
Browsing Category
Top Stories
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରଶାସନର ଫୁ’: ଥଇଥାନ ନକରି ଭାଙ୍ଗିଲା ବିସ୍ଥାପିତଙ୍କ ଘର
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ’ କରି ଉଡାଇ ଦେଲା ଜିଲ୍ଲା ପ୍ରଶାସନ । ଥଇଥାନ ନକରି ଭାଙ୍ଗିଲା ବିସ୍ଥାପିତଙ୍କ ଘର । ଅଭିଯୋଗ ପରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ କଲେ ସ୍ଥିତି ଅନୁଧ୍ୟାନ ।
ସୂଚନା ଅନୁଯାୟୀ,…
କୁଚ୍ ବିହାର ପାଇଁ ୧୯ ବର୍ଷରୁ କମ୍ ଓଡ଼ିଶା ଟିମ୍ ଘୋଷିତ: ବିଦର୍ଭ ସହ ପ୍ରଥମ ମ୍ୟାଚ୍
ଭୁବନେଶ୍ୱର: କୁଚ୍ ବେହାର ଟ୍ରଫି କ୍ରିକେଟ ପାଇଁ ୧୯ ବର୍ଷରୁ କମ ଓଡ଼ିଶା ଟିମ୍ ଘୋଷିତ ହୋଇଛି । ଘୋଷିତ ୨୨ ଜଣିଆ ଟିମରେ ଶ୍ରେଷ୍ଠ ସିଂହଙ୍କୁ ଅଧିନାୟକ ଦାୟିତ୍ୱ । ନଭେମ୍ବର ୨୯ରୁ ଇନ୍ଦୋରରେ ଆରମ୍ଭ ହେବ କୁଚ୍ ବେହାର…
ଶସ୍ତା ହେବ ଖାଇବା ତେଲ, ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଦିନକୁ ଦିନ ରୋଷେଇ ଘରକୁ ମହଙ୍ଗା ମାଡ଼ ବଢ଼ିବାରେ ଲାଗିଛି । ପେଟ୍ରୋଲ ଡିଜେଲ ପରେ ଖାଇବା ତେଲ ଦର ବି ଆକାଶ ଛୁଆଁ ହେବାରେ ଲାଗିଛି । କିନ୍ତୁ ଏହାରି ମଧ୍ୟରେ ସାଧାରଣ ବର୍ଗ ଲୋକଙ୍କ ଆସିଛି ଖୁସି ଖବର ।…
ସୁସ୍ଥ ପରେ ବି କରୋନା ଟେଷ୍ଟ ପଜିଟିଭ୍ ଆସିଲେ କିପରି କରିବେ ଯାତ୍ରା? ସରକାର ଖୋଜିଲେ ରାସ୍ତା
ବେଙ୍ଗାଲୁରୁ: କରୋନା ମହାମାରୀ ଯେତେ ଜଟିଳ ସେତେ ବ୍ୟାପକ, ଏହାର ଲକ୍ଷଣ ବି ସେପରି ରହିଛି । ମହାମାରୀ ସହ ଜଡ଼ିତ ଏକ ସମସ୍ୟା ହେଉଛି କି, କରୋନାରୁ ସୁସ୍ଥ ହେବା ପରେ ବି ଲୋକଙ୍କର ଆରଟି-ପିସିଆର ରିପୋର୍ଟ ପଜିଟିଭ୍ ଆସୁଛି…
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ହାବୁଡ଼ରେ ପଡ଼ି ଛେଚାଖାଇଲେ ଯୁବକ, ଦେଖନ୍ତୁ ଭାଇରାଲ ଭିଡିଓ…
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ବେଳେ ଧରାପଡ଼ି ଛେଚା ଖାଇଲେ ଯୁବକ । ସୁକିନ୍ଦା ଦାନଗଦି ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରୁଥିବା ସମୟରେ…
ଢ଼େଙ୍କାନାଳରେ ଦନ୍ତା ହାତୀ ଆତଙ୍କ, ଆକ୍ରମଣରେ ଜଣେ ଗୁରୁତର
ଢେଙ୍କାନାଳ: ପରଜଙ୍ଗ ଥାନା ବାରିହାପୁର ଗାଁରେ ଦନ୍ତା ହାତୀ ଆତଙ୍କ । ଗାଁ ମଝିରେ ଦନ୍ତା ହାତୀ କରଛି କ୍ଷୟକ୍ଷତି । ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଗୁରୁତର ହେଲେ ସ୍ଥାନୀୟ ଗ୍ରାମର ବାଟୁ ମହାରଣା,…
୮ମ ରାଜ୍ୟ ଓଡ଼ିଆ ଟେଲି ଫିଲ୍ମ ପୁରସ୍କାର ଘୋଷଣା, ଘନଶ୍ୟାମଙ୍କୁ ଜୟଦେବ ପୁରସ୍କାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୯ ମସିହା ଲାଗି ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା ହୋଇଛି । ୮ମ ରାଜ୍ୟ ଓଡ଼ିଆ ଟେଲି ଫିଲ୍ମ ପାଇଁ ଆଜି ପୁରସ୍କାର ଘୋଷଣା ହୋଇଛି । ଘୋଷଣା ମୁତାବକ, ‘କାଳିଆ କରୁଛି ଲୀଳା’…
ଏହି ସ୍ଥାନରେ ‘କିସ୍’ କରିବା ମନା, ଭୁଲରେ ବି ଧରାପଡ଼ିଲେ ମିଳିପାରେ ଏପରି ଦଣ୍ଡ
ସାଧାରଣତଃ ଲୋକମାନେ ପ୍ରେମକୁ ପ୍ରକାଶ କରିବା ପାଇଁ ନିଜ ପାର୍ଟନରଙ୍କୁ ଆଲିଙ୍ଗନ କରନ୍ତି ବା କିସ୍ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି କିଛି ଦେଶ ଅଛି, ଯେଉଁଠାରେ ପବ୍ଲିକ୍ ବା ସର୍ବସାଧାରଣରେ ‘କିସ୍’…
ଶ୍ରୀନଗରରେ ମେଡିକାଲ କଲେଜରେ ଆତଙ୍କୀ ଆକ୍ରମଣ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ପୁଣି ଥରେ ଆତଙ୍କୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ଶୁକ୍ରବାର ଦ୍ୱିପହରରେ ସ୍କିମ୍ସ ମେଡିକାଲ କଲେଜ ବାହାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ…
ଦୀପାବଳୀରେ ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ଅଭିନେତ୍ରୀ ରାନୀ; ଅଚାନକ୍ ଫୁଟିଲା ବାଣ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ସରିଛି ଦୀପାବଳୀ, କିନ୍ତୁ ଏବେ ବି ଉତ୍ସବ ମୋଡରେ ଅଛନ୍ତି ଲୋକେ । ଗତକାଲି ଧୁମଧାମରେ ସମଗ୍ର ଦୁନିଆର ଲୋକେ ଦୀପାବଳୀ ପାଳିଥିବା ବେଳେ ଭୋଜପୁରୀ ଜଗତର ଜଣାଶୁଣା ଅଭିନେତ୍ରୀ ରାନୀ ଚାଟାର୍ଜୀ ଏକ…