Browsing Category

Top Stories

ପାକିସ୍ତାନ ବର୍ଡର ନିକଟରେ ଅବତରଣ କଲା ସୁଖୋଇ-ଜାଗୁଆର, ଯୁଦ୍ଧ ସମୟରେ କାମରେ ଆସିବାକୁ ଚାଲିଛି ଡେମୋ

ନୂଆଦିଲ୍ଲୀ: ରାଜସ୍ଥାନ ଜାଲୋରଠାରେ ଆଜି ବାଡ଼ମେର ଜାତୀୟ ରାଜପଥରେ ଯୁଦ୍ଧ ବିମାନ ଅବତରଣର ଡେମୋ ପ୍ରଦର୍ଶନ ହୋଇଛି । ପରୀକ୍ଷାମୂଳକ ଭାବେ ସିଂ୧୩୦ ଜେ ସୁପର ହର୍କୁଲେସର ଅବତରଣ କରିଛି । ପାକିସ୍ତାନକୁ ଲାଗିଥିବା ସୀମରେ…

ବଦଳିଲା ଆଧାର କାର୍ଡ ସହ ଜଡ଼ିତ ଏହି ନିୟମ, ଆଧାର ଡାଉନଲୋଡ୍ କରିବା ପ୍ରକ୍ରିୟାକୁ UIDAI କଲା ଆହୁରି ସହଜ

ନୂଆଦିଲ୍ଲୀ: ଆଧାର କାର୍ଡ ହେଉଛି ବର୍ତ୍ତମାନ ସମୟରେ ଏକ ନିହାତି ଜରୁରୀ ଦସ୍ତାବିଜ୍ ଯାହା ଭାରତୀୟ ନାଗରିକଙ୍କ ପାଖରେ ରହିବା ଆବଶ୍ୟକ । ବ୍ୟାଙ୍କ ଖାତା ଖୋଲିବା ପାଇଁ, ଯାନବାହାନ ପଞ୍ଜୀକରଣ କରିବା ପାଇଁ ପ୍ରତ୍ୟେକଟି…

ଗୁରୁବାର ଦିନ ଭୁଲରେ କରନ୍ତୁ ନାହିଁ ଏହି କାମ, ରାଗିଯିବେ ଭଗବାନ ବିଷ୍ଣୁ

ସପ୍ତାହର ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରାଯାଏ । ଏହି ଦିନ ଭଗବାନ ବିଷ୍ଣୁଙ୍କୁ ସ୍ୱଚ୍ଛ ମନ ସହିତ ପୂଜା କରିବା ଦ୍ୱାରା ଜୀବନର ସମସ୍ତ ସମସ୍ୟା ଦୂରେଇ ଯାଇଥାଏ । ଘରେ ଧନର କୌଣସି ଅଭାବ ରୁହେନାହିଁ ।…

ସତ ଦେଖାଇବାରୁ ସାମ୍ଭାଦିକଙ୍କୁ ନିର୍ମମ ମାଡ଼, ଶରୀରରୁ ଉତୁରିଯାଇଛି ଛାଲ; ଦେଖନ୍ତୁ ତାଲିବାନୀଙ୍କ ଅତ୍ୟାଚାରର ଚିତ୍ର

କାବୁଲ: ଆଫଗାନିସ୍ତାନ ଉପରେ ବର୍ତ୍ତମାନ ତାଲିବାନୀ ଆତଙ୍କବାଦୀଙ୍କ ରାଜ୍ ଚାଲିଛି । ତାଲିବାନୀ ମାନେ ମହିଳା ମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି ସତ ହେଲେ ସାମ୍ଭାଦିକ ମାନେ ମଧ୍ୟ ଏବେ ସେମାନଙ୍କ କୋପରୁ…

ପୃଥିବୀ ଆଡକୁ ମାଡି ଆସୁଛି ୧୦୦୦ତମ ଗ୍ରହାଣୁ; ସତର୍କ କରାଇଲା NASA

ନୂଆଦିଲ୍ଲୀ: ପୃଥିବୀ ନିକଟକୁ ମାଡି ଆସିଥିବା ୧୦୦୦ ତମ ଗ୍ରହାଣୁକୁ ଚିହ୍ନଟ କରିଛି ନାସା । ପୃଥିବୀ ଠାରୁ ୧.୭ ମିଲିୟନ କିମି ଦୂରରେ ରହିଥିବା ଏହି ଗ୍ରହାଣୁରୁ ନାମ ୨୦୨୧ ପି ଜେ୧ ରହିଛି । ନାସାର ରାଡାର ଜେପିଏଲରେ ଏହି…

ରାଜ୍ୟରେ ପୁଣି ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଥିବା ବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ହଠାତ୍ କମିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।…

ଏହି ବ୍ୟାଙ୍କର ଚେକ୍ ବୁକ୍ ଆସନ୍ତା ମାସରୁ ହୋଇଯିବ ବେକାର ! ନୂଆ ପାଇଁ ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ PNB ପକ୍ଷରୁ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ (OBC) ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (UBI) ର ଆକାଉଣ୍ଟଧାରୀମାନଙ୍କୁ ଆଲର୍ଟ କରାଯାଇଛି । ପିଏନବି କହିଛି ଯେ ଯଦି ଏହି…

‘SDMକୁ ଜୋତରେ ମାରି ଠିକ୍ କରିଦେବି’ କହିଥିବା ବିଜେପି ବିଧାୟକଙ୍କ ଭିଡିଓ ଭାଇରାଲ

ସୀତାପୁର: ‘ଏସଡିଏମର ମୁଣ୍ଡ ଖରାପ ହୋଇଯାଇଛି କି? ସେ ଗରୀବଙ୍କ ଘର ଭାଙ୍ଗିବ । ଜୋତାରେ ମାରିବି । ଆଜି ହିଁ ତାକୁ ଠିକ୍ କରିଦେବି । ଏଥିରୁ ସେ ନିଜ ପାଇଁ ଟଙ୍କା ରୋଜଗାର କରୁଛି । ବଡ଼ ଲୋକମାନେ ତାକୁ…

+୩ ରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ କଟ୍ ଅଫ୍ ମାର୍କ

ଭୁବନେଶ୍ୱର,(ଓଡିଶା ଭାସ୍କର): +୩ରେ ନାମଲେଖା ପାଇଁ ଆଜି ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ କଟ୍ ଅଫ୍ ମାର୍କ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୩ରୁ ୧୬ ମଧ୍ୟରେ ନାମ ଲେଖାଇବା ପାଇଁ ଫି ଦାଖଲ କରିପାରିବେ ।…

ତାଲିବାନ ସରକାରୀ ହାଇଟେବୁଲରେ ବସିଲେ ହାର୍ଡକୋର ଆତଙ୍କବାଦୀ

ନୂଆଦିଲ୍ଲୀ: ହାର୍ଡକୋର ତାଲିବାନୀ ଆତଙ୍କ ବାଦୀ ବସିବେ ହାଇ ଟେବୁଲ୍ ସରକାରରେ ।ରକେଟ୍ ଆକ୍ରମଣ ଓ ରାସ୍ତାକଡ଼ ସୁଇସାଇଡ୍ ବମ୍ବିଂ ଲାଗି କୁଖ୍ୟାତ ହକାନୀ ନେଟଓ୍ୱର୍କ । ହକାନି ନେଟଓ୍ୱର୍କ ମୁଖ୍ୟ ସିରାଜୁଦ୍ଦିନ ହକାନୀ ଓ…