Browsing Category
Top Stories
ସାଧାରଣ ଲୋକଙ୍କୁ ବଡ଼ ଝଟକା: ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ, ଜାଣନ୍ତୁ କେତେ
ନୂଆଦିଲ୍ଲୀ: ଘରୋଇ ଏଲପିଜି ମୂଲ୍ୟକୁ ନେଇ ସାଧାରଣ ଲୋକଙ୍କୁ ପୁଣି ଥରେ ଝଟକା ଲାଗିଛି । ଅଏଲ୍ ମାର୍କେଟିଂ କମ୍ପାନୀଗୁଡିକ ଗ୍ୟାସ ମୂଲ୍ୟ ପୁଣି ବଢ଼ାଇଦେଇଛନ୍ତି । ସରକାରୀ ତୈଳ କମ୍ପାନୀଗୁଡିକ ଘରୋଇ ଗ୍ୟାସକୁ ୨୫ ଟଙ୍କା…
ମୁହଁ ଖୋଲିଲେ ଅଶ୍ରଫ ଘନି; ରକ୍ତପାତ ଏଡାଇବା ପାଇଁ ଦେଶ ଛାଡିଛି
ନୂଆଦିଲ୍ଳୀ: ଦେଶ ଛାଡି ପଳାୟନ କରିଥିବା ଆଫଗାନ ରାଷ୍ଟ୍ରପତି ଅଶ୍ରଫ୍ ଘନି ଶେଷରେ ମୁହଁ ଖୋଲିଛନ୍ତି । ତାଲିବାନ ଶାସନ କ୍ଷମତା ଅକ୍ତିଆର କରିବା ପରେ ଘନି ଦେଶ ଛାଡି ପଳାୟନ କରିଥିଲେ । ଘନି ନିଜ ପରିବାର ସହିତ ୟୁଏଇରେ…
ପେଟ ଯନ୍ତ୍ରଣାରୁ ଆରାମ ଦେବ ଏହି ଖାଦ୍ୟ
ବେଳେବେଳେ ବାହାରେ ହେଉ କିମ୍ବା କିଛି ଖରାପ ଖାଦ୍ୟ ଖାଇବା ଯୋଗୁଁ ପେଟ ଖରାପ ହୋଇଯାଇଥାଏ । ଫଳରେ ବାନ୍ତି, ଏସିଡିଟି ଭଳି ସମସ୍ୟା ହୋଇଥାଏ ପେଟରେ ମଧ୍ୟ ଯନ୍ତ୍ରଣା ହୋଇଥାଏ । ଏମିତିରେ ପେଟରେ ଯନ୍ତ୍ରଣା ଦୂର କରିବା…
୭୯୬ ASO ପଦବୀ ପାଇଁ ବିଜ୍ଞପ୍ତି ଖୁବ ଶୀଘ୍ର
ଭୁବନେଶ୍ୱର (ଓଡ଼ିଶା ଭାସ୍କର):ଓଡ଼ିଶା ସଚିବାଳୟ ସେବାରେ ଖାଲିଥିବା ମୋଟ ୮୨୨ଟି ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ପଦବୀ ମଧ୍ୟରୁ ୭୯୬ଟି ପଦ ପୂରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅର୍ଥ ବିଭାଗର ଅନୁମୋଦନ…
ବ୍ୟାଙ୍କ ଲକର ନିୟମରେ ବଡ ପରିବର୍ତ୍ତନ ଆଣିଲା ଆରବିଆଇ; ଜାଣନ୍ତୁ କଣ ବଦଳିଛି
ନୂଆଦିଲ୍ଲୀ: ବ୍ୟାଙ୍କରେ ଲକର ବ୍ୟବସ୍ଥା ରହିଥିବା ବେଳେ ଆରବିଆଇ ପକ୍ଷରୁ ବୁଧବାର ଲକର ନିୟମରେ ବଡ ପରିବର୍ତ୍ତନ ସମ୍ପର୍କରେ ଘୋଷଣା କରାଯାଇଛି । ଯଦି ଆପଣ ନୂଆ ଲକର ଖୋଲିବାକୁ ଚାହୁଁଛନ୍ତି ତେବେ ଏହି ସମସ୍ତ ନୂତନ ନିୟମ…
