିତି ଖୁବ୍ ଗୁରୁତର ଥିବା ସହିତ…
ପାର୍ବଣକୁ ନେଇ ଏସଆରସି ଦେଲେ ସ୍ୱତନ୍ତ୍ର ଗାଇଡଲାଇନ୍, ପଢ଼ନ୍ତୁ ବିସ୍ତୃତ ଭାବରେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱତନ୍ତ୍ର ରିଲିଫ୍ କମିଶନର ଆଜି ପାର୍ବଣ କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ ପାର୍ବଣରେ କୋଭିଡ୍ ଗାଇଡଲାଇନ୍ କୁ ନେଇ ସୂଚନା ପ୍ରଦାନ କରିଛନ୍ତି । ନିୟମମାନି ନୂଆଖାଇ ପାଳନ…