fbpx
Browsing Category

Top Stories

ଆସନ୍ତା ରବିବାର ସାରା ରାଜ୍ୟରେ ବନ୍ଦ ରହିବ ବସ୍ ଚଳାଚଳ, ଅଟୋ ବନ୍ଦ ନେଇ ଖୁବଶୀଘ୍ର ନିଷ୍ପତ୍ତି

ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): ଆସନ୍ତା ୨୨ତାରିଖ ଦିନ ସାରା ଦେଶରେ ଜନତା କର୍ଫ୍ୟୁ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି । ଜନସାଧାରଣଙ୍କ…

କରୋନା ଭାଇରସ୍: ରେସ୍ତୋରାଁ, ବାର୍, କ୍ୟାଣ୍ଟିନ୍ ବନ୍ଦ୍

ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାକୁ ବଢ଼େଇ ଦିଆଯାଇଛି । ଏନେଇ ସବୁ ରେସ୍ତୋରାଂ, ବାର୍, କ୍ୟାଣ୍ଟିନ୍, ଟିଫିନ୍ ସେଣ୍ଟର ବନ୍ଦ ରହିବ । ହୋଟେଲ ଗ୍ରାହକଙ୍କୁ ଖାଦ୍ୟ…

କରୋନା ଭାଇରସ୍, ୪ସହର ବନ୍ଦ୍

ମହାରାଷ୍ଟ୍ର, ୨୦ା୩: କରୋନା ଭାଇରସ୍ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ୪ ସହରରେ ୩୧ମାର୍ଚ୍ଚ ଯାଏଁ ସମସ୍ତ ସେବାକୁ ବନ୍ଦ କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ୪ସହରରେ ସେବା ବନ୍ଦ…

କରୋନାରେ ଚିହ୍ନଟ ହେଲେ ‘ବେବି ଡଲ’ର ସିଙ୍ଗର କନିକା କପୂର, ଲଣ୍ଡନରୁ ଫେରି ୩୦୦ ଲୋକଙ୍କ ସହ କରିଥିଲେ ପାର୍ଟି

ମୁମ୍ବାଇ,୨୦ ।୩: ‘ବେବି ଡଲ୍ ମେ ସୋନେ ଦି’ ଓ ‘ଚିଟିୟା କଲାୟିଆ’ ପରି ବହୁ ହିଟ୍ ଗୀତ ଗାଇଥିବା ଗାୟିକା କନିକା କପୁରଙ୍କ କରୋନା ଭାଇରସର ରିପୋର୍ଟ ପଜିଟିଭ୍ ଆସିଛି । ସମଗ୍ର ଦେଶରେ କରୋନା ଭାଇରସକୁ ମୁକାବିଲା କରିବା…

ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୪୬ଜଣ ଆସିଛନ୍ତି: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ନେଇ ୨୪ଘଣ୍ଟାର ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ, କୌଣସି ଜାଗାରେ ୭ଜଣରୁ ଅଧିକ ଏକାଠି ହୁଅନ୍ତୁ ନାହିଁ ।…

କରୋନା ଭାଇରସ୍, ଏକାଠି ହୋଇପାରିବେନି ୭ଜଣରୁ ଅଧିକ

ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଓଡ଼ିଶା ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । କୌଣସି ସ୍ଥାନରେ ୭ଜଣରୁ ଅଧିକ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ…