fbpx
Browsing Category

Top Stories

ଆଜି ହୋଇପାରେ ଦେଶର ପ୍ରଥମ CDSର ଘୋଷଣା, ବିପିନ ରାୱତଙ୍କ ନାଁରେ ଲାଗିପାରେ ମୋହର

ନୂଆଦିଲ୍ଲୀ,୨୪ ।୧୨: ସ୍ଥଳସେନା, ନୌସେନା ଓ ବାୟୁସେନା ମଧ୍ୟରେ ତାଳମେଳ ରଖିବାକୁ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା CDSର ନାମ ଆଜି ଘୋଷଣା ହୋଇପାରେ । ଏହାର ନିଷ୍ପତ୍ତି ନେବା ପାଇଁ ପ୍ରଧାନମନ୍ତ୍ରୀ…

ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା

କଟକ, ୨୪ା୧୨(ଓଡ଼ିଶା ଭାସ୍କର): ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ତାରିଖ । ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ମାର୍ଚ୍ଚ ୨ଯାଏ ପରୀକ୍ଷା ଚାଲିବ…

ସୂର୍ଯ୍ୟପରାଗ ପାଇଁ ସରକାରୀ ଛୁଟି

ଭୁବନେଶ୍ୱର,୨୪ ।୧୨(ଓଡିଶା ଭାସ୍କର): ଆସନ୍ତା ଡିସେମ୍ବର ୨୬ ତାରିଖରେ ହେବ ବର୍ଷର ଶେଷ ସୂର୍ଯ୍ୟପରାଗ । ଏହି ଦିନ ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି । ସୂର୍ଯ୍ୟପରାଗ ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ…

୩୦ରେ ଠାକରେ କ୍ୟାବିନେଟର ସଂପ୍ରସାରଣ, ଅଜିତ୍ ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୪ ।୧୨: ଡିସେମ୍ବର ୩୦ ଅପରାହ୍ନରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହେବ । ଶିବସେନା ଓ ଏନସିପିର ୧୦-୧୦ ନେତା କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବେ । ଉଭୟ ଦଳର ୩ ଜଣ ଲେଖାଏଁ ରାଷ୍ଟ୍ରମନ୍ତ୍ରୀ ପଦ…

୧୦ ଦିନ ବନ୍ଦ ରହିବ ଭିତରକନିକା, ଜାଣନ୍ତୁ କେବେଠାରୁ

କେନ୍ଦ୍ରାପଡ଼ା,୨୪ ।୧୨(ଓଡିଶା ଭାସ୍କର): ପର୍ଯ୍ୟଟକଙ୍କ ପାଇଁ ୧୦ ଦିନ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ । ଏହା ଡିସେମ୍ବର ୨୬ରୁ ଜାନୁଆରୀ ୪ ଯାଏଁ ବନ୍ଦ ରହିବ । ବଉଳା କୁମ୍ଭୀରଙ୍କ ଗଣନା ପାଇଁ ଜାତୀୟ ଉଦ୍ୟାନ ବନ୍ଦ…

‘ପିନାକ’ର ସଫଳ ପରୀକ୍ଷଣ

ବାଲେଶ୍ୱର,୨୪ ।୧୨(ଓଡିଶା ଭାସ୍କର): ବାଲେଶ୍ୱର ଚାନ୍ଦିପୁରରେ ପିନାକ ରକେଟର ସଫଳ ପରୀକ୍ଷଣ କରାଯାଇଛି । ‘ପିନାକ’ର ଲକ୍ଷ୍ୟଭେଦ କ୍ଷମତା ୪୦ କିମି ରହିଛି । ଏହା ସହ ଗୋଟିଏ ସ୍ଥାନରୁ ବିଭିନ୍ନ ଦିଗକୁ ଏହି ପିନାକ…