fbpx
BJD SKY
BJD SKY
Browsing Category

Top Stories

୫ ଅତିରିକ୍ତ ନିର୍ଦ୍ଦେଶକଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ୫ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶକ ଭାବେ ପଦୋନ୍ନତି ମିଳିଛି । ଗଞ୍ଜାମ ସିଡିଏମଓ ବିଜୟ ପାଣିଗ୍ରାହୀଙ୍କୁ ସ୍ୱାସ୍ଥ୍ୟ ବୈଷୟିକର ନିର୍ଦ୍ଦେଶକ ଭାବେ ଦାୟିତ୍ୱ…

ଆସିବ ବିମାନ ଚଳାଚଳ ନୀତି, ୧୪ଟି ବିମାନ ସେବା ପାଇଁ ପ୍ରସ୍ତାବ

ଭୁୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ରାଜ୍ୟକୁ ବିମାନ ଚଳାଚଳ ବୃଦ୍ଧି ନେଇ ସରକାରଙ୍କ ସହ ବିମାନ କମ୍ପାନିଙ୍କ ପ୍ରଥମ ପ୍ରର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ…

ଏୟାରଲାଇନ୍ସ ସିଇଓଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ସହ ସମସ୍ତ ଏୟାରଲାଇନ୍ସ ସିଇଓଙ୍କ ଆଜି ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ବେସାମରିକ…

ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ଵର,୨୨ ।୧(ଓଡିଶା ଭାସ୍କର): ଝାରପଡା ଜେଲରେ ଥିବା ଚିଟ୍ ଫଣ୍ଡ ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବାଥରୁମ୍ କବାଟ ବନ୍ଦ କରିଇନଭଟର ତାରରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା…

ବିଜେଡିକୁ ନେଇ ଦାମଙ୍କ ବଡ ବୟାନ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ବରିଷ୍ଠ ନେତା ଦାମ ରାଉତ ପୁଣି ଏକ ବଡ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଦାମ କହିଛନ୍ତି ଯେ, 'ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଦେଇ ଆସିଛି । ଜୀବନରେ କେବେ ବି…

ସିଏଏ ଉପରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍, ୪ ସପ୍ତାହରେ ଜବାବ ତଲବ

ନୂଆଦିଲ୍ଲୀ,୨୨ ।୧: ନାଗରିକତା ସଂଶୋଧନ ଆଇନ ବା ସିଏଏ ଓ ଏନପିଆର ଉପରେ ଏବେ ରୋକ୍ ଲାଗିବନି । ସିଏଏକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ୨ ମାସ ପାଇଁ ସ୍ଥଗିତାଦେଶ ଦେବାକୁ ଦାବି କରିଛନ୍ତି କପିଲ ସିକଲ ।…

ଶ୍ରମିକଙ୍କ ଉପରେ ମାଡିଗଲା କାର୍: ୨ ମୃତ, ୪ ଗୁରୁତର

ସୁନ୍ଦରଗଡ,୨୨ ।୧(ଓଡିଶା ଭାସ୍କର): ସୁନ୍ଦରଗଡ ରାଜଗାଙ୍ଗପୁର ରାମାବାହାଲରେ ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଯାଇଛି । କାରକୁ ଧକ୍କା ଦେଇ ଶ୍ରମିକଙ୍କ ଉପରେ ଆଉ ଏକ କାର ମାଡିଯାଇଛି । ଏହି ଦୁର୍ଘଟଣାରେ ସ୍ଥାନୀୟ…

ସେକ୍ସ ରାକେଟ୍ ଘଟଣାରେ ଆଉ ୨ ଦଲାଲ ଗିରଫ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ଭୁବନେଶ୍ୱରରୁ ୫ ବାଂଲାଦେଶୀ ଦେହଜୀବୀ ଗିରଫ ହେବା ଘଟଣାରେ ଆଜି ଆଉ ୨ଜଣ ଦଲାଲଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ରାଣୀ ମହୁମାଛିର ମ୍ୟାନେଜର ରାଜୁ ସହିତ ପ୍ରଶାନ୍ତ ପରିଡା ନାମକ…