fbpx
Browsing Category

Top Stories

ଭୁବନେଶ୍ୱରରେ ଜଳିଗଲା ବସ୍

ଭୁବନେଶ୍ୱର, ୨୫ା୧୨(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି । ଭୁବନେଶ୍ୱର ସ୍ଥିତ ସହିଦ ନଗରରେ ଏକ ଯାତ୍ରୀବାହୀ ବସ୍ ଜଳିଯାଇଥିବା ସୂଚନା ମିଳିଛି । ଇମ୍ଫା ପାର୍କ ପାଖରେ ଛିଡ଼ା ହୋଇଥିବା…

ଆଜି ରାତିସାରା ଖୋଲା ରହିବ ଶ୍ରୀମନ୍ଦିର

ପୁରୀ, ୨୫ା୧୨(ଓଡ଼ିଶା ଭାସ୍କର): ଆସନ୍ତାକାଲି ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ କରାଯିବ । ଆସନ୍ତାକାଲି ସକାଳ ୮ଟା ୨୦ରୁ ୧୧ଟା ୨୯ଯାଏ ସୂର୍ଯ୍ୟୋପରାଗ ରହିଛି । ଗ୍ରହଣ ସ୍ପର୍ଶର ୧୨ଘଣ୍ଟା…

ଉତ୍ତର-ପୂର୍ବାଞ୍ଚଳରୁ ହଟିବ ସୁରକ୍ଷା ବଳ

ଜାମ୍ମୁକାଶ୍ମୀର, ୨୫ା୧୨: ଜାମ୍ମୁକାଶ୍ମୀର ପରେ ଉତ୍ତର ପୂର୍ବାଞ୍ଚଳରୁ ସୁରକ୍ଷା ବଳ ହଟିବ ବୋଲି ସୂଚନା ମିଳିଛି । ଉତ୍ତର-ପୂର୍ବାଞ୍ଚଳରୁ ୧୮କମ୍ପାନି ଅର୍ଦ୍ଧସାମରିକ ବଳ ପ୍ରତ୍ୟାହାର ହେବ । ନାଗରିକତା ସଂଶୋଧନ ଆଇନ ଓ…

ନାବାଳକ ଛାତ୍ର ଚଳାଇପାରିବେନି ଗାଡ଼ି

ଭୁବନେଶ୍ୱର, ୨୫ା୧୨(ଓଡ଼ିଶା ଭାସ୍କର): ସ୍କୁଲ ପିଲା କିମ୍ବା ୧୮ବର୍ଷରୁ କମ୍ ହୋଇଥିବା ପିଲା ଗାଡ଼ି ଚଲାଉଥିଲେ ସାବଧାନ ହୋଇଯାଆନ୍ତୁ । ସେମାନଙ୍କ ପାଇଁ ଏକ ନୂଆ ଗାଇଡ଼ ଲାଇନ ଜାରି ହୋଇଛି । ସ୍କୁଲ ଓ +୨ ଛାତ୍ରଛାତ୍ରୀ…

ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୫ା୧୨: ଆଜି ଦିଲ୍ଲୀ ବିଜ୍ଞାନ ଭବନରେ ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଟଳ ବିହାରୀଙ୍କ ଜନ୍ମଦିନ ଅବସରରେ ୬ହଜାର କୋଟି ଟଙ୍କାର ଏହି ଯୋଜନା ଉଦଘାଟିତ ହୋଇଛି । ପ୍ରଥମ…