Browsing Category

Top Stories

ମାଡିଆସୁଛି ଝଡ଼-ବର୍ଷା… ୫୦ରୁ ୬୦ କିମି ବେଗରେ ବହିବ ପବନ; ତାତିରୁ ମିଳିବ ନିସ୍ତାର

ଭୁବନେଶ୍ବର: ଆଜି କାଳବୈଶାଖୀ ପ୍ରଭାବରେ ଦିନର ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ପଶ୍ଚିମ ଓଡ଼ିଶାର ସହରଗୁଡ଼ିକରେ ପୂର୍ବଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୧…

ଓଡ଼ିଆଙ୍କ ପାଇଁ ପଖାଳ କେବଳ ଖାଦ୍ୟ ନୁହେଁ, ଆବେଗ, ଜାଣନ୍ତୁ ବିଶ୍ୱ ପଖାଳ ଦିବସର ଇତିହାସ

ଓଡ଼ିଶା ଭାସ୍କର: ଆଜି ବିଶ୍ୱ ପଖାଳ ଦିବସ । ସହରଠୁପଲ୍ଲୀ ଯାଏଁ ପଖାଳର ବାସ୍ନା । ଓଡ଼ିଆଙ୍କର ଏହି ପ୍ରିୟ ଖାଦ୍ୟ ବର୍ତ୍ତମାନ ସାରା ବିଶ୍ୱରେ ପ୍ରସିଦ୍ଧ । ତେବେ ପ୍ରତିବର୍ଷ ଏହି ବିଶ୍ୱ ପଖାଳ ଦିବସ ମାର୍ଚ୍ଚ ୨୦ ତାରିଖରେ…

ସକାଳୁ ଖାଲିପେଟରେ ଖାଆନ୍ତୁ କିସ୍‌ମିସ୍ ପରି ଦିଶୁଥିବା ବତୁରା ମୁନକ୍କା, ସର୍ବଦା ରହିବେ ଯୁବା, ପାଖ ମାଡିବନି ଏହି ରୋଗ

ଓଡ଼ିଶା ଭାସ୍କର: କିସମିସ ପରି ଦେଖାଯାଉଥିବା ମୁନକ୍କାରେ ଭରିରହିଛି ଅନେକ ତତ୍ତ୍ୱ । ଯଦି ଏହାକୁ ଆପଣ ସକାଳୁ ଖାଲିପେଟରେ ପାଣିରେ ଭିଜାଇ ଖାଇବେ ତେବେ ଏଥିରେ ଆପଣଙ୍କର ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସମସ୍ୟା ଦୂର ହେବ ।…

ଲକ୍ଷ୍ମୀଙ୍କ କୃପାରେ ଚମକିବେ ଏହି ରାଶି, ମିଳିବ ସଫଳତା

ଓଡ଼ିଶା ଭାସ୍କର: ଆଜି ଚୈତ୍ର କୃଷ୍ଣ ପକ୍ଷର ଷଷ୍ଠୀ ତିଥି ଏବଂ ଗୁରୁବାର । ଷଷ୍ଠୀ ତିଥି ଆଜିି ରାତି ୨ଟା ୪୬ ମିନିଟ ପର୍ଯ୍ୟନ୍ତ ରହିବ । ଆଜି ସଂଧ୍ୟା ୬ଟା ୨୦ ମିନିଟ ପର୍ଯ୍ୟନ୍ତ ବଜ୍ର ଯୋଗ ରହିବ । ଏଥିସହ ଆଜି ରାତି…

ଏପ୍ରିଲ ୨ରେ ପ୍ରଥମ ଶ୍ରେଣୀ ନାମଲେଖା

ଭୁବନେଶ୍ୱର:ଏପ୍ରିଲ ୨ରେ ପ୍ରଥମ ଶ୍ରେଣୀ ଓ ଶିଶୁ ବାଟିକା ପାଇଁ ନାମଲେଖା ଆରମ୍ଭ ହେବ । ଜାତୀୟ ଶିକ୍ଷା ନୀତିରେ ପ୍ରଥମ ଶ୍ରେଣୀରେ ନାମଲେଖା ବୟସ ହେଇଛି ୬ ବର୍ଷ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା…

