Browsing Category
Top Stories
ସହିଦ ଦୟାନିଧିଙ୍କୁ ଭୁଲିଯାଇଛି ପ୍ରଶାସନ, ପ୍ରତିମୂର୍ତ୍ତିକୁ ବି ପଚାରୁ ନାହାନ୍ତି
ଭଦ୍ରକ(ଓଡ଼ିଶା ଭାସ୍କର): ଦେଶକୁ ବାହ୍ୟ ଶତ୍ରୁ କବଳରୁ ସୁରକ୍ଷା ଦେବା ପାଇଁ ଯିଏ ନିଜ ଜୀବନକୁ ବାଜି ଲଗାଏ, ସେହି ବୀର-ପରାକ୍ରମୀ ଯବାନମାନେ ଆମର ଚିର ନମସ୍ୟ । ଦେଶ ମାତୃକା ପାଇଁ ଲଢ଼ି ନିଜ ଜୀବନକୁ ବଳି ଦେଇ ଆମକୁ…
ବୀରେନ୍ଦ୍ର ଓ ଅମିତଙ୍କୁ ମିଳିଲା DSP ପଦ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚି ଫେରିଥିବା ଭାରତୀୟ ପୁରୁଷ ହକି ଦଳର ଦୁଇ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଡିଏସପି ପାହ୍ୟା ପ୍ରଦାନ କରାଯାଇଛି । ଏହା ସହିତ…
୬୭ ବର୍ଷୀୟ ବୃଦ୍ଧଙ୍କ ପ୍ରେମରେ ୧୯ ବର୍ଷୀୟ ଯୁବତୀ, କୋର୍ଟ କହିଲେ ଏମିତି
ନୂଆଦିଲ୍ଲୀ: କୁହାଯାଏ ପ୍ରେମ ମାନେନାହିଁ କୌଣସି ପ୍ରତିବନ୍ଧ । ପ୍ରେମ କାହାକୁ ବି ହେଇପାରେ । ଏଭଳି ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି ହରିୟାଣାର ବଲବଲ ଜିଲ୍ଲାର ହଥୀନଠାରେ । ଯେଉଁଠାରେ ଜଣେ ୬୭ ବର୍ଷୀୟ…
ହକି ଅଧିନାୟକଙ୍କୁ କଂଗ୍ରେସ ମୁଖପାତ୍ରଙ୍କ ନିନ୍ଦା; କହିଲେ ଏମିତି
ନୂଆଦିଲ୍ଳୀ: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ୪୧ ବର୍ଷ ପରେ ଇତିହାସ ରଚିଥିବା ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ମୁଖପାତ୍ର । ଖେଳରତ୍ନ ପୁରସ୍କାରର ନାମ…
UGC NET ପରୀକ୍ଷା ତାରିଖ ହେଲା ଘୋଷଣା, ଜାଣନ୍ତୁ କେବେ
ନୂଆଦିଲ୍ଲୀ: ୟୁଜିସି ନେଟ୍ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଏନେଇ ବିଭାଗୀୟ ୱେବସାଇଟ୍ ugcnet.nta.nic.in ରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି । କରୋନା କାରଣରୁ ୨୦୨୦ ଡିସେମ୍ବର ପରୀକ୍ଷା ସ୍ଥଗିତ ରହିଥିଲା ।…
କମେଡି କ୍ୱିନଙ୍କ ଟ୍ରାଜେଡି ଲାଇଫ୍ ଷ୍ଟୋରି, ଯନ୍ତ୍ରଣାର କୋଳରେ ନିଃଶ୍ୱାସ ମାରୁଛନ୍ତି ମୀରା
ଓଡ଼ିଶା ଭାସ୍କର ବ୍ୟୁରୋ: ଯାଯାବର, ପ୍ରତିଧ୍ୱନି, ସୁବର୍ଣ୍ଣ ସୀତା, କିଏ କାହାର, ସମୟ ବଡ଼ ବଳବାନ, ତ୍ରିନାଥ ମେଳା, କା, ରାମାୟଣ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟର ପରାକାଷ୍ଠା ଦେଖାଇଥିଲେ ମୀରା ମହାନ୍ତି । ସତରେ ନାମରେ…
T-20 ରେ ହାସଲ କରିଥିଲେ ୩ଟି ଶତକ, ତଥାପି ଏହି ଖେଳାଳିଙ୍କୁ World Cupରେ ସ୍ଥାନ ମିଳିଲା ନାହିଁ, ଦୁଃଖରେ କ୍ରିକେଟକୁ ଅଲବିଦା
ନୂଆଦିଲ୍ଲୀ: ଅନେକ ସମୟରେ ବହୁ ପ୍ରତିଭାବାନ୍ ଖେଳାଳି ବିଶ୍ୱକପ୍ ଭଳି ବଡ଼ ଇଭେଣ୍ଟ ଖେଳିବାରୁ ବଞ୍ଚିତ ହୋଇଛନ୍ତି । ନିକଟରେ ନ୍ୟୁଜିଲାଣ୍ଡର ଜଣେ ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନଙ୍କ ସହ ଏପରି ଘଟିଛି । ନିକଟରେ ଟି-୨୦…
କିନୌରରେ ବଡ଼ ଦୁର୍ଘଟଣା: ଭୂସ୍ଖଳନରେ ଦବିରହିଛନ୍ତି ୪୦ ଜଣ, ଦେଖନ୍ତୁ ଭିଡିଓ
କିନୌର: ହିମାଚଳ ପ୍ରଦେଶର କିନୌର ଜିଲ୍ଲା ନିଗୁଲସେରୀର ଜାତୀୟ ରାଜପଥ-୫ର ଚିଲ ଜଙ୍ଗଲ ନିକଟରେ ପଥର ଖସିବା କାରଣରୁ ବଡ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଏସଆରଟିସି ବସ୍ ମଧ୍ୟ ଏହାର ଶିକାର ହୋଇଥିବା ଜଣାପଡିଛି ।…
ଚାଲୁଥିବା କାର୍ ହୁ-ହୁ ହୋଇ ଜଳିଗଲା, ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ
ଓଡ଼ିଶା ଭାସ୍କର ବ୍ୟୁରୋ: ରାସ୍ତାରେ ଯାଉଥିଲା କାର୍ । ଆଉ ଏହି ଚଳନ୍ତା କାର୍ ହଠାତ୍ ହୁ-ହୁ ହୋଇ ଜଳି ଉଠିଲା । ଏତେବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଅଭିନେତ୍ରୀ । ଏ କୌଣସି ରିଲ୍ କଥା ନୁହେଁ । ରିଅଲ୍ ଲାଇଫ୍ ରେ…
ସକାଳୁ ଶୀଘ୍ର ଉଠିବା ଦ୍ୱାରା ଶରୀରକୁ ମିଳିଥାଏ ଏହି ଫାଇଦା
ସଫଳ ବ୍ୟକ୍ତିମାନେ ସେମାନଙ୍କ ଜୀବନରେ କିଛି ଭଲ ଅଭ୍ୟାସ ଫଲୋ କରିଥାନ୍ତି । ସେହିପରି ଗୋଟିଏ ଭଲ ଅଭ୍ୟାସ ହେଉଛି ସକାଳୁ ଉଠିବା । ସକାଳୁ ଉଠିବା ଦ୍ୱାରା ଅନେକ ଫାଇଦା ରହିଛି । ଏହା ଆପଣଙ୍କୁ ସଫଳତାର ଶୀର୍ଷକୁ ନେବା ସହ…