fbpx
Browsing Category

Top Stories

ରଥଯାତ୍ରାକୁ ନେଇ କଣ ରହିଛି ଶଙ୍କରାଚାର୍ଯ୍ୟଙ୍କ ପ୍ରଶ୍ନ? ଜାଣନ୍ତୁ

ପୁରୀ,୨୧ ।୬(ଓଡିଶା ଭାସ୍କର): କରୋନା ସଙ୍କଟ ବଢୁଥିବାରୁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ବିଭିନ୍ନ ମହଲରୁ ସ୍ୱର ଉଠିବାରେ ଲାଗିଛି । ଏହାରି…

ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କବାଦୀ

ଶ୍ରୀନଗର,୨୧ ।୬: ଦକ୍ଷିଣ କାଶ୍ମୀରରେ ଆଜି ସୁରକ୍ଷାକର୍ମୀଙ୍କ ଦ୍ୱାରା ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି । ରବିବାରରେ ୨ ଟି ଅଲଗା ଅଲଗା ସ୍ଥାନ ଯଥା ଶ୍ରୀନଗର ଓ ସୋପିଆନରେ ମୁହାଁମୁହିଁ ହୋଇଥିଲେ ଯବାନ ଓ…

ଡିଜିପିଙ୍କ କନ୍ଧମାଳ ଗସ୍ତ

କନ୍ଧମାଳ,୨୧ ।୬(ଓଡିଶା ଭାସ୍କର): ପୋଲିସ ମହାନିର୍ଦ୍ଦେଶକ ବା ଡିଜିପି ଅଭୟ ଆଜି କନ୍ଧମାଳ ଗସ୍ତ କରିଛନ୍ତି । ଗୋଛାପଡା ଅଞ୍ଚଳରେ ମାଓ ଗତିବିଧିକୁ ଡିଜିପି ସମୀକ୍ଷା କରିଛନ୍ତି । କନ୍ଧମାଳ ଗସ୍ତ ସମୟରେ ଡିଜିପିଙ୍କ ସହ…

ରାଜ୍ୟରେ କରୋନା ନେଲା ୨ ଜୀବନ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨୧ ।୬(ଓଡିଶା ଭାସ୍କର): ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଆଜି ୨୧ଟି ଜିଲ୍ଲାରୁ ସର୍ବାଧିକ ୩୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ଜଣଙ୍କ ମଧ୍ୟରୁ…

ବଡ ଖବର: ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୩୦୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୧ ।୬(ଓଡିଶା ଭାସ୍କର): ରାଜ୍ୟରେ ଆଜି ଆଉ ୩୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୨୧ଟି ଜିଲ୍ଲାରୁ ସର୍ବାଧିକ ୩୦୪ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୭୨ କ୍ୱାରେଣ୍ଟାଇନରେ…

୯୦୦ ବର୍ଷ ପରେ ଲାଗିଛି ମହାସୂର୍ଯ୍ୟପରାଗ, ଜାଣନ୍ତୁ କେଉଁ ରାଶି ପ୍ରତି ଅଧିକ ହାନିକାରକ

ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବା ଆରମ୍ଭ ହୋଇସାରିଛି । ଜ୍ୟୋର୍ତିବିଜ୍ଞାନୀମାନେ ଏହାକୁ ମହା ସୂର୍ଯ୍ୟପରାଗ ବୋଲି କହିଛନ୍ତି । ସେମାନଙ୍କ ମତରେ ଆଜିଠାରୁ ପ୍ରାୟ ୯୦୦ ବର୍ଷ ପୂର୍ବେ ଏପରି ସୂର୍ଯ୍ୟପରାଗ ହୋଇଥିଲା ।…