ଓଓଏର ସଭାପତି ହେବେ ସମୀର ମହାନ୍ତି

ଭୁବନେଶ୍ୱର: ଓଡ଼ିଶା ଅଲିମ୍ପିକ ସଂଘ ସଭାପତି ହେବେ ସମୀର ମହାନ୍ତି । କାରଣ ସଭାପତି ପଦ ପାଇଁ ସମୀର ହେଉଛନ୍ତି ଜଣେ ମାତ୍ର ପ୍ରାର୍ଥୀ । ଏହା ପରେ ବି ୩୦ରେ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା କରାଯାଇଛି । ଏନେଇ ଆଜି ଚୂଡ଼ାନ୍ତ…

ବୃହସ୍ପତି ଚଳନ ଯୋଗୁଁ ବଦଳିବ ଏହି ସବୁ ରାଶିର ଭାଗ୍ୟ, ଆର୍ଥିକ କ୍ଷେତ୍ରରେ ହେବେ ମାଲାମାଲ

ଚଳିତ ବର୍ଷ ଅନେକ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରୁଛନ୍ତି । ସମସ୍ତ ଗ୍ରହଙ୍କ ମଧ୍ୟରୁ ଶନି ଓ ଗୁରୁ ଗ୍ରହଙ୍କ ଚଳନର ବିଶେଷ ମାନ୍ୟତା ରହିଛି । ଦେବଗୁରୁ ରାଶି ପରିବର୍ତ୍ତନ କରିବା ଦ୍ୱାରା ସମସ୍ତ ରାଶି…

ସରକାରଙ୍କ ଆକ୍ସନକୁ ଲୋକଙ୍କ ଡର ! ୨୩,୧୩୮ ଅଯୋଗ୍ୟ ହିତାଧିକାରୀ ଫେରାଇସାରିଲେଣି ରାସନକାର୍ଡ

ଭୁବନେଶ୍ୱର : ଏଣିକି ସାବାଡ଼ ‌ହେବେ ଅଯୋଗ୍ୟ ହିତାଧିକାରୀ। ଓସରକାର ବଦଳିବା ପରେ ବିଭାଗରେ ସ୍ବଚ୍ଛତା ଆଣିବାକୁ ଅଣ୍ଟା ଭିଡିଛି ରାଜ୍ୟ ଯୋଗାଣ ବିଭାଗ। ମନ୍ତ୍ରୀଙ୍କ ତାଗିଦ୍‌ ପରେ ସାରା ରାଜ୍ୟରେ ଅଯୋଗ୍ୟ…

ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟଙ୍କ ଝଟକା: ଆମେରିକୀୟ ସେନାରେ ଟ୍ରାନ୍ସଜେଣ୍ଡରମାନଙ୍କୁ ବ୍ୟାନ କରିବା ନିର୍ଦ୍ଦେଶ ଉପରେ ରୋକ୍

ନୂଆଦିଲ୍ଲୀ:ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିବାଦୀୟ ନିଷ୍ପତ୍ତି ନେଉଛନ୍ତି, ଏବଂ ଅନ୍ୟପଟେ ତାଙ୍କୁ କୋର୍ଟରୁ ଝଟକା ଲାଗୁଛି । ଡୋନାଲ୍ଡ ଟ୍ରମ୍ପ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ଆମେରିକୀୟ ସେନାରେ…

ଖରାଦିନେ ରହିବନି ବିଦ୍ୟୁତ୍ ସମସ୍ୟା: ଅଘୋଷିତ ବିଜୁଳି କାଟ୍ ହେବନି ବୋଲି ମନ୍ତ୍ରୀଙ୍କ ବୟାନ

ଭୁବନେଶ୍ୱର: ଖରାଦିନେ ତାତି ଦିନକୁ ଦିନ ବଢ଼ୁଥିବା ବେଳେ ଏଥିରୁ ବଞ୍ଚିବା ପାଇଁ ଲୋକମାନେ ଫ୍ୟାନ୍ ଓ ACର ସାହାରା ନେଉଛନ୍ତି । କିନ୍ତୁ ବିଜୁଳି କାଟ୍ ସମସ୍ୟା ଚିନ୍ତା ବଢ଼ାଉଛି । ଏହାରି ମଧ୍ୟରେ ଏକ ବଡ଼ ବୟାନ ଦେଇଛନ୍ତି…