Browsing Category

Top Stories

ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କଲା ବିଜେପି । କମିଟିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୮୦ ଜଣଙ୍କ ନାଁ ରହିଛି । ଏହି କମିଟିରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର…

ସାମ୍ନାକୁ ଆସିଲା ଅନଲାଇନ୍ ପାଠପଢ଼ାର ସତ, କେନ୍ଦ୍ରକୁ ରିପୋର୍ଟ ଦେଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ପାଇଁ ଶିକ୍ଷା ବ୍ୟବସ୍ଥା ବିଶେଷ ପ୍ରଭାବିତ ହୋଇଛି । ଏଥିରେ ସୁଧାର ଆଣିବା ପାଇଁ ସମଗ୍ର ଦେଶରେ ଅନଲାଇନ୍ ପାଠପଢ଼ା ଆରମ୍ଭ କରିଥିଲେ ସରକାର । କିନ୍ତୁ ଏହି ଅନଲାଇନ୍…

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: କିଏ ଏହି ଅନ୍ତରାମ? ଗତ ସନ୍ଧ୍ୟାରେ କାହିଁକି ବାରମ୍ବାର ଫୋନ୍ କରିଥିଲେ?

ବଲାଙ୍ଗୀର(ଓଡ଼ିଶା ଭାସ୍କର): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢ଼ିବାରେ ଲାଗିଛି । ଏହା ହତ୍ୟା ନ ଆତ୍ମହତ୍ୟା ତାହା ଜଣାପଡିନାହିଁ । ତେବେ…

୨ ସ୍କୁଲ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି ସାଧାରଣ ଜନତା । ଖବର ମିଳିଛି ଯେ, ଶ୍ରୀନଗରର ଇଦଗାହ ଅଞ୍ଚଳର ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଛି, ଯେଉଁଥିରେ ୨ ଶିକ୍ଷକଙ୍କ ମୃତ୍ୟୁ ହୋଇଛି…

ଲଖିମପୁର ହିଂସା ମାମଲା: ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଊତ୍ତରପ୍ରଦେଶ ଲଖିମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଯୋଗୁଁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ହିଂସାକାଣ୍ଡର ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଉତ୍ତରପ୍ରଦେଶ…

କରୋନା ବଢ଼ାଇଛି ଧନୀଙ୍କ ସମ୍ପତ୍ତି ! ଆସିଲା ଫୋର୍ବସ ଧନୀ ତାଲିକା, ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: କରୋନା ମହାମାରୀ ବର୍ଷରେ ବଢ଼ିଛି ଧନୀଙ୍କ ସମ୍ପତ୍ତି । ଏହାରି ମଧ୍ୟରେ ବିଜନେସ୍ ମାଗାଜିନ୍ ଫୋର୍ବସ ୨୦୨୧ରେ ଭାରତର ୧୦୦ ଧନୀଙ୍କ ତାଲିକା ପ୍ରକାଶ କରିଛି । ଏହା ଅନୁସାରେ, ୧୦୦ ଧନୀଙ୍କ ସମ୍ପତ୍ତି ରେକର୍ଡ…

ଭାରତୀୟ ଯୁବପିଢ଼ି ଯୌନ ରୁଚିରେ ଆମେରିକା ଆଉ ବ୍ରିଟେନ ଯୁବକ ଯୁବତୀ ଠାରୁ ଆଗରେ: ବମ୍ବଲ୍ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ସେକ୍ସ ଓ ଇଣ୍ଟିମେସି(ଅନ୍ତରଙ୍ଗତା)କୁ ନେଇ ୬୫ ପ୍ରତିଶତ ଅବିବାହିତ ଭାରତୀୟଙ୍କ ଚିନ୍ତାଧାରା ବଦଳିଛି । ତେବେ କରୋନା କାଳରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି । ୱମେନ୍-ଫାଷ୍ଟ ଡେଟିଂ ଆପ୍ ଏବଂ ସୋସିଆଲ୍…

ହଷ୍ଟେଲ ରୁମରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସଫେଇ ଦେଲେ ଡିନ୍

ବଲାଙ୍ଗିର(ଓଡ଼ିଶା ଭାସ୍କର): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ନିରୁପମା ନନ୍ଦଙ୍କର ମୃତ୍ୟୁ ହୋଇଛି…

ଶାରଦୀୟ ନବରାତ୍ର ଆରମ୍ଭ: ଜାଣନ୍ତୁ କେବେ କରିବେ ପୂଜା ଆରମ୍ଭ ଓ ଘଟସ୍ଥାପନାର ଶୁଭ ମୁହୂର୍ତ୍ତ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ପ୍ରତିବର୍ଷ ଶାରଦୀୟ ନବରାତ୍ର ଆରମ୍ଭ ହୋଇଯାଏ । ଚଳିତ ବର୍ଷ ନବରାତ୍ର ଅକ୍ଟୋବର ୭ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇଛି । ନବରାତ୍ରରେ ୯ ଦିନ ପାଇଁ…

ବଲିଉଡରେ ଏଣ୍ଟ୍ରି କରିବେ କି ମହେନ୍ଦ୍ର ସିଂ ଧୋନୀ? ଅଭିନୟକୁ ନେଇ କହିଲେ ଏପରି

ମୁମ୍ବାଇ: ନ୍ୟାସନାଲ ସ୍ପୋର୍ଟ ଆଇକନ୍ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବା କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ । କ୍ରିକେଟରେ ସେ ଲୋକପ୍ରିୟତା ହାସଲ କରିବା ସହ ଅନେକ ବିଜ୍ଞାପନ ପାଇଁ ଶୁଟିଂ ଓ…