fbpx
Browsing Category

Top Stories

ମାଡ଼ି ଆସୁଛି କୁତବମିନାରଠାରୁ ଚାରିଗୁଣା ବଡ଼ ଗ୍ରହାଣୁ, ଜାଣନ୍ତୁ କେଉଁଦିନ ହେବ ପୃଥିବୀର ନିକଟତର..

ନୂଆଦିଲ୍ଲୀ, ୨୨ା୬: ସାରା ବିଶ୍ୱ ଏବେ କରୋନା ନେଇ ଚିନ୍ତିତ ଅବସ୍ଥାରେ ଥିବା ବେଳେ କୁତବମିନାରଠାରୁ ଚାରିଗୁଣା ଓ ଷ୍ଟାଚ୍ୟୁ ଅଫ ଲିବର୍ଟି ଠାରୁ ତିନିଗୁଣା ବଡ଼ ଏକ ଗ୍ରହାଣୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛି । ଏହି ଗ୍ରହାଣୁର…

ଚୀନର ୩ଟି କମ୍ପାନୀକୁ ଲାଗିଲା ଶକ୍ତ ଝଟକା! ୫ ହଜାର କୋଟିର ପ୍ରୋଜେକ୍ଟ ଉପରେ ରୋକ୍ ଲଗାଇଲା ମହାରାଷ୍ଟ୍ର

ଚୀନ୍-ଭାରତ ସୀମା ଲଦାଖର ଗାଲୱାନ ଘାଟୀରେ ସଂଘର୍ଷ ଚୀବନକୁ ବେଶ ମହଙ୍ଗା ପଡିଛି । ଭାରତର ୨୦ ଯବାନ ସହିଦ ହେବା ପରେ ଚୀନ ଉପରେ ଲୋକଙ୍କ କ୍ରୋଧ ବଢିଯାଇଛି । ଏନେଇ ଅନେକ ଜାଗାରେ ଲୋକାମନେ ଚୀନ୍ ଜିନିଷକୁ ତ୍ୟାଗ କରିବାରେ…

ରାଜ୍ୟରେ ପୁଣି ୨ ଜୀବନ ନେଲା କରୋନା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱ.୨୨ ।୬(ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଆଜି ରାଜ୍ୟରେ ୧୪୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ଜଣଙ୍କ…

ରଥଯାତ୍ରାକୁ ରାଜ୍ୟ ସମେତ କେନ୍ଦ୍ରର ସମର୍ଥନ

ନୂଆଦିଲ୍ଲୀ,୨୨ ।୬: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଚଳିତ ବର୍ଷ ହେଉ ବୋଲି ରାଜ୍ୟ ସରକାର ପକ୍ଷଭୁକ୍ତ କରିବା ପରେ କେନ୍ଦ୍ର ସରକାର ମଧ୍ୟ ସମର୍ଥନ କରିଛନ୍ତି । ନିୟମ ପାଳନ ସହ ରଥଯାତ୍ରା ସପକ୍ଷରେ ଅଛନ୍ତି କେନ୍ଦ୍ର ସରକାର ।…

ରଥଯାତ୍ରା ପ୍ରସଙ୍ଗରେ ପକ୍ଷଭୁକ୍ତ ହେଲେ ରାଜ୍ୟ ସରକାର

ନୂଆଦିଲ୍ଲୀ,୨୨ ।୬: ସୁପ୍ରିମକୋର୍ଟରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମାମଲାର ଶୁଣାଣି ଆରମ୍ଭ ହୋଇଛି । ଜଷ୍ଟିସ୍ ଏସ ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିବା ବେଳେ ମୂଳ ପିଟିସନ ସହ ମୋଟିଫିକେସନ ପିଟିସନର…

ବଡ ଖବର: ରାଜ୍ୟରେ ଆଉ ୧୪୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୨ ।୬(ଓଡିଶା ଭାସ୍କର): ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ଆଜି ରାଜ୍ୟରେ ଆଉ ୧୪୩ ଜଣ କରୋନା ବଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୭ ଜଣ କ୍ୱାରେଣ୍ଟାଇନ…