fbpx
Browsing Category

Top Stories

ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ଚିଠା ଯୋଜନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦ା୧୨(ଓଡ଼ିଶା ଭାସ୍କର): ଶ୍ରଜଗନ୍ନାଥ ଐତିହ୍ୟ କରିଡ଼ର ଚିଠା ଯୋଜନାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠା ସ୍ଥାପତ୍ୟ ଯୋଜନା ନେଇ ଜନମତ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ଜାନୁଆରି…

ଆଇଏଏସ ବିଜୟ କେତନ ନିଲମ୍ବିତ

ଭୁବନେଶ୍ୱର, ୩୦ା୧୨(ଓଡ଼ିଶା ଭାସ୍କର): ଆଇଏଏସ ବିଜୟ କେତନ ଉପାଧ୍ୟାୟ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଆଜି ଭିଜିଲାନ୍ସ ଜାଲରେ ଆଇଏଏସ ଅଧିକାରୀ ତଥା ଉଦ୍ୟାନ କୃଷି ବିଭାଗର…

କାଣ୍ଡଲା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ, ୩ମୃତ

ଗୁଜୁରାଟ, ୩୦ା୧୨: ଗୁଜୁରାଟର କାଣ୍ଡଲା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ସେହି ଅଗ୍ନିକାଣ୍ଡରେ ୩ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଏହାସହ ଦୁଇ ଜଣ ନିଖୋଜ ମଧ୍ୟ ଅଛନ୍ତି । ସେଠାରେ ରାସାୟନିକ…

ଜାତୀୟ ଜଙ୍ଗଲ ରିପୋର୍ଟ ପ୍ରକାଶିତ

ନୂଆଦିଲ୍ଲୀ, ୩୦ା୧୨: ରାଜ୍ୟଗୁଡ଼ିକର ଜଙ୍ଗଲ ସମ୍ପର୍କିତ ଜାତୀୟ ରିପୋର୍ଟ ଆଜି ପ୍ରକାଶିତ ହୋଇଛି । ଏହି ରିପୋର୍ଟ ପ୍ରକାଶ କରିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଦେଶ କ୍ଷେତ୍ରଫଳର ୨୪.୫୬% ଅଞ୍ଚଳରେ ଜଙ୍ଗଲ…

ଆସନ୍ତା ୧ଓ ୨ ତାରିଖରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୩୦ା୧୨(ଓଡ଼ିଶା ଭାସ୍କର): ଆଉ ଗୋଟେ ଦିନ ଗଲେ ନୂଆବର୍ଷ । ଚରିଆଡ଼େ ନୂଆବର୍ଷ ପାଳନ କରିବା ପାଇଁ ଏବେଠୁ ପ୍ରସ୍ତୁତି ଚାଲିଛି । ଏହାରି ମଧ୍ୟରେ ଆସନ୍ତା ୧ ଓ ୨ ତାରିଖରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।…