CHARIDHAM
Browsing Category

Top Stories

ଭୁବନେଶ୍ୱରରୁ ରାଜସ୍ଥାନ ଓ ଗୋଆକୁ ଉଡ଼ିବ ସିଧାସଳଖ ବିମାନ, ଜାଣନ୍ତୁ କେବେଠାରୁ ହେବ ଆରମ୍ଭ

ନୂଆଦିଲ୍ଲୀ: ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ରାଜସ୍ଥାନ ଓ ଗୋଆକୁ ସିଧାସଳଖ ବିମାନ ଉଡ଼ିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ନଭେମ୍ବର ୨ରୁ…

କୋଭିଡ୍ ଲକ୍ଷଣ ଥିବା ପିଲାଙ୍କୁ କରାଯିବ ଚିକିତ୍ସା, ଶିକ୍ଷକଙ୍କ ଦୁଇଟି ଡୋଜ୍ ହେବ ଚେକିଂ: ଜାଣନ୍ତୁ ସ୍କୁଲ ଖୋଲିବା ପ୍ରସଙ୍ଗରେ ଆଉ କ’ଣ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍କୁଲ ଖୋଲିବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପ୍ରତ୍ୟେକ ଶିକ୍ଷକ କୋଭିଡ୍ ଟିକା ନେଇଛନ୍ତି କି ନାହିଁ, ସେଥିପ୍ରତି ନଜର ରଖାଯିବ । ଗଣଶିକ୍ଷା…

ରାଜ୍ୟରେ ବଢ଼ିଲା ବସ୍ ଭଡ଼ା, ଜାଣନ୍ତୁ କେତେ ହେଲା ଟିକେଟ୍ ଦାମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରମାଗତ ଭାବରେ ତୈଳଦର ବୃଦ୍ଧି ପାଉଥିବାରୁ ରାଜ୍ୟରେ ବଢ଼ିଲା ଯାତ୍ରାବାହୀ ବସ୍ ଭଡ଼ା । ସାଧାରଣ ବସ୍ ଭଡ଼ା କିମି ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ୍ ବସ୍ ଭଡ଼ା କିମି…

‘ଥୋଡ଼ି ଥୋଡ଼ି ପି ଲିୟା କରୋ’…, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀଙ୍କ ଅଜବ ପରାମର୍ଶ

ନୂଆଦିଲ୍ଲୀ: ଛତିଶଗଡ଼ରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଅନିଲା ଭେଦିୟାଙ୍କ ଏକ ପରାମର୍ଶ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ନିଜ ପରାମର୍ଶରେ ପୁରୁଷ ମାନଙ୍କୁ ମଦ ସେବନ କରିବାକୁ କହୁଛନ୍ତି । ଏହି କଥା ସେ ଏକ ଗାଁକୁ…

ମନୀଷ ମୃତ୍ୟୁର ବଡ଼ ଖୁଲାସା କଲେ ଡିସିପି, ବିଲ ପେମେଣ୍ଟ ପାଇଁ ମାରିଦେଲେ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୟୁଚର୍ଚ୍ଚିତ ବରିଷ୍ଠ ସାମ୍ବାଦିକ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇଛନ୍ତି କମିଶନରେଟ୍ ପୋଲିସ୍ । ଏହି ମାମଲାରେ ରଚାଯାଇଥିବା ଯୋଜନାର ବିସ୍ତୃତ ବିବରଣୀ ଦେଇଛନ୍ତି…

ଶିକ୍ଷା ମନ୍ତ୍ରଣାଳୟ ଲଞ୍ଚ କରୁଛି ‘ବୀରଗାଥା ପରିଯୋଜନା’: ବୀରଙ୍କ ଜୀବନୀ ଉପରେ ପ୍ରୋଜେକ୍ଟ ତିଆରି କଲେ ମିଳିବ ପୁରସ୍କାର

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ‘ବୀରଗାଥା ପରିଯୋଜନା’ ନାମକ ଏକ ଯୋଜନା ଲଞ୍ଚ କରାଯାଇଛି । ଅକ୍ଟୋବର ୨୧ରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ । ତୃତୀୟ ଶ୍ରେଣୀ ଠାରୁ ଆରମ୍ଭ କରି…

୯ ଘଣ୍ଟା ଠପ୍ ରହିବ ଏହି ବ୍ୟାଙ୍କର ସର୍ଭିସ୍, ଗ୍ରାହକଙ୍କୁ ହୋଇପାରେ ସମସ୍ୟା

ନୂଆଦିଲ୍ଲୀ: ସିଟି ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ସୂଚନା ଦିଆଯାଇଛି ଯେ, ଆଇଟିଜିଏସ୍, ନେଟ ବ୍ୟାଙ୍କିଙ୍କ୍ ଭଳି ସୁବିଧା ୯ ଘଣ୍ଟା ପାଇଁ ପ୍ରଭାବିତ ହେବ ।…

ଆସୁଛି ଥଣ୍ଡା ସିଜିନ୍, ଡାଇବେଟିସରେ ଆକ୍ରାନ୍ତ ବ୍ୟକ୍ତିମାନେ ଥଣ୍ଡାରେ ଏହି ଜିନିଷଗୁଡ଼ିକ ଖାଇବାରୁ ଦୂରେଇ ରୁହନ୍ତୁ

ଡାଇବେଟିସ ବା ମଧୁମେହ ରୋଗୀଙ୍କ ପାଇଁ ଶୀତଦିନ ମାରାତ୍ମକ ହୋଇଥାଏ । ଆଗକୁ ଶୀତଦିନ ଆସୁଥିବାରୁ ଥଣ୍ଡାରେ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖିବା ଏକ ଆହ୍ୱାନ ପରି ହୋଇଥାଏ । ବିଶେଷଜ୍ଞଙ୍କ ମତରେ, ଥଣ୍ଡାରେ…

ସ୍ତ୍ରୀର ଗଳାକାଟିବା ରଖି ଲଗାଇ ଆତ୍ମହତ୍ୟା କଲା ସ୍ୱାମୀ

ପିପିଲି(ଓଡ଼ିଶା ଭାସ୍କର): ସ୍ତ୍ରୀର ଗଳାକାଟି ହତ୍ୟା ଉଦ୍ୟମ କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଛି । ତେଇଶିପୁର ପଞ୍ଜାୟତ ନିର୍ମଳା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଖୁବ୍ ଜୋରରେ…

Masked Aadhaar Cardର ଫାଇଦା ବିଷୟରେ ଜାଣିଛନ୍ତି କି: କେହି ଆପଣଙ୍କର କିଛି ବି କ୍ଷତି କରିପାରିବେ ନାହିଁ, ଜାଣନ୍ତୁ ଏହାର ପ୍ରୋସେସ୍

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ସରକାରୀ କାର୍ଯ୍ୟରେ ଆଧାର କାର୍ଡ ନିହାତି ଜରୁରୀ ହୋଇପଡ଼ିଛି । ପରିଚୟ ପତ୍ର ଠାରୁ ଆରମ୍ଭ କରି ବ୍ୟାଙ୍କରେ ଖାତା ଖୋଲିବା, ପାସପୋର୍ଟ ତିଆରି କରିବା, ସରକାରୀ ଯୋଜନାର ଫାଇଦାର ଉଠାଇବା…