fbpx
Browsing Category

Top Stories

ନିର୍ଭୟା ମାମଲା: ତିହାର ଜେଲକୁ ଗଲା ବିନୟ, ୧୬ରେ ହୋଇପାରେ ଫାଶୀ!

ନୂଆଦିଲ୍ଲୀ,୧୦ ।୧୨: ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତ ବିନୟ ଶର୍ମା ତିହାର ଜେଲକୁ ସ୍ଥାନାନ୍ତରିତ ହୋଇଛି । ମଣ୍ଡୋଲି ଜେଲରେ ଥିବା ବିନୟକୁ ଦିଲ୍ଲୀ ତିହାର ଜେଲକୁ ସ୍ଥାନାନ୍ତରିତ କରାଯାଇଛି । ପୂର୍ବରୁ ତିହାର ଜେଲରେ…

ସୂଚନା ଅଧିକାର କର୍ମୀଙ୍କୁ ଗୁଳି

ବାଲିଗୁଡା,୧୦ ।୧୨(ଓଡିଶା ଭାସ୍କର): କନ୍ଧମାଳ ଜିଲ୍ଲା ବାଲିଗୁଡା ପାତ୍ରସାହିରେ ଗୁଳିକାଣ୍ଡ । ଜଣେ ସୂଚନା ଅଧିକାର କର୍ମୀଙ୍କୁ ଘରୁ ଡାକିଆଣି ଗୁଳିକରି ହତ୍ୟା କରିଛନ୍ତି ୨ ଦୃବୁର୍ତ୍ତ । ଗୁରୁତର ଅବସ୍ଥାରେ ସୂଚନା…

ପରସ୍ପର ମଧ୍ୟରେ ଗୁଳିମାଡ: ୨ ଯବାନ ସହିଦ, ୨ ଗୁରୁତର

ଝାଡଖଣ୍ଡ,୧୦ ।୧୨: ଝାଡଖଣ୍ଡର ବୋକାରୋରେ ଥିବା କ୍ୟାମ୍ପରେ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଗୁଳିମାଡ ହୋଇଛି । କନେଷ୍ଟବଳଙ୍କ ଗୁଳିମାଡରେ ସହକାରୀ କମାଣ୍ଡାଣ୍ଡ ଓ ଏଏସଆଇ ମୃତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଅନ୍ୟ ଜଣେ…

ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ପାରିତ

ନୂଆଦିଲ୍ଲୀ,୧୦ ।୧୨: ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ପାରିତ ହୋଇଛି । ଏଣିକି ପଡୋଶୀ ଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ମିଳିବ । ହିନ୍ଦୁ, ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ…

ଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପାଇଁ ନବନୀଙ୍କ ଚିଠି

ଭୁବନେଶ୍ୱର, ୯ା୧୨(ଓଡ଼ିଶା ଭାସ୍କର): କେନ୍ଦ୍ର ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ନୂଆଦିଲ୍ଲୀରେ ଓଡ଼ିଶା ସଂସ୍କୃତ କେନ୍ଦ୍ର ଓ ପାଠାଗାର ପାଇଁ ଜାଗା ଦେବା…

ଓଡ଼ିଶାକୁ ବିଶ୍ୱ ବାସସ୍ଥାନ ତୃତୀୟ ପୁରସ୍କାର

ଭୁବନେଶ୍ୱର, ୯ା୧୨(ଓଡ଼ିଶା ଭାସ୍କର): ଓଡ଼ିଶାକୁ ବିଶ୍ୱ ବାସସ୍ଥାନ ତୃତୀୟ ପୁରସ୍କାର ମିଳିଛି । ଜାଗା ମିସନର ସଫଳତା ପାଇଁ ଓଡ଼ିଶାକୁ ବ୍ରିଟିଶ ସଂସ୍ଥା ପକ୍ଷରୁ ଏହି ପୁରସ୍କାର ମିଳିିଥିବା ସୂଚନା ମିଳିଛି । ଏହି ସଫଳତା…

ଦିଲ୍ଲୀ ଅଗ୍ନିକାଣ୍ଡ, ୨ଅଭିଯୁକ୍ତଙ୍କୁ ରିମାଣ୍ଡରରେ ନେବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ, ୯ା୧୨: ଗତକାଲି ଦିଲ୍ଲୀ ସ୍ଥିତ ଝାନସୀ ରୋଡ଼ ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏନେଇ କୋଠାର ମାଲିକ ମହମ୍ମଦ ରେହାନ ଓ ତାଙ୍କ ମ୍ୟାନେଜର ଫୁରକାନ ଦୁଇ ଅଭିଯୁକ୍ତଙ୍କ ଗିରଫ କରିବା ସହ ଆଇପିସି…

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ

ବରଗଡ଼, ୯ା୧୨(ଓଡ଼ିଶା ଭାସ୍କର): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । କଦମ୍ବବନ ପଡ଼ିଆରେ ଶୁଭସ୍ତମ୍ଭ ସ୍ଥାପନ କରିଛନ୍ତି ଉପଜିଲ୍ଲାପାଳ । ଡିସେମ୍ବର ୩୧ରୁ ଜାନୁଆରି ୧୦ଯାଏଁ…

ଶୁଖିବାରେ ଲାଗିଛି ଦୁନିଆର ସବୁଠାରୁ ଚଉଡା ୱାଟରଫଲ୍ ଭିକ୍ଟୋରିଆ

ସମଗ୍ର ଦୁନିଆରେ ଜଳବାୟୁ ସର୍ବଦା ପରିବର୍ତ୍ତନ ହେବା ସହ ପକୃତି ସହ ଜଡିତ କିଛି ଘଟଣା ମଧ୍ୟ ସାମନାକୁ ଆସିଥାଏ । ଏହାରି ମଧ୍ୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି । ଦୁନିଆର ସବୁଠାରୁ ଚଉଡା ଭିକ୍ଟୋରିଆ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଡିଜିପି

କଟକ, ୯ା୧୨(ଓଡ଼ିଶା ଭାସ୍କର): ଆଜି ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ଅଭୟ । କଟକ ପୋଲିସ ମୁଖ୍ୟାଳୟରେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇଛି । ୧୯୮୬ ବ୍ୟାଚ ଆଇପିଏସ ଅଭୟ ଜାତୀୟ ପୋଲିସ ଏକାଡ଼େମୀର…