ସାପ ସହ କରୁଥିଲେ ଫେସବୁକ ଲାଇଭ, ଘଟିଗଲା ଏମିତି…
ରାଜସ୍ଥାନ: ସାପଧରାଳୀଙ୍କ ସାପ କାମୁଡ଼ାରେ ମୃତ୍ୟୁ । ରାଜସ୍ଥାନର ପାଲିରେ ଜଣେ ସାପ ଧରାଳୀଙ୍କୁ ଫେସବୁକ ଲାଇଭ ସମୟରେ କାମୁଡ଼ିଦେଲା ସାପ । ପ୍ରକୃତରେ ଶେଖାୱତ ନଗର ନିବାସୀ ୧୯ ବର୍ଷୀୟ ମନୀଷ ବୈଷ୍ଣବ ମଙ୍ଗଳବାର ଗୋଟିଏ…
ମୋଦୀଙ୍କ ପ୍ରଶଂସାରେ ଶତମୁଖ ଶ୍ରୀଜେସ୍; କହିଲେ ଏମିତି କଥା
ନୂଆଦିଲ୍ଳୀ: ଟୋକିଓରେ ଇତିହାସ ରଚି ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବା ଭାରତୀୟ ଦଳ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲା । ଏହି ଭେଟ ପରେ ଭାରତୀୟ ହକି ଦଳର ଗୋଲକିପର ତଥା ବିଜୟର ପ୍ରମୁଖ ବିନ୍ଧାଣୀ ପି…
୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର
ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଖୋଲିବ ସର୍ବସାଧାରଣଙ୍କ ପାଇଁ ଲିଙ୍ଗରାଜ ମନ୍ଦିର । ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ସୂଚନା । ମନ୍ଦିର ଖୋଲିବା ନେଇ ଟ୍ରଷ୍ଟ ଓ ସେବାୟତଙ୍କ ମଧ୍ୟରେ ହୋଇଥିଲା ବୈଠକ ।…
ତ୍ରିଷାଙ୍କ ପରେ ଆଉଜଣେ ଅଭିନେତ୍ରୀଙ୍କ MMS ଲିକ୍, ଭାଇରାଲ୍ ହେଉଛି Video
ଓଡ଼ିଶା ଭାସ୍କର ବ୍ୟୁରୋ: ନିକଟରେ ଭୋଜପୁରୀ ଅଭିନେତ୍ରୀ ତ୍ରିଷା କର ମଧୁଙ୍କ ଏମଏମଏସ ଭିଡିଓ ଲିକ୍ ହୋଇଥିବାବେଳେ ଇଣ୍ଟରନେଟ୍ ରେ ହଇଚଇ ସୃଷ୍ଟି ହୋଇଥିଲା । ଆଉ ଖୁବ୍ ଚର୍ଚ୍ଚାର ପରିସରରେ ରହିଥିଲେ ତ୍ରିଷା । ସୋସିଆଲ୍…
ରାଷ୍ଟ୍ରପତି ଅମରୁଲ୍ଲା ସଲେହ ଛଡ଼ାଇନେଲେ ଚାରିକାର ଅଞ୍ଚଳ
ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନକୁ ତାଲିବାନ ନିଜ ଅକ୍ତିଆରକୁ ନେଇ ସାରିଛି । କିନ୍ତୁ କାବୁଲର ଉତ୍ତର ପଟକୁ ଥିବା ପରୱାନ ରାଜ୍ୟର ଚାରିକାର ଅଞ୍ଚଳକୁ ସ୍ୱତନ୍ତ୍ର କରି ରଖିପାରିଛନ୍ତି ରାଷ୍ଟ୍ରପତି ଅମରୁଲ୍ଲା ସଲେହ…