Browsing Category
Top Stories
ରାସ୍ତା ନିର୍ମାଣକୁ ବିରୋଧ: ରାସ୍ତା କାମରେ ନିୟୋଜିତ ୯ଟି ଗାଡ଼ି ଜାଳିଦେଲେ ନକ୍ସଲ
ମାଲକାନଗିରି,୧୭ା୧୨ (ଓଡିଶା ଭାସ୍କର):: ସୀମାନ୍ତ ଛତିଶଗଡରେ ନକ୍ସଲ ହିଂସା ବଢିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଛୋଟ ବଡ ଘଟଣା ଘଟାଇ ନକ୍ସଲ ନିଜର ପତିଆରା ଜାହିର କରିଚାଲିଛନ୍ତି। କେତେବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ…
ପୁଣି ଶିଶୁ ନିଖୋଜ: ୭ ବର୍ଷର ଶିଶୁପୁତ୍ରର ପତ୍ତା ମିଳୁନି
ଗଜପତି, ୧୭ା୧୨ (ଓଡିଶା ଭାସ୍କର): ନୟାଗଡ଼ ପରେ ଏବେ ଗଜପତିରୁ ଜଣେ ଶିଶୁପୁତ୍ର ନିଖୋଜ ହୋଇଥିବା ଜଣାପଡ଼ିଛି । ତେବେ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ ପରେ ପୋଲିସ ଘଟଣାର ତନାଘନା ଜାରି ରଖିଥିବା ଜଣାପଡ଼ିଛି ।
ସୂଚନା…
କରୋନା ନେଲା ୩୫୫ ଜଣଙ୍କ ଜୀବନ
ନୂଆଦିଲ୍ଲୀ, ୧୭ା୧୨: ୨୪ ଘଣ୍ଟା ମଧ୍ୟରେ କରୋନା ୩୫୫ ଜଣଙ୍କ ଜୀବନ ନେଇଛି । ଫଳରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୪ ହଜାର ୪୫୧ରେ ପହଞ୍ଚିଛି । ଦିନକରେ ୨୪ ହଜାର ୧୦ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ମୋଟ…
ନୂଆବର୍ଷରୁ ଏହି ସ୍ମାର୍ଟଫୋନରେ ଚାଲିବ ନାହିଁ ହ୍ୱାଟ୍ସଆପ୍, ଦେଖନ୍ତୁ ଲିଷ୍ଟରେ ନାହିଁତ ଆପଣଙ୍କ ଫୋନ୍
ନୂଆ ବର୍ଷ ଆରମ୍ଭ ହେବା ମାତ୍ରେ ହ୍ୱାଟ୍ସଆପ୍ ପୁରୁଣା ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ ନିଜର ସପୋର୍ଟ ବନ୍ଦ କରିଦିଏ | ପ୍ରତିବର୍ଷ ପରି କମ୍ପାନୀ ପୁଣି ଥରେ ମେସେଜିଙ୍ଗ ଆପ ତାଲିକା ଜାରି କରିଛି। ନୂଆବର୍ଷର ଆରମ୍ଭ ଅର୍ଥାତ…
ସେଲଫି ହେଲା କାଳ: ଟ୍ରେନ୍ ସହ ଜଳିଗଲେ ଯୁବକ
ପାରଳାଖେମୁଣ୍ଡି,୧୬ ।୧୨(ଓଡିଶା ଭାସ୍କର): ଆଜିକାଳିର ଯୁବପିଢିମାନଙ୍କୁ ସେଲଫି ନିଶା ଘାରିଛି । ଏଥିପାଇଁ କେତେ ଯେ ଜୀବନ ଗଲାଣି, ତାହାର ଠିକଣା ନାହିଁ । ଏହାରି ମଧ୍ୟରେ ଟ୍ରେନ ବଗିରେ ଚଢି ସେଲଫି ନେବା ଜଣେ ଯୁବକଙ୍କୁ…
ରାଜ୍ୟରେ ଆଉ ୩୫୮ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୧୬।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ଫେବ୍ରୁଆରି ୨୩ରୁ ଓଡିଆରେ JEE ମେନ୍ ପରୀକ୍ଷା
ନୂଆଦିଲ୍ଲୀ,୧୬ ।୧୨: ଫେବ୍ରୁଆରି ୨୩ରୁ ୨୬ ତାରିଖ ଯାଏଁ ହେବ JEEଇ ମେନ୍ ପରୀକ୍ଷା । ଓଡିଆ ସମେତ ମୋଟ ୧୩ଟି ଭାଷାରେ JEE ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ…
ପୁଣି ଜେଲ ଗଲେ ଆକାଶ ପାଠକ
ଭୁବନେଶ୍ୱର,୧୬ ।୧୨(ଓଡିଶା ଭାସ୍କର): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ମାମଲାର ଛାନଭିନରେ ଲାଗିଛି କ୍ରାଇମବ୍ରାଞ୍ଚ । ଗିରଫ ହେବା ପରେ ଉଭୟଙ୍କ…
୩ରୁ ଖୋଲିବ ବଳଦେବଜିଉ ମନ୍ଦିର
କେନ୍ଦ୍ରାପଡା,୧୬ ।୧୨(ଓଡିଶା ଭାସ୍କର): କରୋନା ଯୋଗୁଁ ବନ୍ଦ ଥିବା ମନ୍ଦିର ଧିରେ ଧିରେ ଖୋଲିବାରେ ଲାଗିଛି । ଏହାରୀ ମଧ୍ୟରେ ଜାନୁଆରୀ ୩ରୁ ଖୋଲିବାକୁ ଯାଉଛି କେନ୍ଦ୍ରାପଡାର ବଳଦେବଜିଉ ମନ୍ଦିର । ମନ୍ଦିର ଖୋଲିବା ନେଇ…
ବନ୍ଦ ହେବ ରାଜ୍ୟର ଦୁଇଟି କୋଭିଡ୍ ହସ୍ପିଟାଲ, ଜାଣନ୍ତୁ କେଉଁଠି ?
କଟକ , ୧୬।୧୨(ଓଡିଶା ଭାସ୍କର) : ବନ୍ଦ ହେବାକୁ ଯାଉଛି ରାଜ୍ୟର ଦୁଇଟି କୋଭିଡ୍ ହସ୍ପିଟାଲ । ୨୦ ତାରିଖରୁ ବନ୍ଦ ହେବ ଗଞ୍ଜାମର ଟାଟା କୋଭିଡ୍ ହସ୍ପିଟାଲ୍ । ସେହିପରି ୩୧ ତାରିଖରୁ ବନ୍ଦ ହେବ କଟକର ଅଶ୍ବିନୀ କୋଭିଡ୍…